Odisha ଗ୍ରୀନ୍ ଜୋନରେ ବସ୍ ଗଡିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ OPA May 4, 2020 0 ଭୁବନେଶ୍ୱର: କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଆଜି ଠାରୁ ମେ ୧୭ ପର୍ଯ୍ୟନ୍ତ ଲାଗୁ ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଅବଧି ମଧ୍ୟରେ ଗ୍ରୀନ୍ ଜୋନ୍ ଅଧୀନରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ଯାତ୍ରୀବାହୀ… Read More...
Odisha ପୁରୀ ଗ୍ରୀନ ଜୋନରେ ଆସୁଥିବାରୁ ରଥ ନିର୍ମାଣ କରାଯାଇପାରିବ OPA May 4, 2020 0 ପୁରୀ : ଲକ୍ଡାଉନ୍ ପାଇଁ ଅଟକି ରହିଥିବା ରଥ ନିର୍ମାଣ କାର୍ଯ୍ୟକୁ ନେଇ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା… Read More...
Bignews ଆଉ ୬ କରୋନା ପଜିଟିଭ୍ ଚିହ୍ନଟ OPA May 4, 2020 0 ଭୁବନେଶ୍ୱର: ରାଜ୍ୟରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୪ଜଣ ଯାଜପୁରର ହୋଇଥିବାବେଳେ ୨ଜଣ ଭଦ୍ରକରୁ ବୋଲି ଜଣାପଡିଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଂଚିଛି । Read More...
Odisha କ୍ୱାରେନଂଟାଇନ୍ ନିୟମ ପାଳିବାକୁ ଡିଜିପିଙ୍କ ଚେତାବନୀ OPA May 4, 2020 0 ଭୁବନେଶ୍ୱର: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଡିଜିପି ଅଭୟ କଡ଼ା ଚେତାବନୀ ଦେଇଛନ୍ତି। କ୍ୱାରେଂଟାଇନ୍ ନିୟମ ମାନିବାକୁ ସେ ଟ୍ୱିଟ୍ ଯୋଗେ ସେମାନଙ୍କୁ ଅପିଲ୍ କରିଛନ୍ତି।ସେ ଟ୍ୱିଟ କରି କହିଛନ୍ତି,… Read More...
Odisha ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହାସର ସହ କରୋନାର ମୁକାବିଲା କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ OPA May 4, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହସର ସହ କରୋନା ମହାମାରୀର ମୁକାବିଲା କରୁଛନ୍ତି । ଓଡିଆ ମାନଙ୍କ ଡିଏନଏରେ ବିପର୍ଯ୍ୟୟ ମୁକାବିଲାର ଶକ୍ତି ଅଛି । ଏପରି କିଛି ମନ୍ତବ୍ୟ ଦେବା ସହ ଫେସବୁକ୍ ଲାଇଭ… Read More...
Odisha ଫେସବୁକ ଲାଇଭରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA May 4, 2020 0 ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫେସବୁକ୍ ଲାଇଭ ଯୋଗେ ଦେଶବାସୀ ତଥା ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି… Read More...
Odisha ଜଗତସିଂହପୁର ଜିଲ୍ଲାରେ ଲାଗୁ ହେଲା ୧୨ ଘଂଟିଆ କର୍ଫ୍ୟୁ OPA May 4, 2020 0 ଜଗତସିଂହପୁର:ଜଗତସିଂହପୁର ଜିଲ୍ଲାରେ ୧୨ ଘଂଟିଆ କର୍ଫ୍ୟୁ ଘୋଷଣା କଲେ ଜଗତସିଂହପୁର ଜିଲ୍ଲାପାଳ । ଦୁଇ ସପ୍ତାହ ପାଇଁ ସନ୍ଧ୍ୟା ୭ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲାରେ କର୍ଫ୍ୟୁ ବଳବତର ରହିବା ନେଇ ଘୋଷଣା। ସଂନ୍ଧ୍ୟା ସମୟରେ… Read More...
Odisha ଗ୍ରୀନ ଜୋନରେ ଚାଲିବ ବସ; ସରକାର କରୁଛନ୍ତି ବ୍ୟବସ୍ଥା OPA May 4, 2020 0 ଭୁବନେଶ୍ୱର: ରାଜ୍ୟର ସବୁ ଗ୍ରୀନ୍ ଜୋନରେ ଖୁବ୍ ଶୀଘ୍ର ଗଡିବ ବସ୍ । ନିଷ୍ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗତକାଲି ଘରୋଇ ବସ ଚଳାଇବା କଷ୍ଟକର, ମାଲିକ କ୍ଷତି… Read More...
Bignews କ୍ୱାରେନଂଟାଇନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ OPA May 4, 2020 0 ଭୁବନେଶ୍ୱର: ପ୍ରବାସୀ ଓଡ଼ିଆମାନଙ୍କୁ କ୍ୱାରେନଂଟାଇନ୍ ରେ ରହିବା ସହ ସରକାରଙ୍କ ସମସ୍ତ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ସେ ନିଜର ଟୁଇଟରରେ ଏହି କଥା ଜଣାଇଛନ୍ତି।ବର୍ତ୍ତମାନ ଓଡ଼ିଶା… Read More...
Odisha କ୍ୱାରେଂଟାଇନ୍ ସେଂଟରର ଟିକଟକ୍ ଭିଡିଓ ଭାଇରାଲ; ଥାନାରେ ମାମଲା OPA May 4, 2020 0 ଭଦ୍ରକ: କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶାରେ ପହଂଚିବା ପରେ କ୍ୱାରେନଂଟାଇନ୍ ସେଂଟରରେ ରଖାଯାଉଛି । ଏହି ସେଂଟରରେ କେଉଁଠି ଲୋକେ ଖାଦ୍ୟ ଫୋପାଡ଼ି ଦେଉଛନ୍ତି ତ ଆଉ କେଉଁଠି କଟକଣା ନ ମାନି ମଉଜ… Read More...