Bignews ବରଗଡରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ OPA May 28, 2020 0 ବରଗଡ଼: ବରଗଡ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଜଣଙ୍କ ବରପାଲି ବ୍ଲକର ବୋଲି ବରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ହୋଇଥିବା… Read More...
Bignews ପୁଣି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ OPA May 27, 2020 0 ସୋନପୁର: ସୋନପୁର ଜିଲ୍ଲାର ତିନିଟି ବ୍ଲକରେ ଆଜି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାପାଳ ମନୀଷା ବାନାର୍ଜୀ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଜିଲ୍ଲାରୁ ଚିହ୍ନଟ ୪ କରୋନା ପଜିଟିଭଙ୍କ… Read More...
Odisha ଗୁରୁବାର ୪୫ ହଜାର ଶିକ୍ଷାନୁଷ୍ଠାନ ସହ ଅନ୍ଲାଇନ୍ ଆଲୋଚନା କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ OPA May 27, 2020 0 ଭୁବନେଶ୍ୱର: କରୋନା ମହାମାରୀ ଏବଂ ଲକ୍ଡାଉନ୍ ଯୋଗୁଁ ଶିକ୍ଷା ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ଅନିଶ୍ଚିତତା ଆଡକୁ ଯିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦେଶର ଉଚ୍ଚ ଶିକ୍ଷା… Read More...
Odisha ରାତି ୧ଟା ପରେ ଆରମ୍ଭ ହେବ ମହାବାହୁଙ୍କ ପହଣ୍ଡି ଯାତ୍ରା OPA May 27, 2020 0 ପୁରୀ:ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଂଟ । ଜୁନ ୫ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା ନେଇ ଛତିଶାନିଯୋଗରେ ନୀତି ନିର୍ଘଂଟ ଚୂଡାନ୍ତ ହୋଇଛି । ରାତି ୧ ଟାରୁ ଭୋର୍ ୪ ଟା ମଧ୍ୟରେ… Read More...
Odisha ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ OPA May 27, 2020 0 ଭୁବନେଶ୍ୱର: ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ। ସାମାଜିକ ଦୂରତା ପାଳନ ନ କଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ସୂଚନା ଦେଇଛନ୍ତି। ସେ… Read More...
Bignews ସୁସ୍ଥ ହେଲେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ OPA May 27, 2020 0 ଭୁବନେଶ୍ଵର : ରାଜ୍ୟରେ ବୁଧବାର ଆଉ ୭୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୧୨କୁ ବୃଦ୍ଧି ପାଇଛି। ଗଂଜାମ ଜିଲ୍ଲାରୁ ୧୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ, ଯାଜପୁରରୁ ୫, କଟକରୁ… Read More...
Odisha କଟକରେ ଖୋଲିଲା ସବୁ ପାର୍କ OPA May 27, 2020 0 କଟକ: ଲକ ଡାଉନର ୪ର୍ଥ ପର୍ଯ୍ୟାୟ ବର୍ତମାନ ଜାରି ରହିଛି । ଆଉ ସରକାର ବି ତାଲା ବନ୍ଦ କଟକଣାରେ ବହୁତ କୋହଳନୀତି ଅବଲମ୍ବନ କରିଛନ୍ତି । ହେଲେ ସବୁ ସ୍ଥାନରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।… Read More...
Odisha ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ OPA May 27, 2020 0 ଭୁବନେଶ୍ୱର: ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ,… Read More...
Corporate ଜମା ସୁଧହାର ୪୦ ବେସିସ ପଏଂଟ ପର୍ଯ୍ୟନ୍ତ କମାଇଲା ଷ୍ଟେଟ ବ୍ୟାଙ୍କ OPA May 27, 2020 0 ମୁମ୍ବାଇ : ଦେଶର ସବୁଠୁ ବଡ଼ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସ୍ଥାୟୀ ଜମା ଉପରେ ଦିଆଯାଉଥିବା ସୁଧହାର ୪୦ ବେସିସ ପଏଂଟ ବା ୦.୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଏହି ନୂଆ ହାର ଆଜିଠାରୁ… Read More...
Bignews ମେ’ ୨୯ ତାରିଖଠାରୁ କାର୍ଯ୍ୟ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ OPA May 27, 2020 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପୁରୀ ଓ ଭୁବନେଶ୍ୱରର ୨ଟି ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ପ୍ରକଳ୍ପ ଯଥା: ଶ୍ରୀ ଜଗନ୍ନାଥ ମନ୍ଦିର ଐତିହ୍ୟ ପ୍ରକଳ୍ପ ଧ… Read More...