୨୧ଦିନ ଦେଶ ଲକ୍ ଡାଉନ୍‌; ନ ମାନିଲେ ୨ବର୍ଷ ଜେଲ

ନୂଆଦିଲ୍ଲୀ: କୋରୋନା ର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ଅନୁସାରେ କେହି ଘରୁ ବାହାରକୁ ଯାଇପାରିବେ ନାହିଁ ।…
Read More...

ମାସ୍କ ଓ ଗ୍ଲୋବସ୍ ନ ପିନ୍ଧିଲେ ସଫେଇ କର୍ମଚାରୀଙ୍କୁ ଉପସ୍ଥାନ ମନା

ବ୍ରହ୍ମପୁର: ଯଦି ସଫେଇ କର୍ମଚାରୀ ମାସ୍କ ଓ ଗ୍ଲୋବସ୍ ନ ପିନ୍ଧିବେ ତେବେ ସେମାନଙ୍କୁ ଉପସ୍ଥାନ ଦିଆଯିବ ନାହିଁ ବୋଲି ବ୍ରହ୍ମପୁର ମହାନଗର ନିଗମର କମିସନର ଚକ୍ରବର୍ତୀସିଂହ ରାଠୋର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି…
Read More...

ବିଶ୍ୱ ମହାମାରୀ କରୋନାର ଜଟିଳମୟ ପରିସ୍ଥିତିରେ ଓଡିଶାର ହାରାହାରି ୭୦ ଜଣ ଶ୍ରମିକଙ୍କୁ ସହାୟତାର ହାତ ବଢାଇଲା ଓଡିଶା-ମୋ…

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ୍ଚ ମାସ ୨୩ତାରିଖରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପେଡାତଡେପଲ୍ଲୀ ସ୍ଥାନରେ ୭୦ ଜଣ ଓଡିଆ ଶ୍ରମିକ(ଭଦ୍ରକର ୧୫ଜଣ ଓ ଗଂଜାମର ୫୫ଜଣ) ଫସି ରହିଥିବାର ସୂଚନା ଶ୍ରୀ ଶେଷଦେବ…
Read More...

ଲକ୍ ଡାଉନ୍ ପରେ ରାଜ୍ୟର ପରିବା ଓ ମାଛ ମାଂସ ବଜାରରେ ଭିଡ

ଭୁବନେଶ୍ୱର: କୋରୋନାକୁ ନେଇ ଦେଶବ୍ୟାପି ଲକ୍ ଉାଡନ୍ ଘୋଷଣା କରିଥିଲେ ବି ଆଜି ଏହାକୁ ଲୋକ କରୁଛନ୍ତି ଅମାନ୍ୟ । ଏହାର ଉଦାହରଣ ସକାଳୁ ସକାଳୁ ଦେଖିବାକୁ ମିଳୁଛି ପରିବା ହାଟ ଓ ମାଛ ମାଂସ ବଜାରରେ । ସକାଳ ହେବା କ୍ଷଣି ପରିବା…
Read More...

କୋରୋନା ମୁକାବିଲା ଦାନ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପାଣ୍ଠି ଗଠନ କରିଛନ୍ତି । ଏହି ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ମାସର ଦରମା ପ୍ରଦାନ କରିଥିବାବେଳେ ଆଜି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୨୦୨୦-୨୧…
Read More...

ଦେଶକୁ ୨୧ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨୧ଦିନ ପାଇଁ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ନିୟମ ଆଜି ରାତି ୧୨ଟାରୁ ଲାଗୁ ହେବ ।…
Read More...

ବିସ୍ଫୋରକ ଭାବେ ମାଡି ଆସୁଛି କୋରୋନା; ଜୀବନ ଶୈଳୀକୁ ପରିବର୍ତନ କଲେ ଭଲ: ସୁବ୍ରତ ବାଗଚୀ

ଭୁବନେଶ୍ୱର: କୋରୋନା ପାଇଁ ଜୀବନଶୈଳୀକୁ ପରିବର୍ତନ କରିବାର ଅଛି । ଆଗକୁ ବିସ୍ଫୋରଣ ଆସିବ । ତେଣୁ ଜୀବନ ଶୈଳୀରେ ପରିବର୍ତନ କଲେ ଭଲ । ତେଣୁ ମାନସିକ ଭାବେ ମଜବୁତ ରହିବେ ଭଲ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ…
Read More...