ପ୍ରାୟ ୧ଲକ୍ଷ ଲୋକ କ୍ୱାରେନଟିନ୍ ସେଂଟରରୁ ଡିସଚାର୍ଜ ହୋଇ ଘରକୁ ଗଲେଣି

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ତରଫରୁ ତାଜା ତଥ୍ୟ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି କହିଛନ୍ତି, କରୋନା ଭଳି ସମସ୍ୟା ଆଗରୁ ବିଶ୍ୱ ଦେଖିନଥିଲା । କରୋନା…
Read More...

ଆସନ୍ତାକାଲିଠୁ ପୁରୀ ସେବାୟତଙ୍କ କରୋନା ପରୀକ୍ଷା

ପୁରୀ: ଆସନ୍ତାକାଲିଠୁ ହେବ ପୁରୀ ସେବାୟତଙ୍କ କରୋନା ପରୀକ୍ଷା । ପ୍ରଥମେ ଦଇତାପତି ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ମୋଟ ୧୫୦ ସେବାୟତଙ୍କ ପରୀକ୍ଷା ହେବ । ପରବର୍ତୀ ପର୍ଯ୍ୟାୟରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ ନମୂନା…
Read More...

+୩ର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର; ପିଜିର ଦ୍ୱିତୀୟ ସେମିଷ୍ଟାର ହେବନି

ଭୁବନେଶ୍ୱର: ଯୁକ୍ତ ତିନିର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର । ପିଜିର ବି ଦ୍ୱିତୀୟ ସେମିଷ୍ଟାର ହେବନି । ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ନେଇ ସୂଚନା ଦେଇଛନ୍ତି । । କହିଲେ, ବିଶ୍ୱବିଦ୍ୟାଳୟରେ ବିକଳ୍ପ…
Read More...

ସୁସ୍ଥ ହେଲେ ୮୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବୃଦ୍ଧି ପାଉଛି ସୁସ୍ଥଙ୍କ ସଂଖ୍ୟା । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ଆଉ ୮୪ ଜଣ କରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ…
Read More...

ଓଡ଼ିଶାବାସୀଙ୍କ ତ୍ୟାଗ ଆମକୁ କୋଭିଡ ଓ ବାତ୍ୟା ଭଳି କଠିନ ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଦେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ଏବଂ ବାତ୍ୟା ପୁନର୍ଗଠନ ସମ୍ପର୍କରେ ସମୀକ୍ଷା କରିଥିଲେ ।ମୁଖ୍ୟମନ୍ତ୍ରଈ କହିଥିଲେ ଯେ, କରୋନା ସଂକ୍ରମଣ ଯୋଗୁ ଗତ…
Read More...

ଦେଶର ୧୦ କ୍ଷମତାଶାଳୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ୧୦ ନମ୍ବର ସ୍ଥାନରେ ରହିଛନ୍ତି । ଫେମ ଇଣ୍ଡିଆ ପତ୍ରିକା ଓ ଏସିଆ ପୋଷ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି…
Read More...

ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିଷେଦ୍ଧାଦେଶ ଜାରି

ନୂଆଦିଲ୍ଲୀ:କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ବ୍ୟବହାର କରାଯାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ସାମୟିିକ ନିଷେଦ୍ଧାଦେଶ ଜାରି କରିଛି । କରୋନା…
Read More...

ମାସ୍କ ନ ପିନ୍ଧିବାରୁ ଯୁବକଙ୍କୁ ପିଟିଲେ କନେଷ୍ଟବଳ, ହେଲେ ନିଲମ୍ବିତ

ଭଦ୍ରକ: ମାସ୍କ ପିନ୍ଧି ନ ଥିବାରୁ ରାସ୍ତାରେ ଜଣେ ଯୁବକଙ୍କୁ ବନ୍ତ ପୁଲିସ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହେବା ପରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। ଉକ୍ତ ଯୁବକଙ୍କ ଉପରେ ମାତ୍ରାଧିକ ବଳ ପ୍ରୟୋଗ…
Read More...

ଆଜିଠାରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ । ସାମାଜିକ ଦୂରତ୍ୱ ଅବଲମ୍ବନ କରି ମାଟ୍ରିକ ଖାତା ଦେଖା ହେବ ପାଇଁ ନିର୍ଦ୍ଦେଶ । କରୋନା ଓ ବାତ୍ୟା ଅମ୍ଫାନ୍ ପାଇଁ ମାଟ୍ରିକ ଖାତା ମୂଲ୍ୟାୟନ ବିଳମ୍ବ ହୋଇଛି । ତେଣୁ ଆଜିଠୁ…
Read More...

ଜୁଲାଇରୁ ଖୋଲିବ ସ୍କୁଲ!

ନୂଆଦିଲ୍ଲୀ:  କରୋନା ଯୋଗୁଁ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଆସନ୍ତା ଜୁଲାଇ ମାସରୁ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ସମାଜିକ ଦୂରତା ନିମୟକୁ ବଜାୟ ରଖି ୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ…
Read More...