କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଭିତିଭୂମି ଆହୁରି ମଜବୁତ୍ ହେବ : ସମୀର ମହାନ୍ତି

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ଅନ୍ତିମ ଦିନର ଘୋଷଣାରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି ଟଙ୍କା ଘୋଷଣା କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ…
Read More...

ସତର୍କ ରହିବା ସହ ଅନାବଶ୍ୟକ ଭାବେ ବାହାରକୁ ବାହାରନ୍ତୁ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ସମ୍ଭାବ୍ୟ ଅମ୍ଫାନ ବାତ୍ୟାର ମୁକାବିଲା କରିବା ପାଇଁ ସମୁଦ୍ର କୂଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ବାହାରକୁ ନ ଯିବାକୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

ଆସନ୍ତାକାଲିଠାରୁ ଲକ୍ ଡାଉନ୍ ୪.୦ରେ ରହିଛି ଏହସବୁ ଗାଇଡ୍ ଲାଇନ୍….

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇଛି କେନ୍ଦ୍ର। ଆସନ୍ତାକାଲି (ସୋମବାର) ପାଖରୁ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି। ଏବେ ଏହି ଲକଡାଉନ୍ ବେଳେ ଏହି ସବୁ ନିୟମ ପାଳନ ହେବ।…
Read More...

ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବଢ଼ିଲା

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନର ତୃତୀୟ ପର୍ଯ୍ୟାୟ ଆଜି ଶେଷ ହେଉଛି । ତେବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆସନ୍ତାକାଲି ଅର୍ଥାତ ମେ’ ୧୮ଠାରୁ ଆରମ୍ଭ ହେବ ।  ସରକାର ଲକଡାଉନ୍ ୪.୦କୁ…
Read More...

ବରିଷ୍ଠ ଭିଡିଓ ସାମ୍ବାଦିକ ସ୍ୱର୍ଗତଃ ସୁକାନ୍ତ ପାଣିଗ୍ରାହୀଙ୍କ ବିୟୋଗରେ ରାଜ୍ୟ ନେତୃବୃନ୍ଦଙ୍କ ଶୋକବ୍ୟକ୍ତ: ବିଜେପି

ଭୁବନେଶ୍ୱର: ବରିଷ୍ଠ ଭିଡିଓ ସାମ୍ବାଦିକ ସୁକାନ୍ତ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ରାଜ୍ୟ ବିଜେପି ନେତୃବୃନ୍ଦ ଗଭୀର ଶୋକବ୍ୟକ୍ତ କରିଛନ୍ତି । ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର…
Read More...

ମୋଦି ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ସଂକଟକୁ ସୁଯୋଗରେ ପରିଣତ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଦେଶର ସବୁ ବର୍ଗର ଲୋକଙ୍କ ଜୀବନ ଉପରେ ସୁପ୍ରଭାବ ପକାଇବ ଏବଂ ସେମାନଙ୍କୁ…
Read More...

୨୦ରେ ଛୁଇଁବ ସ୍ଥଳଭାବ; ୧୮ରୁ ବର୍ଷା ଓ ୧୯ରୁ ପବନ ବେଗ ବଢ଼ିବ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ରୂପ ନେଇଥିବା ବାତ୍ୟା ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବ…
Read More...

୫ ରାଜ୍ୟରେ ଲକ୍ ଡାଉନ୍ ଅବଧି ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଲକଡାଉନ-୪ ଘୋଷଣା ପୂର୍ବରୁ ୫ଟି ରାଜ୍ୟ ଲକଡାଉନ ଅବଧିକୁ ବଢ଼ାଇଦେଇଛନ୍ତି | ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ତାମିଲନାଡୁ ଓ ମହାରାଷ୍ଟ୍ର ସରକାର ମେ ୩୧ ଯାଏଁ…
Read More...

ପୁଣି ସୁସ୍ଥ ହେଲେ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ସୁସ୍ଥ ହେଲେ ୨୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ୨୨୦ । ତେବେ ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମରୁ, ୩ଜଣ ଯାଜପୁର ଓ ୨ଜଣ…
Read More...

ସୀତାରମଣଙ୍କ ୫ମ ପର୍ଯ୍ୟାୟ ପ୍ରେସମିଟ: ୭ଟି କ୍ଷେତ୍ର ଉପରେ ଗୁରୁତ୍ୱ……

ନୂଆଦିଲ୍ଲୀ: ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ମନରେଗା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମେତ ୭ଟି କ୍ଷେତ୍ରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଧ୍ୟାନ ଦିଆଯାଇଥିବା…
Read More...