ରୋଟାରି ପକ୍ଷରୁ ପୁରୀରେ ଶୁଖିଲା ଖାଦ୍ୟ ଓ ସାବୁନ୍ ବଂଟନ

ପୁରୀ: ପୁରୀ ସହରରେ ଦିନ ମଜୁରିଆମାନଙ୍କୁ ରୋଟାରି ଇଂଟରନାସନାଲ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ସାଧାରଣ ଲୋକଙ୍କ ସହାୟତା ଦିଗରେ ନିଆଯାଉଥିବା ପଦକ୍ଷେପ ମଧ୍ୟରେ ରୋଟାରି ଇଂଟରନାସନାଲ୍ ଡିଷ୍ଟ୍ରିକ୍ଟ ୩୨୬୨…
Read More...

ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ

ଭୁବନେଶ୍ୱର : ସ୍ନାନଯାତ୍ରା ପାଇଁ ଦଇତାପତିଙ୍କ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ଦଇତାପତିଙ୍କର ଏହା ଗୋଷ୍ଠିଗତ ସେବା । ଏଠି ସର୍ବନିମ୍ନର ପ୍ରଶ୍ନ ନାହିଁ । ପହଣ୍ଡି…
Read More...

ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ବିଦେଶୀ ଫେରନ୍ତାଙ୍କ ଘରୋଇ ଯାତ୍ରା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ । ବିମାନବନ୍ଦର,ଷ୍ଟେସନ ଓ…
Read More...

୫ ଦିନ ପାଇଁ ୧୦ ଜିଲ୍ଳାରେ ହିଟୱେଭ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଗାମୀ ୫ ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ । ୧୦ ଜିଲ୍ଳାରେ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର,…
Read More...

ସୁସ୍ଥ ହେଲେ ଆଉ ୫୩ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ବଡ ଖବର  । ଆଜି ସୁସ୍ଥ ହୋଇଛନ୍ତି ୫୩ଜଣ କରୋନା ଆକ୍ରାନ୍ତ  । ୫୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩୦ଜଣ, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ଜଣ ଏବଂ କେନ୍ଦୁଝରରୁ ୨ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ କରି…
Read More...

ଅଭିନେତା କିରଣ କୁମାର କରୋନା ପଜିଟିଭ

ମୁମ୍ବାଇ: ଭାରତରେ କାୟା ମେଲାଇଥିବା ମହାମାରୀ କରୋନା ଭାଇରସ ର ରେ ସଂକ୍ରମିତ ହୋଇଛନ୍ତି ଜଣେ ବଲିଉଡ୍ କଳାକାର। ବଲିଉଡ୍‌ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ…
Read More...

ବିନା ସୂଚନାରେ ଟ୍ରେନରେ ଆସିଲେ ମିଳିବନି ମାଗଣା ଟିକଟ ସୁବିଧା

ଭୁବନେଶ୍ୱର: ବିନା ସୂଚନାରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ । ରାଜ୍ୟକୁ ଆସିବା ପୂର୍ବରୁ ଦିଅନ୍ତୁ ଆଗୁଆ ସୂଚନା । ନଚେତ ମିଳିବନି ସରକାରୀ ସୁବିଧା । ସେହିଭଳି ବିନା ସୂଚନାରେ ଆସୁଥିବା…
Read More...

ବଦଳିଲା କ୍ୱାରେଂଟାଇନ୍ ନିୟମ: ଜାଣନ୍ତୁ କ’ଣ ରହିଛି ନୂଆ ନିୟମ….

ଭୁବନେଶ୍ୱର: ରାଜ୍ୟରେ ବଦଳିଲା କ୍ୱାରେଂଟାଇନ୍ ନିୟମ। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ୱାରେଂଟାଇନ୍‌ ରେ ରହିବେ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଜି ଏକ ସାମ୍ବାଦିକ…
Read More...

କୂଅରୁ ମିଳିଲା ୯ ପ୍ରବାସୀ ଶ୍ରମିକଙ୍କ ମୃତଦେହ

ତେଲେଙ୍ଗାନା: ଆର୍ଥିକ ସଙ୍କଟ ପାଇଁ ଆତ୍ମହତ୍ୟା କଲେ ପ୍ରବାସୀ ? କୂଅରୁ ମିଳିଲା ୯ ଜଣଙ୍କର ମୃତ ଦେହ । ତେଲେଙ୍ଗାନାର ୱାରଙ୍ଗଲ୍‌ ଗ୍ରାମୀଣ ଜିଲ୍ଲାରେ ୯ ଜଣ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଏକ କୂଅରୁ ମିଳିବା ପରେ ଆଲୋଡ଼ନ…
Read More...

କାଲିଠାରୁ ରାଜ୍ୟରେ ଗଡିବ ବସ୍

ଭୁବନେଶ୍ୱର: ବସ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ଗଡିବ ସମସ୍ତ ବସ । ଆସନ୍ତା କାଲିଠାରୁ ରାଜ୍ୟରେ ସ୍ୱଭାବିକ ହେବ ବସ ଚଳାଚଳ । ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ଉଭୟ ସରକାରୀ ଏବଂ ବେସରକାରୀ ଗାଡି ଚଳାଚଳ…
Read More...