ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି: ଏହିସବୁ ଦୋକାନ ଖୋଲା ରହିବ

ଭୁବନେଶ୍ୱର: ଲକ୍ ଡାଉନ୍ କୋହଳ ପରେ କେଉଁ ସବୁ ଦୋକାନ ଖୋଲା ରହିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ନୂଆ ବିଜ୍ଞପ୍ତି ଅନୁସାରେ ଆଜିଠାରୁ ରାଜ୍ୟରେ ଅଣଅତ୍ୟାବଶ୍ୟକ ସାମଗ୍ରୀ…
Read More...

ସଞ୍ଜୟ କୋଠାରି ହେଲେ କେନ୍ଦ୍ରୀୟ ଭିଜିଲାନ୍ସ କମିସନର

ନୂଆଦିଲ୍ଲୀ: ଆଜି ସଞ୍ଜୟ କୋଠାରିଙ୍କୁ କେନ୍ଦ୍ରୀୟ ଭିଜିଲାନ୍ସ କମିସନର ଭାବେ ନିଯୁକ୍ତି ମିଳିଥିବା ରାଷ୍ଟ୍ରପତି ଭବନରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି ।୨୦୧୭ ଜୁଲାଇରୁ କୋଠାରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…
Read More...

ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ଗଞ୍ଜାମ : ଲକଡାଉନକୁ ନେଇ ସମସ୍ତେ ନିଜ ନିଜ ଘରେ ଥିବାବେଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ଗ୍ରାମର ଦୁଇ ଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।…
Read More...

ଆଜିଠୁ ସର୍ତମୂଳକ ଭାବେ ଖୋଲିବ ଦୋକାନ ବଜାର

ନୂଆଦିଲ୍ଲୀ: ମହାମାରୀ କୋରୋନା ସହ ଲଢେଇ କରୁଛି ଦେଶ । ଏଥିରୁ କିଛି ରାଜ୍ୟ ଆଶ୍ୱସ୍ତି ମିଳିଛି ସତ, ଅନ୍ୟ କେତେକ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ଏଭଳି ପରିସ୍ଥିତି ଦେଶର ଆର୍ଥିକ ସ୍ଥିତି ଓ ଲୋକଙ୍କ ଆବଶ୍ୟକତା…
Read More...

୨୯ରେ ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଏହାରି ମଧ୍ୟରେ ପୁଣି ଏପ୍ରିଲ ୨୯ ତାରିଖରେ ଦାନା ବାନ୍ଧିପାରେ ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଲଘୁଚାପ…
Read More...

୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମା ଜିଲତଲାର ଅବନ୍ତୀପୋରା ସହରରେ ଏନକାଉଂଟରରେ ୨ ଜଣ ଆତଙ୍କବାଦୀ ଓ ତାଙ୍କର ଜଣେ ସହଯୋଗୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି।ଭାରତୀୟ…
Read More...

ରାଜ୍ୟରେ ୧୫ ରୁ ୪୦ବର୍ଷ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏ ପର୍ଯ୍ୟନ୍ତ ରାଜ୍ୟରେ ଏପ୍ରିଲ ୨୪ ତାରିଖ ସୁଦ୍ଧା ୨୦୫୯୯ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏପ୍ରିଲ ୨୪ ତାରିଖରେ ସମୁଦାୟ ୨୧୪୧ଟି ନମୁନା…
Read More...

ଗଜପତି ମହାରାଜଙ୍କ ମତକୁ ରାଜ୍ୟ ବିଜେପିର ସ୍ୱାଗତ

ଭୂବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦେଇଥିବା ବାର୍ତାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ବୋଲି ଟ୍ୱିଟ କରି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର…
Read More...

ଲକ୍ ଡାଉନ୍ ପରେ ରଥଯାତ୍ରା ନିଷ୍ପତି ନିଆଯିବ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ନିଷ୍ପତି ଲକ୍ ଡାଉନ୍ ଶେଷ ହେବା ପରେ ଅର୍ଥାତ୍ ମେ’ ୩ ପରେ ନିଆଯିବ । ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି…
Read More...

ଆଉ ୪ କରୋନା ପଜିଟିଭ୍ ଭଦ୍ରକରୁ ଚିହ୍ନଟ; ରାଜ୍ୟରେ ହେଲା ୯୪

ଭୁବନେଶ୍ୱର: ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏମାନେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣ ତିହିଡି ବ୍ଲକରୁ ଏବଂ ଆଉ ୨ଜଣ ଧାମନଗର ବ୍ଲକରୁ ବୋଲି ଜଣାପଡିଛି । ଅନ୍ୟପଟେ ଏମାନେ ସମସ୍ତେ…
Read More...