Odisha ସହରାଂଚଳ ଲୋକଙ୍କୁ ସଚେତନତା ପାଇଁ ବୈଠକ OPA Mar 20, 2020 0 ଭୁବନେଶ୍ୱର: ସହରାଂଚଳ ଲୋକଙ୍କୁ କୋରୋନା ସଂକ୍ରାନ୍ତରେ ସଚେତନ କରିବା ପାଇଁ ଆସନ୍ତାକାଲି ସମସ୍ତ ପୌରାଂଚଳର ପ୍ରତ୍ୟେକ ୱାର୍ଡରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସମସ୍ତ ମହାନଗର ଓ… Read More...
Odisha ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହାସର ସହ କରୋନା ଆହ୍ୱାନର ମୁକାବିଲା କରିବାକୁ ପଡିବ: ଧର୍ମେନ୍ଦ୍ର ପ୍ରଧାନ OPA Mar 20, 2020 0 ଭୁବନେଶ୍ୱର: କରୋନା ଭୂତାଣୁ ବିଶ୍ୱ ମହମାରୀର ରୂପ ନେଇଥିବା ବେଳେ ଆମ ସମସ୍ତଙ୍କୁ ମିଳିମିଶି ଏଭଳି ପ୍ରାକୃତିକ ସଂକଟକୁ ସାମ୍ନା କରିବାକୁ ପଡିବ । ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ… Read More...
Entertainment କୋରୋନାର ଶିକାର ହେଲେ ବଲିଉଡର ଗାୟିକା କନିକା କପୁର OPA Mar 20, 2020 0 ଲକ୍ଷ୍ନୌ: ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ତାଙ୍କ ରକ୍ତନମୁନା ପଜେଟିଭ୍ ବାହାରିଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ; କନିକା ୧୫ ମାର୍ଚ୍ଚ ଦିନ… Read More...
National ‘ଜନତା କର୍ଫ୍ୟୁ’କୁ ସଫଳ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ,ଦେଖନ୍ତୁ ଭିଡିଓ OPA Mar 20, 2020 0 ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଦେଇଥିବା ଜନଦା କର୍ଫୁ ଆହ୍ୱାନକୁ ସଫଳ କରିବାକୁ ବାର୍ତ୍ତାରେ ଅପିଲ କରିଛନ୍ତି କେନନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ… Read More...
Politics ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ OPA Mar 20, 2020 0 ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଛନ୍ତି କମଲନାଥ । ସେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଏହି ଇସ୍ତଫା ଦେଇଥିବା ଜଣାପଡିଛି । କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ନିଜର ଇସ୍ତଫାପତ୍ର… Read More...
Odisha ୟୁନିୟନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା OPA Mar 20, 2020 0 ପୁରୀ: ୟୁନିୟନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା । ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମହାପ୍ରଭୁଙ୍କ ଟଙ୍କା ରହିବା ନେଇ ଟେଣ୍ଡର ପ୍ରକ୍ରିୟା ପରେ ନିଷ୍ପତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ ଅଜୟ କୁମାର ଜେନା… Read More...
Odisha ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ OPA Mar 20, 2020 0 ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ଜନଗଣନା ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଛି। ଯେହେତୁ COVID-19 କୁ ମୁକାବିଲା… Read More...
National ନ୍ୟାୟର ବିଜୟ ହୋଇଛି : ମୋଦି OPA Mar 20, 2020 0 ନୂଆଦିଲ୍ଲୀ: ୨୦୧୨ ରାଜଧାନୀ ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣାର ପାଖାପାଖି ଦୀର୍ଘ ୮ ବର୍ଷ ପରେ ନ୍ୟାୟ ମିଳିଛି । ଶୁକ୍ରବାର ସକାଳ ୫.୩୦ରେ ତିହାର ଜେଲ ପରିସରରେ ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ତେବେ… Read More...
National ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୫ରେ ପହଂଚିଲା OPA Mar 20, 2020 0 ନୂଆଦିଲ୍ଲୀ: ଚୀନରୁ ଉତ୍ପତି ହୋଇଥିବା କୋରୋନା ମହାମାରୀ ଏବେ ବିଶ୍ୱକୁ ଗ୍ରାସିବାରେ ଲାଗିଛି । ତେବେ ଏଥିରୁ ଭାରତ ମଧ୍ୟ ବାଦ ପଡିନି । ଭାରତରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏଯାବତ୍… Read More...
National ନିର୍ଭୟା ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଆଶା ଦେବୀ OPA Mar 20, 2020 0 ନୂଆଦିଲ୍ଲୀ: ଆଜି ନିର୍ଭୟା ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ସାରା ଦେଶରେ ଖୁସି ଲହରି ଦେଖିବାକୁ ମିଳିଛି । ତେବେ ଏଥିରେ ନିର୍ଭୟାଙ୍କ ମା’ ଆଶା ଦେବୀ ନିଜର ଖୁସି ମଧ୍ୟ ବ୍ୟକ୍ତ କରିଛନ୍ତି ।ସେ କହିଛନ୍ତି ଯେ, ଆଜି ନ୍ୟାୟ… Read More...