Odisha ମାଲକାନଗିରିରେ ମୃଦୁ ଭୂମିକମ୍ପ OPA Mar 21, 2020 0 ମାଲକାନଗିରି: ମାଲକାନଗିରି ମୃଦୁ ଭୂମିକମ୍ପ । ତେବେ ଭୂମିକମ୍ପ ଅନୁଭୂତ ହେବା ଫଳରେ ଲୋକେ ଭୟରେ ଆତଙ୍କିତ ହୋଇପଡିଥିବା ଜଣାଯାଇଛି ।ସୂଚନା ଅନୁସାରେ; ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ମାଲକାନଗିରିରେ… Read More...
National କୋଭିଡ-୧୯ ମୁକାବିଲା ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା OPA Mar 20, 2020 0 ନୂଆଦିଲ୍ଲୀ: କରୋନା ଭୂତାଣୁ (କୋଭିଡ-୧୯) ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ… Read More...
Odisha କୋରୋନା ସତର୍କତା: ୨୫ରୁ ରାଜ୍ୟର ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ହଷ୍ଟେଲ ଛୁଟି OPA Mar 20, 2020 0 ଭୁବନେଶ୍ୱର: ସାରା ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ମଧ୍ୟ ୨ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି । କୋରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ସତର୍କତା ପଦକ୍ଷେପ… Read More...
Odisha କୋରୋନା ମୁକାବିଲା: ସମସ୍ତ ସରକାରୀ ବୈଠକ ଓ କାର୍ଯ୍ୟକ୍ରମ ବାତିଲ OPA Mar 20, 2020 0 ଭୁବନେଶ୍ବର: ଦିନକୁ ଦିନ ବଢୁଥିବା କୋରୋନା କାୟାରୁ ମୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । କୋରୋନା ସ୍ଥିତିକୁ ନଜରରେ ରଖି ବାତିଲ ହୋଇଛି ସମସ୍ତ ସରକାରୀ ବୈଠକ । ପରବର୍ତୀ ନୋଟିସ ବା ନିର୍ଦ୍ଦେଶ… Read More...
National ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା ୨୨୯କୁ ବୃଦ୍ଧି OPA Mar 20, 2020 0 ନୂଆଦିଲ୍ଲୀ: ଭାରତରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨୨୯ରେ ପହଂଚିଛି । ଏଥି ମଧ୍ୟରେ ୩୨ ଜଣ ବିଦେଶୀ ନାଗରିକ ରହିଥିବା ବେଳେ ୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କୋରୋନାରେ ମୋଟ ୪ଜଣଙ୍କର ମୃତ୍ୟୁ ହୋଇଥିବା… Read More...
Odisha ୭ଜଣରୁ ଅଧିକ ଏକାଠି ହୁଅନ୍ତୁ ନାହିଁ OPA Mar 20, 2020 0 ଭୁବନେଶ୍ୱର:୭ଜଣରୁ ଅଧିକ ଏକାଠି ହୁଅନ୍ତୁ ନାହିଁ । ସରକାର କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଆଜି କିଛି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ନୂଆ… Read More...
Odisha ଚେନ୍ନାଇରୁ ଫେରନ୍ତା ୨ ଶ୍ରମିକଙ୍କୁ ସ୍କଲରେ ରଖି କରାଯାଉଛି ଚିକିତ୍ସା OPA Mar 20, 2020 0 ବେତନଟୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଚେନ୍ନାଇରୁ ଫେରିଥିବା ୨ ଶ୍ରମିକଙ୍କୁ ଏକ ସ୍କୁଲରେ ରଖାଯାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡାକ୍ତରୀ ସହାୟତା ପ୍ରଦାନ କରାଯାଉଥିବା ଖବର ମିଳିଛି ।ସୂଚନାଯୋଗ୍ୟ, ମୟୂରଭଞ୍ଜ… Read More...
Odisha କୋରୋନା ପାଇଁ ହିତାଧିକାରୀଙ୍କୁ ମିଳିବ ୩ ମାସର ଚାଉଳ, ଗହମ ଓ କିରୋସିନି OPA Mar 20, 2020 0 ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତି ନିଆଯାଇଛି । ହିତାଧିକାରୀଙ୍କୁ ୩ ମାସର ଚାଉଳ, ଗହମ ଓ କିରୋସିନି ଦେବା ପାଇଁ ନିଷ୍ପତି ନିଆଯାଇଛି ।ଜାତୀୟ… Read More...
National ନିର୍ଭୟା ୪ଦୋଷୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାରକୁ କରାଗଲା ହସ୍ତାନ୍ତର OPA Mar 20, 2020 0 ନୂଆଦିଲ୍ଲୀ: ଦୀର୍ଘ ୭ବର୍ଷ ପରେ ନିର୍ଭୟାଙ୍କ ୪ ଦୋଷୀଙ୍କୁ ଆଜି ଭୋରରୁ ଫାଶୀ ଦିଆଯାଇଛି ।ଫାଶୀ ପରେ ୪ ନିର୍ଭୟା ଦୋଷୀଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲ୍ ନିଆଯାଇଥିଲା।… Read More...
Odisha ପ୍ରଧାନମନ୍ତ୍ରୀଙ୍କ “ଜନତା କଫ୍ରୁ୍ୟ” ଆହ୍ୱାନକୁ ସଫଳ କରନ୍ତୁ ଦେଶବାସୀ: ଧର୍ମେନ୍ଦ୍ର ପ୍ରଧାନ OPA Mar 20, 2020 0 ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଭାରତବର୍ଷର ଜନତା ମାର୍ଚ୍ଚ ୨୨ ତାରିଖ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ “ଜନତା କଫ୍ରୁ୍ୟ” ପାଳନ କରିବା ସହ ଏହାକୁ ସଫଳ କରିବା ପାଇଁ… Read More...