Odisha କୋରୋନା ପାଇଁ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସାମୂହିକ ଛୁଟି ଘୋଷଣା କଲେ ରାଜ୍ୟ ସରକାର OPA Mar 19, 2020 0 ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଛୁଟି ଘୋଷଣା କରିଛନ୍ତି ।ଏହି ଦୁଇ ବର୍ଗର କର୍ମଚାରୀମାନଙ୍କୁ ଆସନ୍ତାକାଲିଠୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅଫିସ… Read More...
Odisha ଗ୍ରାମାଂଚଳରେ ପୋଖରୀ ପାଣି ବଦଳରେ ନଳ ପାଣିକୁ ଗାଧୋଇବାରେ ବ୍ୟବହାର କଲେ ଭଲ: ସୁବ୍ରୋତ ବାଗଚୀ OPA Mar 19, 2020 0 ଭୁବନେଶ୍ୱର: କୋରୋନାକୁ ନେଇ ଲୋକଙ୍କ ସଜାଗ ରଖିବା ପାଇଁ ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରୋତ୍ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଲୋକଙ୍କ ସଚେତନତାର ବାର୍ତା ହେଉଛନ୍ତି । ଆଜି ମଧ୍ୟ ଏଭଳି… Read More...
Odisha କୋରୋନା ଭୟ; ବଡ଼ ବଡ଼ ସେଲୁନ୍, ପାର୍ଲର, ସ୍ପା ସେଂଟର ହେଲା ବନ୍ଦ OPA Mar 19, 2020 0 ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଜୋରସୋରରେ ଲାଗି ପଡିଛନ୍ତି । ଏଥିପାଇଁ ସମସ୍ତ ଜନଗହଳି ସ୍ଥାନକୁ ବନ୍ଦ କରିବାରେ ଲାଗିଛନ୍ତି । ତେବେ ଆଜି ବଡ଼ ବଡ଼ ସେଲୁନ୍, ପାର୍ଲର ଓ ସ୍ପା ସେଂଟର ମଧ୍ୟ ବନ୍ଦ କରିବା… Read More...
Bignews ବନ୍ଦ ହେଲା ମାଟ୍ରିକ ଖାତାଦେଖା ପ୍ରକ୍ରିୟା OPA Mar 19, 2020 0 କଟକ: ମାଟ୍ରିକ ଖାତା ମୂଲ୍ୟାୟନ ଉପରେ ପଡିଲା କୋରୋନା ପ୍ରଭାବ । ସାମୟିକ ପାଇଁ ସ୍ଥଗିତ ହେଲା ମୂଲ୍ୟାୟନ ପ୍ରକ୍ରିୟା । ଗୁରୁବାର ଗୋଟିଏ ଦିନ ଖାତାଦେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖାତାଦେଖା ଉପରେ ରୋକ ଲଗାଇଛନ୍ତି ରାଜ୍ୟ… Read More...
Odisha ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ୟେସ୍ ବ୍ୟାଙ୍କ ଫେରାଇଲା ଜଗନ୍ନାଥଙ୍କ ଟଙ୍କା :ବିଜେପି OPA Mar 19, 2020 0 ଭୁବନେଶ୍ୱର: ଶ୍ରୀମନ୍ଦିର ଜମା ଅର୍ଥକୁ ରାଜ୍ୟ ସରକାର ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ । ପୂର୍ବରୁ ଶ୍ରୀମନ୍ଦିର ଟଙ୍କାକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ରଖାଯାଉଥିଲା । କିନ୍ତୁ… Read More...
Bignews ଥଣ୍ଡା, ଜ୍ୱର ହେଲେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୪ଦିନର ଛୁଟି OPA Mar 19, 2020 0 ଭୁବନେଶ୍ୱର: ଯଦି ସରକାରୀ କର୍ମଚାରୀଙ୍କୁ ଥଣ୍ଡା କିମ୍ବା ଜ୍ୱର ହୁଏ ତେବେ ସେମାନଙ୍କୁ ୧୪ଦିନର ଛୁଟି ମିଳିବ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସାଧାରଣ ପ୍ରଶାସନ ବିଭାଗ ।୧୪ ଦିନ ପାଇଁ ହୋମ… Read More...
Odisha ଆସନ୍ତାକାଲିଠାରୁ ମହାପ୍ରଭୁଙ୍କୁ ଦର୍ଶକ କରିପାରିବେନି ଶ୍ରଦ୍ଧାଳୁ OPA Mar 19, 2020 0 ପୁରୀ: କୋରୋନା ଭୟକୁ ନେଇ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପଦକ୍ଷେପ ନିଆଯାଇଛି । ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ ବୋଲି ନିଷ୍ପତି ନିଆଯାଇଛି ।… Read More...
Entertainment ଫିସ୍ ବଢ଼ାଇଲେ ପୂଜା OPA Mar 19, 2020 0 ମୁମ୍ୱାଇ : ସଲମାନ୍ ଖାନ୍ ଏବେ ତାଙ୍କର ଅପକମିଂ ଫିଲ୍ମ “ରାଧେ” ଓ “କଭି ଇଦ୍ କଭି ଦିୱାଲି” ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ତେବେ ସଲମାନ୍ ଫିଲ୍ମ “ରାଧେ” ପାଇଁ ଦିଶା ପଟାନୀକୁ କାଷ୍ଟ କରିଥିବାବେଳେ “କଭି ଇଦ୍ କଭି… Read More...
Odisha ପ୍ରସବ ସମୟରେ ଡାକ୍ତର ଛାଡି ପଳାଇବାରୁ ନବଜାତର ମୃତ୍ୟୁ ଅଭିଯୋଗ OPA Mar 19, 2020 0 ନୟାଗଡ: ପ୍ରସବ ସମୟରେ ଅଧାରୁ ଡାକ୍ତର ଛାଡି ପଳାଇବାରୁ ନବଜାତର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।ରଣପୁର… Read More...
National କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ: କୋରୋନା ପାଇଁ ୫୦% ସରକାରୀ କର୍ମଚାରୀ କରିବେ “ୱାର୍କ ଫ୍ରମ୍ ହୋମ୍” OPA Mar 19, 2020 0 ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ୫୦% ସରକାରୀ କର୍ମଚାରୀଙ୍କୁ ଆଜିଠାରୁ “ୱାର୍କ ଫ୍ରମ୍ ହୋମ୍” ବା ଘରେ ରହି ଦାପ୍ତରିକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଫଳରେ କର୍ମଚାରୀମାନେ… Read More...