ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନେଇ ମନ୍ଥନ: ବାହାରିଲାନି ନିଷ୍କର୍ସ

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ସଂପର୍କୀତ କୌଣସି ନିଷ୍କର୍ସ ବାହାରି ନଥିବା ଜଣାଯାଇଛି। ରଥଯାତ୍ରାକୁ ନେଇ ପରିଚାଳନା କମିଟି ବୈଠକରେ ବଡ଼ ମନ୍ଥନ ହୋଇଥିଲା। ରଥଯାତ୍ରା କରାଯିବା ଉଚିତ କି ନୁହେଁ…
Read More...

କରୋନା ଭାଇରସ୍ ର ନୂଆ ଲକ୍ଷଣ ଦେଖିବାକୁ ମିଳିଲା ପିଲାଙ୍କଠାରେ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂଆ ଲକ୍ଷଣ ଦେଖିବାକୁ ମିଳିଛି ଶିଶୁ ଓ ତରୁଣଙ୍କଠାରେ । ସେ ଲକ୍ଷଣଟି ହେଉଛି ଗୋଡଆଙ୍ଗୁଠି ଓ ପାଦରେ ପ୍ରଦାହ ହୋଇ ବିବର୍ଣ୍ଣ ଦିଶିବା ।ଇଟାଲିର କେତେକ ଚର୍ମରୋଗ ବିଶେଷଜ୍ଞ ଗତ ମାର୍ଚ…
Read More...

ପୁନଃପ୍ରସାରଣ ହେବ ‘ଶ୍ରୀକୃଷ୍ଣ’

ନୂଆଦିଲ୍ଲୀ: ୧୯୯୩ରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ଶୋ’ ‘ଶ୍ରୀକୃଷ୍ଣ’ ପୁଣି ଥରେ ଦୂରଦର୍ଶନରେ ପ୍ରସାରଣ ହେବ । ଲକଡାଉନ୍ ସମୟରେ ରାମାୟଣ ଏବଂ ମହାଭାରତକୁ ଲୋକେ ବିପୁଳ ପରିମାଣର ଦେଖୁଛନ୍ତି । ଏହାକୁ ଦୃଷ୍ଟିରେ ରଖି…
Read More...

୬ ରାଜ୍ୟରେ ‘ସ୍ୱାମୀତ୍ୱ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଂଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତା ହୋଇଛନ୍ତି । ଏଥିସହିତ ପଂଚାୟତିରାଜ ଦିବସ ଅବସରରେ ମୋଦି ଏକ ନୂଆ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ଏକ…
Read More...

ଜାତୀୟ ପଂଚାୟତିରାଜ ଦିବସରେ ଗାଁକୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ସମସ୍ତ ଗ୍ରାମ ପଂଚାୟତର ମୁଖ୍ୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ପଂଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ…
Read More...

ନକଲି ମହିଳା ଆଇପିଏସ୍ ଅଫିସର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରୁ ଜଣେ ନକଲି ମହିଳା ଆଇପିଏସ୍ ଅଫିସରକୁ ଗିରଫ କରାଯାଇଛି । ଗତକାଲି ତାଙ୍କୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିଛି। ଏହି ନକଲି ଆଇପିଏସ ଅଫିସର ଜଣଙ୍କ ହେଉଛନ୍ତି ଶର୍ମିଷ୍ଠା ବେହେରା ।ସେ ମହିଳା…
Read More...

ତିଆରି ହୋଇଥିବା ଭ୍ୟାକସିନ୍ ମାଙ୍କଡ ଉପରେ ପରୀକ୍ଷା ହେଲା ସଫଳ

ବେଜିଂ: ପ୍ରଥମଥର ପାଇଁ ମହାମାରୀ କରୋନା ଭାଇରସକୁ ମାତ ଦେବାର ଆଶା ସଂଚାର ହୋଇଛି। କରୋନାକୁ ହରାଇବା ପାଇଁ ତିଆରି ଚାଲିଥିବା ଏକାଧିକ ଭ୍ୟାକସିନକୁ ପରୀକ୍ଷା ମୂଳକ ଭାବେ ମାଙ୍କଡ଼ ମାନଙ୍କ ଉପରେ ପ୍ରୟୋଗ କରାଯାଇଛି। ଏହି…
Read More...

ବିନା ପଞ୍ଜିକରଣରେ ଓଡ଼ିଶା ଫେରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଲକ୍ ଡାଉନ୍ ପରେ ବିନା ପଞ୍ଜିକଣରେ ଓଡ଼ିଶା ଫେରିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏ ସଂକ୍ରାନ୍ତରେ ରାଜ୍ୟ ଗୃହ ନିର୍ମାଣ ଏବଂ ନଗରାଞ୍ଚଳ ବିକାଶ ବିଭାଗ ଏକ ପତ୍ର ଜାରି କରିଛି। ଏଥିରେ କୁହାଯାଇଛି…
Read More...

ନାବାଳିକାକୁ ଦୁଷ୍କର୍ମ ପରେ ତାଡ଼ିଦେଲେ ଆଖି

ଭୋପାଳ: ଭୟଙ୍କର, ଅମାନବୀୟ ଓ ନୃଶଂସ। ଯାହା କହିଲେ ବି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଘଟିଥିବା ଘଟଣା ପାଇଁ କମ ହେବ। ଏଠାରେ ଜଣେ ୬ ବର୍ଷୀୟ ଝିଅକୁ କିଛି ଲୋକ ଅପହରଣ କରି ନେବା ପରେ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ପରେ…
Read More...

ମାସ୍କ ଓ ଆରୋଗ୍ୟ ସେତୁ ଆପ୍ ନ ଥିଲେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ଅସମ୍ଭବ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ଲକଡାଉନ ଶେଷ ହେବା ପରେ ଦିଲ୍ଲୀ ମେଟ୍ରୋ ନିଜର ପରିଚାଳନା ଆରମ୍ଭ କରିବ । କିନ୍ତୁ ଏହା ପୂର୍ବରୁ ପରିଚାଳନାକୁ ନେଇ ଦିଲ୍ଲୀ ମେଟ୍ରୋ ନିଜର ପ୍ରସ୍ତୁତି…
Read More...