ପୁଣି ୬୭ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ସୁନ୍ଦରଗଡ଼ରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ଏହି ୪ ଆକ୍ରାନ୍ତଙ୍କ ଭିତରୁ ୩ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ସେମାନେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଓ ରାଉରକେଲାର…
Read More...

ଆଜିଠୁ ମଦର ହେବ ହୋମ ଡେଲିଭରୀ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ । ଅର୍ଥାତ୍ ଅନଲାଇନରେ ଅର୍ଡର କରିବେ ଗ୍ରାହକ, ଆଉ ଘରେ ଆସି ମଦ ପହଁଚିଯିବ । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ନିଜେ ହୋମ ଡେଲିଭରୀ କରିବେ, ନହେଲେ ଜମାଟୋ ଓ ସ୍ୱିଗି ଭଳି…
Read More...

ଭୁବନେଶ୍ୱରରେ ଖୋଲିଲା ପାର୍କ

ଭୁବନେଶ୍ୱର : କରୋନା ପ୍ରଭାବ ଉଭୟ ଦେଶ ଓ ରାଜ୍ୟ ଉପରେ ପଡିଛି। ତେଣୁ ସତର୍କତା ପାଇଁ ବହୁ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହାସହ ସବୁ ଦୋକାନ ବଜାର ସାଙ୍ଗକୁ ପାର୍କ ମଧ୍ୟ ବନ୍ଦ ରହିଥିଲା। କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ପୁଣି…
Read More...

ଆଉ ୮ କରୋନା ପଜିଟିଭ୍ ଚିହ୍ନଟ; ବରଗଡ଼କୁ ଜିଲ୍ଲାକୁ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଆଉ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୮ଜଣ ମଧ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ୭ଜଣ ଓ ବରଗଡ଼କୁ ଜିଲ୍ଲାକୁ ଜଣେ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ବରଗଡ଼କୁ ଛୁଇଁଛି କରୋନା । ଆକ୍ରାନ୍ତ…
Read More...

ଚୀନ, ଜାପାନ ଏବଂ ସାଉଥକୋରିଆରେ ଥିବା ଓଡିଆଙ୍କୁ ରାଜ୍ୟର ଆମ୍ବାସେଡର ହେବା ପାଇଁ ଆହ୍ୱାନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚୀନ, ଜାପାନ ଏବଂ ସାଉଥକୋରିଆରେ ଥିବା ଓଡିଆ ସମୁଦାୟର ୨୪ରୁ ଉର୍ଦ୍ଧ୍ୱ ଲୋକଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ତିନୋଟି ଦେଶରେ ରହୁଥିବା…
Read More...

ମହାବାତ୍ୟା ଅମ୍ଫାନ କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ପ୍ରଦାନକୁ ନେଇ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ରଖିଲେ ସଂଜୟ ଦାସ…

ଭୁବନେଶ୍ୱର: ୧୯୯୯ ମହାବାତ୍ୟା ପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଛନ୍ତି । ଫାଇଲିନ୍‌, ହୁଡହୁଡ୍‌,…
Read More...

ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ ଘଂଟା ନ ପୂରଣୁ ଓଡ଼ିଶାକୁ ମିଳିଲା ୫୦୦ କୋଟି ଅମ୍ଫାନ୍ ସହାୟତା

ଭୁବନେଶ୍ୱର: ମହାବାତ୍ୟା ଅମ୍ଫାନ କ୍ଷତର ଗଭୀରତା ମାପିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓଡ଼ିଶା ପାଇଁ ଅଗ୍ରିମ ୫୦୦ କୋଟିର ସହାୟତା ଘୋଷଣା କରିଥିଲେ। ତେବେ ଘୋଷଣାର ୨୪ ଘଂଟା ନ ପୂରଣୁ ଏହି ଅର୍ଥ ରାଜ୍ୟ…
Read More...

ମହାବାତ୍ୟା ‘ଅମ୍ଫାନ’ ରେ ୧ ଲକ୍ଷ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି

ଭୁବନେଶ୍ୱର: ସାମୁଦ୍ରକ ଝଡ଼ ବାତ୍ୟା ‘ଅମ୍ଫାନ’ ଯୋଗୁଁ ଉପକୂଳବର୍ତୀ ଓଡ଼ିଶାର ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ବାତ୍ୟା ଯୋଗୁଁ କୃଷିକାର୍ଯ୍ୟ ଅଧିକ ପ୍ରଭାବିତ ହୋଇଛି । ମୋଟ ୧ ଲକ୍ଷ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ…
Read More...

ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ

କଟକ: ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ନିମ୍ନ ଅଦାଲତଙ୍କ ଦ୍ୱାରା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ…
Read More...