Odisha ରାଜ୍ୟରେ ଆସନ୍ତାକାଲିଠୁ ଗଡିବ ଘରୋଇ ବସ OPA May 27, 2020 0 ଭୁବନେଶ୍ୱର: ବିମାନ ଉଡିଲା, ଟ୍ରେନ ଗଡିଲା, ହେଲେ କେବେ ଚାଲିବ ବସ, ତାକୁ ନେଇ ଚୂଡାନ୍ତ ନିଷ୍ପତି ହୋଇପାରୁ ନାହିଁ । ଆଜି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି, ସରକାର ଚାହୁଁଛନ୍ତି, ଖୁବ ଶୀଘ୍ର ବସ ଚାଲିବା ଆରମ୍ଭ ହେଉ । ସେ… Read More...
Odisha ଆଜି ଚିହ୍ନଟ ହୋଇଥିବା ୭୬ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର OPA May 27, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୭୬ ଜଣ କରୋନା ଆକ୍ରାନ୍ତଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲାରୁ… Read More...
Odisha ମେ’ ୩୦ ସୁଦ୍ଧା ଖାତାଦେଖା କେନ୍ଦ୍ର ସାନିଟାଇଜ କରିବାକୁ ଜିଲ୍ଲାପାଳମାନଙ୍କୁ +୨ କାଉନସିଲର ନିର୍ଦ୍ଦେଶ OPA May 27, 2020 0 ଭୁବନେଶ୍ୱର: ଜୁନ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତରଖାତା ମୂଲ୍ୟାୟନ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯିବା ପରେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ… Read More...
Odisha ଆଜିଠୁ ପୁରୀ ସେବାୟତଙ୍କ ହେବ କରୋନା ଟେଷ୍ଟ OPA May 27, 2020 0 ପୁରୀ: ମହାପ୍ରଭୁଙ୍କ ରଥ ଯାତ୍ରାକୁ ସଂକ୍ରମଣ ମୁକ୍ତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଉଦ୍ୟମ । ସ୍ନାନ ଯାତ୍ରା ସହିତ ଜଡିତ ସମସ୍ତ ସେବାୟତଙ୍କର କରାଯିବ କୋଭିଡ୍ ଟେଷ୍ଟ । ଏହିକ୍ରମରେ ପ୍ରଥମେ ଆଜି ଦଇତା ସେବକଙ୍କ କୋଭିଡ… Read More...
Crime ବରଗଡରେ ବଢ଼ୁଛି ସାଇବର କ୍ରାଇମ: ଜିଲ୍ଲାପାଳ ଓ ଏସପିଙ୍କ ନାମରେ ଜାଲ ଫେସବୁକ ଆକାଉଂଟ OPA May 27, 2020 0 ବରଗଡ଼: ବରଗଡ଼ ଜିଲାରେ ସାଇବର୍ କ୍ରାଇମରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଅପରାଧୀମାନେ ଖୋଦ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଏସ୍ପି ପଦ୍ମିନୀ ସାହୁଙ୍କ ନାମରେ ଜାଲ ଫେସବୁକ ଆକାଉଣ୍ଟ ଖୋଲିବା ପୋଲିସ… Read More...
Entertainment ଓଲିଉଡ ଅଭିନେତା ବିଜୟ ମହାନ୍ତି ହସ୍ପିଟାଲରେ ଭର୍ତି OPA May 27, 2020 0 ଭୁବନେଶ୍ୱର: ଓଲିଉଡ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଅଭିନେତା ବିଜୟ ମହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ନେଇ… Read More...
Odisha ଆଜିଠାରୁ ରାଜଧାନୀର ସବୁ ହୋଟେଲ ଖୋଲିବ OPA May 27, 2020 0 ଭୁବନେଶ୍ୱର: ଆଜିଠାରୁ ରାଜଧାନୀର ସବୁ ହୋଟେଲ ଖୋଲିବ । ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମସି ଅନୁମତି ଦେଇଛି। କିନ୍ତୁ ଏଥିପାଇଁ ସର୍ତ ରଖିଛି ଯେ, ଯେଉଁ ହୋଟେଲ ସଙ୍ଗରୋଧ ଲୋକଙ୍କୁ ରଖୁନାହାନ୍ତି… Read More...
Bignews ୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ OPA May 27, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୫୯୩ରେ ପହଂଚିଛି | ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ବଲାଙ୍ଗୀର… Read More...
Odisha ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶୌଚାଳୟ ଫି ଛାଡ OPA May 26, 2020 0 ଭୁବନେଶ୍ୱର : କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସହରାଞ୍ଚଳରେ ଥିବା ଶୌଚାଳୟ ଗୁଡିକ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ… Read More...
Odisha ସୋଆ ଆଇଟିଇଆରର ୯୧% ଗ୍ରାଜୁଏଟ୍ଙ୍କ ପାଇଁ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ OPA May 26, 2020 0 ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ବୈଷୟିକ ଶିକ୍ଷା କ୍ଷେତ୍ରରେ ତା’ର ସ୍ୱତନ୍ତ୍ର ସ୍ଥାନ ବଜାୟ… Read More...