ରାଜ୍ୟ ବିଜେପିର ମାସିକ ପତ୍ରିକା “ବିଜେପି ବାର୍ତା”ର ଡିଜିଟାଲ ସଂସ୍କରଣ ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଜେପିର ମାସିକ ପତ୍ରିକା “ବିଜେପି ବାର୍ତା”ର ଡିଜିଟାଲ୍‌ ସଂସ୍କରଣ ଆରମ୍ଭ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ଭାବେ ଆରମ୍ଭ ହୋଇଥିବା ଏହି ଡିଜିଟାଲ୍ ସଂସ୍କରଣକୁ ଆଜି ଉଦ୍‌ଘାଟନ…
Read More...

କରୋନା ପରବର୍ତୀ ଭାରତ ପାଇଁ ସମ୍ଭାବନାର ସୁଯୋଗରେ ଓଡିଶାର ଭାଗ ପାଇଁ ଉଦ୍ୟମ କରିବା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉପସାଗରୀୟ ଦେଶ ସମୂହର ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡିଆ ସମାଜର ବ୍ୟକ୍ତିମାନଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ପରବର୍ତୀ…
Read More...

ଆସନ୍ତାକାଲି ଠାରୁ ରାଜ୍ୟରେ କ’ଣ ରହିଛି ଗାଇଡ୍ ଲାଇନ୍ ଜାଣନ୍ତୁ…..

ଭୁବନେଶ୍ୱର: ଲକ୍ ଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍। ରେଡ୍ ଜୋନ୍‌ରେ ମଲ୍, ମାର୍କେଟ କଂପଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ। ସାଇକେଲ୍ ରିକ୍ସା ଓ ଅଟୋ ରିକ୍ସା ଚଳାଚଳ ସଂପୂର୍ଣ୍ଣ…
Read More...

୨ ଟ୍ରକ ମଧ୍ୟରେ ମୁହାଁମୁହଁ ଧକ୍କା: ୨ ମୃତ

ଯାଜପୁର: ଯାଜପୁର ଜିଲାର କୁଆଖିଆ ଫ୍ଲାଏଓଭର ଉପରେ ଏକ କଦଳୀ ବୋଝେଇ ଗାଡ଼ି ସହ ଅନ୍ୟ ଏକ ଟ୍ରକର ଧକ୍କା ଲାଗି ୨ ଜଣ ପ୍ରାଣ ହରାଇଛନ୍ତି । ଜଣେ ମୃତକଙ୍କୁ ଚିହ୍ନଟ କରାଯାଇଛି ଓ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ଗାଡ଼ିର ହେଲପର ଥିଲେ…
Read More...

ଭାରତୀୟ ରେଳବାଇ ପକ୍ଷରୁ ‘ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌’ ପାଇଁ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରବିବାର ଦିନ ଲକଡାଉନ କାଳରେ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ତଥା ଅନ୍ୟାନ୍ୟ ବ୍ୟକ୍ତିଙ୍କ ପରିବହନ ପାଇଁ ନିୟୋଜିତ ‘ଶ୍ରମିକ ସ୍ୱତନ୍ତ୍ର…
Read More...

ହଣ୍ଡୱାରା ଘଟଣାରେ ସହିଦଙ୍କ ଅବସରରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ରବିବାର ଜମ୍ମୁ ଓ କଶ୍ମୀରର ହଣ୍ଡୱାରା ସହରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ କରି ସହିଦ ହୋଇଥିବା ୫ଜଣ ସୁରକ୍ଷାକର୍ମୀଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି।ଟୁଇଟ୍ କରି ସିଂହ ଲେଖିଛନ୍ତି, ଅଭିଯାନରେ ସହିଦ…
Read More...

ବସ୍ ମାଲିକ ସଂଘର ନିଷ୍ପତି: ଗ୍ରୀନ ଓ ଅରେଞ୍ଜ ଜୋନରେ ଆସନ୍ତାକାଲି ଗଡିବ ନାହିଁ ବସ୍

ଭୁବନେଶ୍ୱର: ଆସନ୍ତାକାଲି ଗ୍ରୀନ୍ ଓ ଅରେଞ୍ଜ ଜୋନରେ ବସ୍ ଗଡିବ ନାହିଁ । ଏନେଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଗ୍ରୀନ୍ ଓ ଅରେଞ୍ଜ ଜୋନରେ ବସ୍ ଚଳାଚଳ ନେଇ ଆଜି ବସ୍ ମାଲିକ ସଂଘ ପକ୍ଷରୁ ବୈଠକ ବସିଥିଲେ । ଏହି…
Read More...

କ୍ୱାରେନଂଟାଇନ୍ ରୁ ୨୧୬ ଜଣ ପ୍ରବାସୀ ଓଡ଼ିଆ ଫେରାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର କ୍ୱାରେନଂଟାଇନ୍ ରୁ  ୨୧୬ ଜଣ  ପ୍ରବାସୀ ଓଡ଼ିଆ ଫେରାର ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା କ୍ୱାରେନଂଟାଇନ୍  ରେ ଗତକାଲି ବିଳମ୍ବିତ ରାତିରେ ସୁରତ…
Read More...

ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି  ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଆକ୍ରାନ୍ତ ଜଣକ କେନ୍ଦୁଝର ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ କେନ୍ଦୁଝର…
Read More...

କ୍ୱାରେନଂଟାଇନ୍ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କରୋନା ଭାଇରସ୍ ମୁକାବିଲା କରିବା ପାଇଁ ରାଜ୍ୟ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ଓ ଆସିବାକୁ ଥିବା ପ୍ରବସୀମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ…
Read More...