ଭଦ୍ରକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା କର୍ଫ୍ୟୁ

ଭଦ୍ରକ: ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ । ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଜାରି ରହିବ କର୍ଫ୍ୟୁ । ଏହି ସମୟରେ ସମସ୍ତ ପ୍ରକାର ଯାତାୟତ ଉପରେ ରୋକ । ଏହି କଟକଣା ୫ତାରିଖରୁ ମେ ୧୭ ତାରିଖ…
Read More...

ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା କରୋନା ସୁରତ ଫେରନ୍ତା

ଭୁବନେଶ୍ୱର: ଆଜି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏବଂ…
Read More...

ଦେଶରେ ୨୪ ଘଂଟାରେ ୩୯୦୦ନୂଆ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଭାରତରେ ଗତ ୨୪ଘଂଟା ମଧ୍ୟରେ ରେକର୍ଡ ସଂଖ୍ୟକ ୩୯୦୦ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ ୧୯୫ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା ୪୬୪୩୩କୁ ବୃଦ୍ଧି ପାଇଥିବା…
Read More...

ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୩୫୩୫ ନମୂନା ପରୀକ୍ଷା

ଭୁବନେଶ୍ୱର : କରୋନା ମହାମାରୀକୁ ନେଇ ବିଶ୍ୱ ଏବେ ସଙ୍କଟରେ । ପ୍ରତିଦିନ ବହୁ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ…
Read More...

ପୁଣି ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣା; ଜଣେ ମୃତ

ଭୁବନେଶ୍ୱର : ପ୍ରବାସୀଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ହାଇଦ୍ରାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ।ବସ୍‌ଟି ହାଇଦ୍ରାବାଦରୁ ପ୍ରବାସୀ…
Read More...

ଗଞ୍ଜାମ ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ…
Read More...

ଶ୍ରମ ମନ୍ତ୍ରୀଙ୍କ ଜିଲ୍ଳାରେ ରାଜ୍ୟ ବାହାର ଶ୍ରମିକଙ୍କ ଚିନ୍ତା : ଶୁଣୁନି ପ୍ରଶାସନ

ବରଗଡ଼ :  ଲକଡାଉନ୍ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରମିକମାନେ ବିଶେଷକରି ପ୍ରବାସୀ ରାଜ୍ୟର ଶ୍ରମିକମାନେ ଲକଡାଉନ୍ ସମୟରେ ଅଧିକ ହିନସ୍ତା ହେବାକୁ ପଡୁଛି ଏମାନଙ୍କୁ।ବଡ଼ ବଡ଼ ସହରର ବିକାଶରେ ଏମାନଙ୍କ…
Read More...

ବିଦେଶରେ ଥିବା ଓଡିଆଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମେ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ସାମାଜିକ…
Read More...

ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରନ୍ତୁ ନାହିଁ: ପୋଲିସ କମିଶନର

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱର-କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଘରୁ ବାହାରିବା ମନା । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏ ବାବଦରେ ସୂଚନା ଦେଇଛନ୍ତି । ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ କମିଶନର…
Read More...

କୋଲକତାରୁ ଫେରିଛନ୍ତି ନୂଆ ୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି କୋଲକାତା ଫେରନ୍ତା । ପୂର୍ବରୁ କୋଲକାତାରୁ ଫେରିଥିବା ଅନେକ ପ୍ରବାସୀ ଓଡ଼ିଆ କରୋନା ଆକ୍ରାନ୍ତ ହେବା ପରେ ରାଜ୍ୟରେ ଚାହୁଁ ଚାହୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
Read More...