Odisha ଆସନ୍ତାକାଲିଠାରୁ ଅଫିସ ଯିବେ ସମସ୍ତ କର୍ମଚାରୀ OPA May 18, 2020 0 ଭୁବନେଶ୍ୱର: ଏଣିକି ଆଉ ୩୦ ପ୍ରତିଶତଙ୍କୁ ନେଇ କାମ ହେବନାହିଁ ବରଂ ସମସ୍ତ ସରକାରୀ କର୍ମଚାରୀ ଅଫିସ ଯିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଚିଠିରେ କୁହାଯାଇଛି ଯେ… Read More...
Odisha ଓଡ଼ିଶା ସରକାର ଜାରି କଲେ ଲକଡାଉନ ୪.୦ ଗାଇଡଲାଇନ OPA May 18, 2020 0 ଭୁବନେଶ୍ୱର: କେନ୍ଦ୍ର ସରକାର ଲକଡାଉନ ୪.୦ ଘୋଷଣା କରିବାର ଦିନକ ପରେ ଓଡ଼ିଶା ସରକାର ରାଜ୍ୟ ପାଇଁ ଲକଡାଉନ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ଗାଇଡଲାଇନ ଅନୁସାରେ ଏହି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ରାଜ୍ୟ… Read More...
Odisha ଓଡିଶା ଫେରନ୍ତାଙ୍କ ଟ୍ରେନ ଭଡା ଦେବେ ରାଜ୍ୟ ସରକାର OPA May 18, 2020 0 ଭୁବନେଶ୍ୱର: ଓଡିଶା ଫେରନ୍ତାଙ୍କ ଟ୍ରେନ ଭଡା ଦେବେ ରାଜ୍ୟ ସରକାର । ପ୍ରବାସୀ ଓଡିଆଙ୍କ ଟ୍ରେନ ଭଡା ସରକାର ବହନ କରିବେ । ବାହାରୁ ରାଜ୍ୟରୁ ଆସୁଥିଲେ ଯଦି ସେଠାର ସରକାର ଟିକେଟ ଖର୍ଚ୍ଚ ନଦେଲେ ତେବେ ରାଜ୍ୟ ସରକାର ଉକ୍ତ… Read More...
Odisha ମହାବାତ୍ୟା ଅମ୍ଫାନ୍ ମୁକାବିଲା ଲାଗି ୪ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ OPA May 18, 2020 0 ଭୁବନେଶ୍ୱର:ମହାବାତ୍ୟା ‘ଅମ୍ଫାନ୍’ ଦ୍ୱାରା ରାଜ୍ୟର ୪ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସୂଚନା ଅନୁସାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ‘ଅମ୍ଫାନ୍’… Read More...
Odisha ସୁନ୍ଦରବନରେ ମାଡ ହେବ ଅମ୍ଫାନ OPA May 18, 2020 0 ଭୁବନେଶ୍ୱର: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ମହାବାତ୍ୟା ଅମ୍ଫାନ । ୨୦ ତାରିଖରେ ମହାବାତ୍ୟା ଅମ୍ଫାନ ଲ୍ୟାଣ୍ଡଫଲ କରିବ । ବୁଧବାର ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ପଶ୍ଚିମବଙ୍ଗ ଦିଘା-ହାତୀଆ ମଝିରେ ଥିବା ସୁନ୍ଦରବନରେ… Read More...
Odisha ଲକଡାଉନ ୪.୦ରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି ରହିବ OPA May 18, 2020 0 ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହେବା ପରେ ଏବେ ସମଗ୍ର ଦେଶ ତଥା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଲକ ଡାଉନ କୁ ବି କୋହଳ କରାଯାଇଛି । ମାତ୍ର ସନ୍ଧ୍ୟା ୭ଟାରୁ ସକାଳ… Read More...
Bignews ଜଗତସିଂହପୁରରେ ପୁଣି ୨୦ ପଜିଟିଭ ଚିହ୍ନଟ OPA May 18, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ଜଗତସିଂହପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକର ଏକ କ୍ୱାରେଂଟାଇନ୍ କେନ୍ଦ୍ରରୁ ୧୯ ଜଣ ରହିଥିବା… Read More...
Odisha ଉଡିଗଲା ପତିତପାବନ ବାନା OPA May 18, 2020 0 ପୁରୀ: ପୁଣି ଉଡିଗଲା ପତିତପାବନ ବାନା । ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିରର ପତିତପାବନ ବାନା ଉଡିଯାଇଥିବା ସୂଚନା ମିଳିଛି । ମୁଖ୍ୟ ବାନାକୁ ଲାଗିଥିବା ଅନ୍ୟ ଛୋଟ ଛୋଟ ବାନା ସୁରକ୍ଷିତ ରହିଥିବା ସୂଚନା ମିଳିଛି । ତେବେ ଅନ୍ୟ… Read More...
Odisha ୨୦ ମେ’ ବଦଳରେ ୨୧ ମେ’ ରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ OPA May 18, 2020 0 ଭୁବନେଶ୍ୱର: ମେ’ ୨୦ ବଦଳରେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଚୁଡାନ୍ତ… Read More...
Odisha ରାଜ୍ୟରେ ୫ ଜିଲ୍ଲାରେ ଅଧିକ ପଡ଼ିବ ‘ଅମ୍ଫାନ’ର ପ୍ରଭାବ OPA May 18, 2020 0 ଭୁବନେଶ୍ୱର: ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଅମ୍ଫାନକୁ ନେଇ ଆଗାମୀ ୧୨ ଘଂଟା ବେଶ୍ ଗୁରୁତ୍ୱ ପୂର୍ଣ୍ଣ । କାରଣ… Read More...