ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ ଚିଠି; କୋରୋନା ମୁକାବିଲାରେ ସାମିଲ ପାଇଁ ଅନୁରୋଧ

ଭୁବନେଶ୍ୱର: ବିଜେପି କାର୍ଯ୍ୟକର୍ତାଙ୍କୁ କୋରୋନା ମୁକାବିଲାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଚିଠି । ଲକ୍‌ଡାଉନ୍ ପରିସ୍ଥିତିରେ ରାଜ୍ୟସରକାର, ବ୍ଲକ ଓ ପଂଚାୟତରେ…
Read More...

କୋରୋନା ମୁକାବିଲା ପାଇଁ ଚୁକ୍ତିଭିତିକ ଡାକ୍ତର ଖୋଜା, ଟ୍ୱିଟରରେ ବିଜ୍ଞପ୍ତି

ଭୁବନେଶ୍ୱର: କୋରୋନା ମୁକାବିଲା ଲାଗି ରାଜ୍ୟ ସରକାର ଚୁକ୍ତି ଭିତିକ ଡାକ୍ତର, ନର୍ସ ଓ ପାରାମେଡିକ୍ ଷ୍ଟାପ୍ ନିଯୁକ୍ତି କରିବାକୁ ଟ୍ୱିଟରରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କୋରୋନା ଲାଗି ଏମାନଙ୍କୁ ସରକାରୀ ଡାକ୍ତରଖାନାରେ…
Read More...

ଗୁରୁଦ୍ୱାରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ: ୧୧ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀରେ କାବୁଲର ଏକ ଗୁରୁଦ୍ୱାରରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଯାହା ଫଳରେ ୧୧ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।କେନ୍ଦ୍ରମନ୍ତ୍ରୀ…
Read More...

ଓଡ଼ିଶା ଖଣି ନିଗମ ୫ଶହ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲା

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭିନ୍ନ ଭିନ୍ନ ଆଡୁ ସହାୟତାର ହାତ ବଢ଼ିବାରେ ଲାଗିଛି । ଓଡ଼ିଶା ଖଣି ନିଗମ(ଓଡ଼ିଶା ମାଇନିଂ କର୍ପୋରେସନ(ଓଏମସି)) ମଧ୍ୟ ସହାୟତାର ହାତ ବଢ଼ାଇଛି ।…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୫ଲକ୍ଷ ଟଙ୍କା ଦାନ କଲା ଓଟିଡିସି

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନିଜର ୩ମାସର ଦରମା ଦାନ କରିଥିବାବେଳେ ସମସ୍ତ ବିଧାୟକ ଓ ସାଂସଦ ଏଥିରେ ସାମିଲ ହୋଇଛନ୍ତି । ସେହିଭଳି ଆଜି ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ମଧ୍ୟ…
Read More...

ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଆଗୁଆ ୪ ମାସର ଦରମା : ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ସିଏମ୍‌ଙ୍କ ଅପିଲ

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ୪ମାସର ଆଗୁଆ ଦରମା ଦେବାର ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇ ମାସର ଦରମା…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ମାସର ଦରମା ଦାନ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ବହୁ ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନିଜ ଦରମାର ଅର୍ଥ ଦାନ କରୁଛନ୍ତି । ଆଜି ବିଜେଡି ସାଂସଦ ସସ୍ମିତ ପାତ୍ର ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍…
Read More...

କୋରୋନା ଲଢ଼େଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ଼ ମହତ୍ୱପୂର୍ଣ୍ଣ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ପ୍ରତି ଦେଶବାସୀଙ୍କୁ ଯୋଗଦାନ ବଡ଼ ମହତ୍ୱପୂର୍ଣ୍ଣ ବୋଲି ସେ ଟ୍ୱିଟ କରି କହିଛନ୍ତି ।…
Read More...

କୋରୋନା ଆତଙ୍କ: ତାମିଲନାଡୁରେ ପ୍ରଥମ ମୃତ୍ୟୁ

ଚେନ୍ନାଇ: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର କୋରୋନା ଆକ୍ରାନ୍ତରେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ତାମିଲନାଡୁରେ କୋରୋନା…
Read More...