Odisha ଆଜି ଚିହ୍ନଟ ହୋଇଥିବା ୯୧ କରୋନାଙ୍କ ମଧ୍ୟରୁ ୪୪ଜଣ ସୁରତ ଫେରନ୍ତା OPA May 17, 2020 0 ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୯୧ ଜଣ କରୋନା ପଜିଟିଭଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭଦ୍ରକ ଜିଲ୍ଲାରୁ ଚିହ୍ନଟ… Read More...
Bignews ରାଜ୍ୟରେ କରୋନାରେ ୪ଜଣଙ୍କର ମୃତ୍ୟୁ ହୋଇଛି OPA May 17, 2020 0 ଭୁବନେଶ୍ୱର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏବେ ତ୍ରୁଟି ସୁଧାରି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏ… Read More...
Bignews ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୫କୁ ବୃଦ୍ଧି OPA May 17, 2020 0 ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ୨ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ଗଞ୍ଜାମରେ ପୂର୍ବରୁ ଜଣେ ମୃତ୍ୟୁ ବରଣ… Read More...
Bignews ଆଉ ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି OPA May 17, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା… Read More...
Crime ସନ୍ଥ କବି ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକଙ୍କ ବିରୁଦ୍ଧରେ ବିଜେପିର ଏତଲା OPA May 16, 2020 0 ଭୁବନେଶ୍ୱର : ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକ କେଦାର ମିଶ୍ରଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ଶନିବାର ରେଢାଖୋଲ ଥାନାରେ ଏତଲା ଦିଆଯାଇଛି । ସମ୍ବଲପୁର ଜିଲ୍ଲା ସଭାପତି ଗରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରି ନାୟକ,… Read More...
Odisha ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଅଗ୍ରସର କରିବ : ସମୀର ମହାନ୍ତି OPA May 16, 2020 0 ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚତୁର୍ଥ ଦିନରେ ଭାରତ ଆତ୍ମନିର୍ଭର ପ୍ୟାକେଜରେ ଯେଉଁ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହ ପ୍ୟାକେଜ ଘୋଷଣା କରିଛନ୍ତି ସେସବୁ ଭାରତକୁ ଆତ୍ମନିର୍ଭର କରିବା ଦିଗରେ… Read More...
Odisha ପଶ୍ଚିମ ଓଡିଶାର ପ୍ରବାସୀ ଦାଦନ ଶ୍ରମିକମାନଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରାଯାଉ: ଶ୍ରୀ… OPA May 16, 2020 0 ଭୁବନେଶ୍ୱର: ରାଜ୍ୟର ପଶ୍ଚିମାଂଚଳ ଜିଲ୍ଲା ବିଶେଷ କରି କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର ଏବଂ ବରଗଡ ଜିଲ୍ଲା ଅନ୍ତର୍ଗତ ପଦମ୍ପୁର ସବଡିଭିଜନ ଅଂଚଳରୁ ବହୁ ଦାଦନ ଶ୍ରମିକ ଦକ୍ଷିଣ ଭାରତବର୍ଷର ବିଭିନ୍ନ ସ୍ଥାନକୁ… Read More...
Odisha ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନ କର୍ମଚାରୀଙ୍କ ପରିବାର ପକ୍ଷରୁ ରାଜ୍ୟକୁ ୪୪ଟି ଭେଂଟିଲେଟର ପ୍ରଦାନ OPA May 16, 2020 0 ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନର କର୍ମଚାରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମଚାରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହୀତ ଅର୍ଥ ତଥା ଏସବିଆଇ… Read More...
Bignews ଆତଙ୍କିତ ହୁଅନ୍ତୁ ନାହିଁ, ସରକାରଙ୍କ ସହ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ OPA May 16, 2020 0 ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା ଅମ୍ଫାନ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପକ;ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଛନ୍ତି… Read More...
Bignews ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ OPA May 16, 2020 0 ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆସିଛି । ଆଜି ପୁଣି ଥରେ ୩୦ ଜଣ କରୋନା କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯୬ରେ ପହଂଚିଛି । ଅତିରିକ୍ତ… Read More...