କୋରୋନା ଭୟ; ରାଜମହଲକୁ ଉଠିଲା ୟୁନିଟ୍‌-୧ ହାଟ

ଭୁବନେଶ୍ୱର: କୋରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ପର୍ଯ୍ୟନ୍ତ ଭାରତ ଲକ୍ ଡାଉନ୍ କରିଥିବାବେଳେ ଚାରିଆଡେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଆବଶ୍ୟକୀୟ ଜିନିଷକୁ ଛାଡିଦେଲେ ଦୋକାନ ବଜାର ବନ୍ଦ ରହିଛି…
Read More...

କୋରୋନା ପାଇଁ ସିଲ ହେଲା ଝାରସୁଗୁଡା-ଛତିଶଗଡ ସୀମା

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଓଡ଼ିଶା-ଛତିଶଗଡ ସୀମାକୁ ସିଲ କରିଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ, ଗତକାଲି ଝାରସୁଗୁଡା ଜିଲ୍ଲା ପ୍ରଶାସନ ୨ଟି ସ୍ଥାନରେ ଏହି ସୀମାକୁ ସିଲ କରିଛି ।…
Read More...

କୋରୋନା ପାଇଁ ହେବ ହୋମ୍ ଡେଲିଭରି; କଟକରେ ହେଲା ଆରମ୍ଭ

କଟକ: କୋରୋନା ମୁକାବିଲା ପାଇଁ ଏଥର ହେବ ହୋମ୍ ଡେଲିଭରି । ତେବେ କଟକ ଜିଲ୍ଲା ପ୍ରଶାସନ ପୌର ପ୍ରଶାସନର ସହଯୋଗରେ ସିଏମସି ଅଂଚଳରେ ଜନଗହଳିକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ବର୍ତମାନ ପରିସ୍ଥିତିରେ ଘରର ଆବଶ୍ୟକୀୟ…
Read More...

ଭାରତରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ୬୫୬, ମୃତ ସଂଖ୍ୟା ୧୫

ନୂଆଦିଲ୍ଲୀ: କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ବର୍ତମାନ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୫ରେ…
Read More...

କୋରୋନା ମହାମାରୀ ସମ୍ପର୍କରେ ବାରଣାସୀର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ତାଙ୍କ ନିର୍ମାଚନ ମଣ୍ଡଳୀ ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡିସନ୍ଧି…
Read More...

କୋଭିଡ-୧୯ ମୁକାବିଲା ପାଇଁ ବର୍ତମାନର ସ୍ଥିତି ଓ ପଦକ୍ଷେପ ସମୀକ୍ଷା କଲେ ମନ୍ତ୍ରୀ ଗୋଷ୍ଠୀ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମୁକାବିଲା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀର ନିର୍ମାଣ ଭବନ ଠାରେ ମନ୍ତ୍ରୀ ଗୋଷ୍ଠୀ(ଭିଓଏମ୍‌) ର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଅତ୍ୟାବଶକୀୟ ସାମଗ୍ରୀ ପରିବହନ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅନ୍ତଃରାଜ୍ୟ ତନଖି ଫାଟକରେ ମାଲଗାଡ଼ିକୁ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦେଶବ୍ୟାପି ୨୧ ଦିନ…
Read More...

ରାଜ୍ୟ ବାହାରୁ ଫେରିଥବା ୭୮୨୩୩ ଜଣଙ୍କୁ କ୍ୱାରେଂଟାଇନରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କୋରୋନା ଭଳି ମହାମାରୀକୁ ରୋକିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ରାଜ୍ୟ ବାହାରୁ ଫେରିଥିବା ୭୮୨୩୩ ଜଣ ୧୪ଦିନିଆ କ୍ୱାରେଂଟାଇନ୍ ରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି…
Read More...

ଭୁବନେଶ୍ୱର ଏମ୍ସରେ ଖୋଲିଲା କୋରୋନା ଟେଷ୍ଟ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଏଥର ଭୁବନେଶ୍ୱର ଏମ୍ସରେ କୋରୋନା ନମୁନା ପରୀକ୍ଷା କରିପାରିବେ । ଏନେଇ ଏମ୍ସ କର୍ତୃପକ୍ଷ ଦେଇଛନ୍ତି ସୂଚନା । ଆଜ ଏମ୍ସରେ ୩ଟି କୋରୋନା ନମୁନା ପରୀକ୍ଷା ହୋଇଛି, ଯାହା ନେଗେଟିଭ୍ ବୋଲି ଜଣାପଡିିଛି । ପୂର୍ବରୁ…
Read More...