୧ରୁ ୧୫ ଜୁଲାଇ ମଧ୍ୟରେ ହେବ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ଦ୍ୱାଦଶ ପରୀକ୍ଷା ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। କରୋନା କାରଣରୁ ଏହି ପରୀକ୍ଷା ସ୍ଥଗିତ ରଖାଯାଇଥିବାବେଳେ ଏବେ ଦ୍ୱାଦଶ ପରୀକ୍ଷା ଜୁଲାଇ ୧ ରୁ ଜୁଲାଇ ୧୫ ମଧ୍ୟରେ ହେବ । ଏହା ସହିତ…
Read More...

ଆଉ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ; କରୋନା ମୁକ୍ତ ହେଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୫୭ଜଣ କରୋନା ଆକ୍ରାନ୍ତ । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର୪୦ଜଣ, ଜଗତସିଂହପୁରର ୫ଜଣ, ମୟୂରଭଞ୍ଜର ୪ଜଣ, ଭୁବନେଶ୍ୱରର ୩ଜଣ, ବଲଙ୍ଗୀରର ୨ଜଣ ହୋଇଥିବା ବେଳେ ସୁନ୍ଦରଗଡ଼,…
Read More...

ପ୍ରଥମ କରି ଜେଲ ଅନ୍ତେବାସୀ ହେଲେ କରୋନାର ଶିକାର

ଭୁବନେଶ୍ୱର: ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୭୬ କୁ ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ କରୋନା କନ୍ଧମାଳ ଜିଲ୍ଲାକୁ ବ୍ୟାପିଛି । ଏହାକୁ ମିଶାଇ…
Read More...

ବାତ୍ୟା ଯୋଗୁଁ ଓଡ଼ିଶା ଦେଇ ଯାଉଥିବା ଟ୍ରେନମାର୍ଗର ପରିବର୍ତନ କଲା ରେଳବାଇ

ଭୁବନେଶ୍ୱର: ଲକଡାଉନ୍ ୪.୦ ରେ ଟ୍ରେନ୍ ଚଳାଚଳ ନେଇ ଅନୁମତି ଦିଆଯାଇ ନାହିଁ । ହେଲେ ଏପଟେ ବଙ୍ଗୋପସାଗରରୁ ଉତ୍ପନ୍ନ ସାଇକ୍ଲୋନିକ୍ ଷ୍ଟର୍ମ 'ଅମ୍ଫାନ' ମଧ୍ୟ ଲକଡାଉନରେ ଚାଲୁଥିବା ସ୍ୱତନ୍ତ୍ର ରାଜଧାନୀ ଟ୍ରେନ୍ ଉପରେ ପ୍ରଭାବ…
Read More...

ସୁସ୍ଥ ହେଲେ ଜଗତସିଂହପୁରର ସମସ୍ତ ୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟ ପାଇଁ ଆଶ୍ୱସ୍ଥି । ଜଗତସିଂହପୁର ଜିଲ୍ଲାର ସମସ୍ତ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।ସୂଚନାଯୋଗ୍ୟ, ସୁସ୍ଥଙ୍କ ମଧ୍ୟରେ ଜଣେ…
Read More...

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ

ଭୁବନେଶ୍ୱର:  ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ । ରାଜ୍ୟରେ ସାମାନ୍ୟ ହେବ ବସ ସେବା । ଗତକାଲିରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି । ପୂର୍ବରୁ ରେଡ଼ଜୋନରେ ଓ ଅରେଞ୍ଜ ଜୋନରେ…
Read More...

ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

୧୨ ଘଂଟାରେ ବାତ୍ୟା ନେବ ସୁପର ସାଇକ୍ଲୋନିକ ଷ୍ଟର୍ମର ରୂପ

ଭୁବନେଶ୍ୱର: ଭେରି ସିିଭିୟର ସାଇକ୍ଲୋନିକ ଷ୍ଟର୍ମ ଅର୍ଥାତ ଅତି ଭୀଷଣ ବାତ୍ୟାର ରୁପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ…
Read More...

ପୁରୀରୁ ୪ କରୋନା ପଜିଟିଭ୍; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୮୩୪

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ପୁଣି ଥରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ରବିବାର ବିଳମ୍ବିତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୂଆ ଆକ୍ରାନ୍ତମାନେ…
Read More...

ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତ ଦୁଇଜଣ ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ୍ ବଡ଼ବନ୍ଧ ଅଂଚଳରେ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ରେ ଥିଲେ । ଉଭୟ ସୁରତ ଫେରନ୍ତା । ଏହାକୁ ମିଶାଇ…
Read More...