Odisha କୋରୋନା ଡରରେ ରାଜଧାନୀ ରାସ୍ତା ଖାଁ ଖାଁ OPA Mar 20, 2020 0 ଭୁବନେଶ୍ୱର: କୋରୋନା ଭୟରେ ଲୋକେ ଆଉ ଘରୁ ବାହାରିବା ବନ୍ଦ କରିଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଲୋକ ଘରୁ ବାହାରିବା ବନ୍ଦ କରିଦେବା ଫଳରେ ଏବେ ରାଜରାସ୍ତା ଖାଁ ଖାଁ ଲାଗୁଛି । ସକାଳୁ ଭୁବନେଶ୍ୱରରେ କମସଂଖ୍ୟକ ବସ୍ ଚଳାଚଳ… Read More...
National କୋରୋନାକୁ ନେଇ ଚୀନକୁ ଦୋଷ ଦେଲେ ଟ୍ରମ୍ପ OPA Mar 20, 2020 0 ୱାଂଶିଟନ: କୋରୋନା ଭାଇରସ୍ କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଦୋଷ ଦେଇଛନ୍ତି । ଚୀନ ପ୍ରାରମ୍ଭିକ ସୂଚନା ଗୁପ୍ତ ରଖିବାକୁ ତାହାର ପରିଣାମ ଏବେ ବିଶ୍ୱ ଭୋଗୁଛି ବୋଲି କହିଛନ୍ତି ଟ୍ରମ୍ପ । ତାଙ୍କ ମତରେ,… Read More...
Entertainment ସ୍ଥଗିତ ହେଲା କାନ୍ସ ଫେଷ୍ଟିଭାଲ OPA Mar 20, 2020 0 ମୁମ୍ବାଇ: କୋରୋନାକୁ ଦୃଷ୍ଟିରେ ରଖି ଆଗକୁ ହେବାକୁ ଥିବା କାନ୍ସ ଫେଷ୍ଟିଭାଲକୁ ସ୍ଥଗିତ ରଖାଯାଇଛି ।ଏନେଇ ଦକ୍ଷିଣ ଫ୍ରାନ୍ସରେ ବାର୍ଷିକ କାର୍ଯ୍ୟକ୍ରମର ଆୟୋଜକମାନେ ସୂଚନା ଦେଇଛନ୍ତି। ଏକ ବିବୃତିରେ ସେମାନେ କହିଛନ୍ତି… Read More...
National ବ୍ୟବଚ୍ଛେଦ ପାଇଁ ପଠାଗଲା ୪ ନିର୍ଭୟା ଦୋଷୀଙ୍କ ମୃତଦେହ OPA Mar 20, 2020 0 ନୂଆଦିଲ୍ଲୀ: ଦୀର୍ଘ ଦିନ ପ୍ରତୀକ୍ଷାର ଘଟିଛି ଅନ୍ତ । ଶେଷରେ ନିର୍ଭୟାକୁ ମିଳିଛି ନ୍ୟାୟ । ଦୀର୍ଘ ସାତ ବର୍ଷ ପରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଯାଇଛି । ଶୁକ୍ରବାର ଭୋର ୫.୩୦ରେ ତିହାର ଜେଲରେ ଫାଶୀ… Read More...
Odisha ନୀଳଚକ୍ର ବାନାରେ ଲାଗିଲା ନିଆଁ OPA Mar 20, 2020 0 ପୁରୀ: ନୀଳଚକ୍ର ବାନାରେ ଲାଗିଲା ନିଆଁ । ଶ୍ରୀମନ୍ଦିରର ନୀଳଚକ୍ରରେ ଥିବା ମାନସିକ ବାନାରେ ଦୀପରୁ ନିଆଁ ଲାଗି ଯିବାରୁ ପତାକାଟି ଜଳି ଯାଇଛି । ତେବେ କିଛି ସମୟ ପରେ ଏହା ଲିଭି ଯାଇଥିଲା । ସୂଚନା ଅନୁଯାୟୀ ଆଜି ଏକାଦଶୀ ତିଥି… Read More...
National ଆଜିର ଦିନ ଆମ ପାଇଁ ଐତିହାସିକ ଦିନ: ସ୍ୱାତୀ ମାଲିୱାଲ OPA Mar 20, 2020 0 ନୂଆଦିଲ୍ଲୀ: ସାତ ବର୍ଷ ପରେ ଫାଶୀ ଖୁଂଟରେ ଝୁଲିଲେ ଦୋଷୀ । ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଫାଶୀ ପରେ ନିର୍ଭୟାଙ୍କ ମା ଖୁସି ହୋଇଥିବା ବେଳେ ଦିଲ୍ଲୀ କମିଶନ ଅଫ ୱିମେନ ଚେୟାର ପର୍ସନ ସ୍ୱାତୀ ମାଲିୱାଲ ମଧ୍ୟ ଖୁସି ବ୍ୟକ୍ତ… Read More...
Bignews ଶେଷରେ ନିର୍ଭୟା ପାଇଲେ ନ୍ୟାୟ; ଫାଶୀ ଖୁଂଟରେ ଝୁଲିଲେ ୪ ଦୋଷୀ OPA Mar 20, 2020 0 ନୂଆଦିଲ୍ଲୀ: ଦୀର୍ଘ ୭ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଆଇନ୍ କୁ ବ୍ୟବହାର କରି ବାରମ୍ବାର ଫାଶୀରୁ ବଂଚିଯାଉଥିବା ୪ ଦୋଷୀ ଆଜି ଫାଶୀ ଖୁଂଟରେ ଝୁଲିଛନ୍ତି । ଏହି ୪ ଦୋଷୀ ଶୁକ୍ରବାର ଭୋର ୫ଟା ୩୦ରେ ଫାଶୀ ଖୁଂଟରେ… Read More...
Odisha ଆଜି ‘ପଖାଳ ଦିବସ’ OPA Mar 20, 2020 0 ଭୁବନେଶ୍ୱର: ପ୍ରତିଟି ଓଡିଆଙ୍କ ପ୍ରିୟ ପଖାଳ ପାଇଁ ଦିନଟିଏ । ଭାତ ଟିକିଏ ଖାଇ ତୋରାଣି ପିଇ ଦେଲେ ପେଟ ଶାନ୍ତି ହୋଇଯାଏ । ଓଡିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ… Read More...
National ମହାମାରୀ କରୋନା ଉପରେ ବିଜୟ ପାଇଁ ଦେଶବାସୀଙ୍କୁ ସଙ୍କଳ୍ପ ଓ ସଂଯମର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ OPA Mar 19, 2020 0 ନୂଆଦିଲ୍ଲୀ : କରୋନାକୁ ନେଇ ସାରା ଦେଶବାସୀଙ୍କୁ ସମ୍ବୋଦନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଭାଇରସ୍ ଠାରୁ ଦଶେବାସୀ ଓ ଦଶେକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରନେ୍ଦ୍ର ମୋଦୀ ୧୩୦ କୋଟି ଭାରତୀୟଙ୍କ ଆଗରେ… Read More...
National ରବିବାର ଦିନ ଜନତା କର୍ଫ୍ୟୁ : ସକାଳ ୭ରୁ ରାତି ୯ଟା ପର୍ୟ୍ୟନ୍ତ ଘରେ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ OPA Mar 19, 2020 0 ନୂଆଦିଲ୍ଲୀ : ଦେଶରେ ଆସନ୍ତା ରବିବାର ଅର୍ଥାତ ‘ଜନତା କର୍ଫ୍ୟୁ’ ଅର୍ଥାତ ଲୋକମାନଙ୍କ ଦ୍ୱାରା ନିଜ ଉପରେ କର୍ଫ୍ୟୁ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ‘ଜନତା କର୍ଫ୍ୟୁ’ ମାଧ୍ୟମରେ… Read More...