ସୁରତରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ମନାକଲେ ଦମ୍ପତି; ଧାରଣାରେ ବସିଲେ ଗ୍ରାମବାସୀ

ବାଲେଶ୍ୱର: ସୁରତରୁ ଫେରି ଦମ୍ପତି ସଙ୍ଗରୋଧରେ ରହିବାକୁ ମନାକରି ଗାଁରେ ବୁଲିବାକୁ ଲାଗିଲେ । ଏହାର ପ୍ରତିବାଦ କରିବାରୁ ପୋଲି କୌଣସି ପଦକ୍ଷେପ ନେଇ ନ ଥିବା କାରଣରୁ ପରିଶେଷରେ ଗ୍ରାମବାସୀ ଏହାକୁ ବିରୋଧ କରି ଧାରଣାରେ ବସିଲେ…
Read More...

ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୭୩୭ ପହଂଚିଛି

ଭୁବନେଶ୍ୱର: ରାଜ୍ୟରେ ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତିି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଂଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି…
Read More...

ଘାରିଲା ବାତ୍ୟା ଭୟ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଅମ୍ଫାନ’ର ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ତରଫରୁ ଉପକୂଳ…
Read More...

ସଡ଼କ ଦୁର୍ଘଟଣା; ୨୪ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ୧୫ ଗୁରୁତର

ଉତରପ୍ରଦେଶ: ଉତରପ୍ରଦେଶର ଔରୟିଆ ଠାରେ ଶନିବାର ଭୋର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଶ୍ରମିକମାନଙ୍କୁ ନେଇ ରାଜସ୍ଥାନରୁ ଆସୁଥିବା ଏକ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେବାରୁ ୨୪ ଜଣ ପ୍ରବାସୀ ଶ୍ରମିକଙ୍କ…
Read More...

ଖୁସି ଖବର: ସରକାରୀ କର୍ମଚାରୀଙ୍କ ବଢିଲା ୧୦% ମହଙ୍ଗା ଭତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତା(ଡିଏ)କୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ୧ ଜୁଲାଇ ୨୦୧୯ରୁ ଲାଗୁ ହେବ ।…
Read More...

ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସବୁ ପିଲା ପାସ୍

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍‌। ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ୍‌। ‘କରୋନା’ ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍‌ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା…
Read More...

କୃଷି କ୍ଲଷ୍ଟର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୦ ହଜାର କୋଟି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ୧ଲକ୍ଷ କୋଟି ଟଙ୍କାର ପାଣ୍ଠି…
Read More...

ଆଜି ଅବପାତ, କାଲି ବାତ୍ୟା ରୂପ ନେବ ଲଘୁଚାପ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟାରେ ଅବପାତ ରୂପ ନେବ। ଏହା ଶନିବାର ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡ଼ ରୂପ ନେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…
Read More...

ପୁଣିଥରେ ଦିଲ୍ଲୀରେ ଭୂ-କମ୍ପ ଝଟକା

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉତର ଦିଲ୍ଲୀର ପିତମ୍‌ପୁରା ବୋଲି ସୂଚନା ମିଳିଛି।ସୂଚନା ଅନୁସାରେ,…
Read More...

ଗଞ୍ଜାମ,ଗଜପତି ଓ ରାୟଗଡାରେ କୋଭିଡ ସ୍ଥିତି ସମୀକ୍ଷାକଲେ ୫ଟି ସଚିବ ଭି. କେ ପାଣ୍ଡିଆନ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ କରୋନା ପଜିଟିଭ କେସ ସାମ୍ନାକୁ ଆସୁଥିବା ଦେଖାଯାଇଛି। ତେବେ ଏହାର ସ୍ଥିତି ସମୀକ୍ଷା କରିବାକୁ ଯାଇ ଆଜି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତ…
Read More...