Odisha ଥାନାରେ ଯୁବକଙ୍କୁ ମାଡ ମାରିବା ଘଟଣା: ନିଲମ୍ବିତ ହେଲେ ଆଇଆଇସି OPA May 23, 2020 0 ଭୁବନେଶ୍ୱର: ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡିଲା ମାଡ । ଥାନାରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁଲିସ ମହାନିର୍ଦେଶକ ଅଭୟ କୁମାର । ସଂପୃକ୍ତ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଆଇଆଇସି… Read More...
Odisha ସ୍ନାନ ପୂର୍ଣ୍ଣିମା ଆଗରୁ ଗରାବଡୁ ସେବାୟତଙ୍କର ହେବ କରୋନା ଟେଷ୍ଟ OPA May 23, 2020 0 ଭୁବନେଶ୍ୱର : ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସବୁ ସେବାୟତଙ୍କର କରୋନା ପରୀକ୍ଷା କରାଯିବ । ସ୍ନାନ ପୂର୍ଣ୍ଣିମା ଆଗରୁ ଗରାବଡୁ ସେବାୟତଙ୍କର କରୋନା ଟେଷ୍ଟ ହେବ । ଆସନ୍ତା ୨୯ ଓ ୩୦ ତାରିଖରେ ସବୁ… Read More...
Bignews ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ OPA May 23, 2020 0 ଭୁବନେଶ୍ୱର: ରାଜ୍ୟରେ ଆଉ ୬୨ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୪୧, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଓ ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଏବଂ ମହାରାଷ୍ଟ୍ରର (ଅନ୍ୟ ରାଜ୍ୟ) ଜଣେ ଲେଖାଁ… Read More...
Odisha ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବ ମଦ OPA May 23, 2020 0 ଭୁବନେଶ୍ୱର: ଅନଲାଇନରେ ମିଳିବ ମଦ । କାଲି ଠାରୁ ରାଜ୍ୟରେ ଅନଲାଇନରେ ମଦ ମିଳିବ । ଆସନ୍ତାକାଲି ଠାରୁ ମଦର ହୋମ୍ ଡେଲିଭରି ନେଇ ରାଜ୍ୟ ସରକାରଙ୍କ ଅନୁମତି । ୨୪ ମେ ଅର୍ଥାତ ଆସନ୍ତାକାଲିରୁ ଏହି ନିୟମ କାର୍ଯ୍ୟକାରୀ ହେବ ।… Read More...
National କାଶ୍ମୀର ପଣ୍ଡିତଙ୍କୁ ମିଳିବ ସେମାନଙ୍କ ଅଧିକାର OPA May 23, 2020 0 ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଜାମ୍ମୁ କାଶ୍ମୀରର ନୂତନ ବାସସ୍ଥାନ ନିୟମକୁ ପ୍ରଶଂସା କରି କହିଛନ୍ତି ଯେ ଏହା କାଶ୍ମୀର ପଣ୍ଡିତମାନଙ୍କୁ ସେମାନଙ୍କ ବିଚାରାଧୀନ ଅଧିକାର ଦେବ,… Read More...
National ସୀମାରେ ଉତେଜନା ବୃଦ୍ଧି ନେଇ ସ୍ଥିତି ସମୀକ୍ଷା କଲେ ସେନାମୁଖ୍ୟ OPA May 23, 2020 0 ନୂଆଦିଲ୍ଲୀ: ଚୀନ୍ ସହ ଅମୀମାଂଶିତ ସୀମା ନିରାପତା ସ୍ଥିତି ସମୀକ୍ଷା କରିବାକୁ ଶୁକ୍ରବାର ଦିନ ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ ଲଦାଖ ପରିଦର୍ଶନରେ ଯାଇଥିଲେ। ସମ୍ପ୍ରତି ସେଠାରେ ଥିବା ଲାଇନ୍ ଅଫ୍ ଆକ୍ଚୁଆଲ୍ କଂଟ୍ରୋଲ… Read More...
National ପାକିସ୍ତାନରେ ବିମାନ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି OPA May 23, 2020 0 କରାଚୀ: ପାକିସ୍ତାନର କରାଚୀରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥବା ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୯୭ରେ ପହଂଚିଛି । ପାକିସ୍ତାନ ଇଂଟରନ୍ୟାସନାଲ ଏୟାରଲାଇନ (ପିଆଇଏ)ର ଏକ ଯାତ୍ରୀ ବିମାନ ଜିନ୍ନା ଏୟାରପୋର୍ଟ ନିକଟରେ… Read More...
National ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍ OPA May 23, 2020 0 ନୂଆଦିଲ୍ଲୀ: କରୋନାର ସଂକ୍ରମଣ ରୋକିବାକୁ ପ୍ରତିଷେଧକ ଔଷଧ ଭାବେ ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍ । ଦେଶରେ ଭେଷଜ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା- ଆଇସିଏମଆରର ସୁପାରିଶ କ୍ରମେ… Read More...
Bignews ଆଉ ୮୦ କରୋନା ପଜିଟିଭ ଚିହ୍ନଟ ; ୨ ନୂଆ ଜିଲ୍ଲାକୁ ଛୁଇଁଲା OPA May 23, 2020 0 ଭୁବନେଶ୍ୱର : ରାଜ୍ୟରେ ପୁଣି ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡ଼େଇଁଲା ୨ ନୂଆ ଜିଲ୍ଲାକୁ । ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ଛୁଇଁଲା କରୋନା । ରାଜ୍ୟରେ ମୋଟ ୨୬ଟି ଜିଲ୍ଲାକୁ ବ୍ୟାପିଲାଣି କରୋନା । ରାଜ୍ୟ… Read More...
Odisha ମେ’୨୫ରୁ ଝାରସୁଗଡ଼ାରୁ ଉଡ଼ିବ ବିମାନ OPA May 23, 2020 0 ଝାରସୁଗୁଡ଼ା : କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ବନ୍ଦ ଥିବା ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ… Read More...