ଆଜି ଅପରାହ୍ନ ୪ଟାରେ ରଥ ନିର୍ମାଣ ଓ ରଥଯାତ୍ରା ନେଇ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକ ଭିଡିଓ ବାର୍ତା ଜରିଆରେ ଅନୁଷ୍ଠିତ ହେବ । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ…
Read More...

ଆଜି ସକାଳେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରାଉଲକେଲାର

ରାଉଲକେଲା: ଆଜି ସକାଳେ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରାଉଲକେଲା ନାଲାରୋଡର ବୋଲି ଜଣାଡିଛି । ଆକ୍ରାନ୍ତ ଜଣକ ୨୯ ବର୍ଷୀୟା ମହିଳା l ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା…
Read More...

ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ଖର୍ଚ୍ଚ ବହନ କରିବ କଂଗ୍ରେସ

ନୂଆଦିଲ୍ଲୀ: ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ବାବଦ ଯେଉଁ ଖର୍ଚ୍ଚ ତାହା କଂଗ୍ରେସ ବହନ କରିବ ବୋଲି ଆଜି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଲିଖିତ ବିବୃତିରେ କହିଛନ୍ତି ।ସେଥିରେ ଉଲ୍ଲେଖ କରାଯାଇଛି ଯେ…
Read More...

ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ବାହାର କରିବ କରୋନା ଭାଇରସ୍ ଟୀକା

ୱାଂଶିଟନ: କରୋନା ଯୋଗୁଁ ଚାରିଆଡେ ସ୍ଥିତି ଖରାପ ହୋଇଥିବାବେଳେ ଏହାର ଅଧିକ ପ୍ରଭାବ ସବୁଠାରୁ ଅଧିକ ଆମେରିକାରେ ଦେଖିବାକୁ ମିଳୁଛି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,  ମୋର ବିଶ୍ୱାସ ଯେ,…
Read More...

ଆଜିଠାରୁ ଦୂରଦର୍ଶନରେ ପାଠ ପଢିବେ ଆଇଟିଆଇ ଓ ପଲିଟେକନିକ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ରାଜ୍ୟର ପଲିଟେକନିକ୍ ଓ ଆଇଟିଆଇଗୁଡିକରେ ପଢ଼ା ହୋଇପାରି ନଥିବା ବିଷୟଗୁଡିକ ଦୂରଦର୍ଶନ(ଡିଡି ଓଡ଼ିଆ)ରେ ପ୍ରସାରିତ ହେବ। ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ପକ୍ଷରୁ ସୂଚନା…
Read More...

“ମିସେସ ସିରିଏଲ କିଲର” କୁ ନେଇ ଚର୍ଚ୍ଚାରେ ଜ୍ୟାକଲିନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନୂଆ ଡିଜିଟାଲ ଚଳଚ୍ଚିତ୍ର  'ମିସେସ ସିରିଏଲ କିଲର' ୧ ମେ, ୨୦୨୦ରେ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି ।ଚଳଚ୍ଚିତ୍ର ରିଲିଜ ପୂର୍ବରୁ…
Read More...

ଆଜିଠାରୁ ଦ୍ୱିତୀୟରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ହ୍ୱାଟ୍ସଆପ୍ ରେ ପଢ଼ିବେ ପାଠ

ଭୁବନେଶ୍ୱର: ଆଜିଠାରୁ ଶିକ୍ଷା ସଂଯୋଗ ଆପ ଦ୍ୱାରା ପାଠ ପଢିବେ ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀ । ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ଶିକ୍ଷା ସଂଯୋଗ ହ୍ୱାଟ୍ସ ଆପ ଗ୍ରୁପ ଦ୍ୱାରା ପାଠପଢା ଆରମ୍ଭ ହେବ ।…
Read More...

ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ପୁଣି  ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଆକ୍ରାନ୍ତ ଜଣକ ସୁନ୍ଦରଗଡ଼ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ମୋଟ…
Read More...

ସୁସ୍ଥ ହେଲେ ୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ  ନେଇ ରାଜ୍ୟବାସୀଙ୍କୁ ଖୁସୀ ଖବର ମିଳିଛି । ଆଜି ରାଜ୍ୟର ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର…
Read More...