ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: ଅସାଧାରଣ ପରିସ୍ଥିତିରେ ଅସାଧାରଣ ପଦକ୍ଷେପ ଜରୁରୀ ଅଟେ । ଓଡ଼ିଶାବାସୀଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।ରାଜ୍ୟରେ…
Read More...

କୋରୋନା ମୁକାବିଲା ଲାଗି ସହରାଂଚଳରେ କ୍ୱାରେଂଟାଇନ୍ ସେଂଟର

ଭୁବନେଶ୍ୱର: କୋରୋନା ମୁକାବିଲା ଲାଗି ସହରାଂଚଳରେ କ୍ୱାରେଂଟାଇନ୍ ସେଂଟର ଖୋଲିବା ପାଇଁ ରାଜ୍ୟ ସରକାର ପୌର ପ୍ରଶାସନକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ଆଜି ଏ ନେଇ…
Read More...

ପୁଣିଥରେ ଏକାଠି ସିଡନାଜ୍

ମୁମ୍ବାଇ: ‘ବିଗ ବସ ୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଓ ଫେମସ ପ୍ରତିଯୋଗୀ ସେହନାଜ ଗିଲଙ୍କ ଖଟାମିଠା ପ୍ରେମକାହାଣୀ ଦେଖିବାକୁ ସବୁବେଳେ ବ୍ୟାକୁଳ ଦର୍ଶକ। ବିଗ ବସ ହାଉସରେ ଏହି ଯୋଡିଙ୍କ ପ୍ରେମଭରା ଯାତ୍ରା ଦର୍ଶକଙ୍କ ଖୁବ୍…
Read More...

କୁକୁଡା ଚାଷୀଙ୍କୁ ସୁରକ୍ଷା ଦିଅ: ବିଜେପି

ଭୁବନେଶ୍ୱର: କୁକୁଡା ମାଂସ ଖାଇଲେ କରୋନା ହେବ ଏକଥା ମିଛ ପ୍ରମାଣିତ ହୋଇ ସାରିଛି ଏବଂ ଏହାର କୌଣସି ବୈଜ୍ଞାନିକ ସତ୍ୟତା ନାହିଁ । ହେଲେ ଗୁଜବ ହେଉଛି ଯେ, କୁକୁଡା ମାଂସ ଖାଇଲେ କରୋନା ବ୍ୟାପିବ । ସେହି କାରଣରୁ ଏବେ କେହି…
Read More...

କୋରୋନା ପାଇଁ ବାଣୀ ବିହାର ହଷ୍ଟେଲ ବନ୍ଦ

ଭୁବନେଶ୍ୱର: କୋରୋନା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିବାବେଳେ ଆଜି ଭୁବନେଶ୍ୱରସ୍ଥିତ ବାଣୀବିହାର ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ୨୪ଘଂଟା ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ…
Read More...

କୋରୋନା ପାଇଁ ୫ଜିଲ୍ଲାରେ ୧୪୪ଜାରି ଧାରା

ଭୁବନେଶ୍ୱର: କୋରୋନା ଭାଇରସ୍ ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୫ଟି ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଛି । ତେବେ ଜନସମାଗମ ରୋକିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଭଦ୍ରକ, କେନ୍ଦୁଝର, ଯାଜପୁର, ଢ଼େଙ୍କାନାଳ ଓ…
Read More...

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରେଭେନ୍ସା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

କଟକ: କୋରୋନା ପାଇଁ ରେଭେନ୍ସାର ସମସ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ । ଆସନ୍ତାକାଲି ସନ୍ଧ୍ୟା ସୁଧା ସମସ୍ତ ହଷ୍ଟେଲ ଖାଲି କରିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେଭେନ୍ସା କର୍ତୃପକ୍ଷ । ଏନେଇ ଏକ…
Read More...

ଗୁଣିଗାରେଡିରୁ ହତ୍ୟା ସନ୍ଦେହ; ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଗଜପତି: ମୋହନା ଥାନା ଅନ୍ତର୍ଗତ ଗପଟିମା ଗାଁ ନିକଟ ପୁଡିମା ଜଙ୍ଗଲରୁ ଉଦ୍ଧାର ହେଲା ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ । ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଦୁଇଜଣ ହେଲେ ଗପଟିମା ଗାଁର ପଟ୍ରା ମଲ୍ଲିକ ଓ…
Read More...

ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ବନ୍ଦ

ଭୁବନେଶ୍ୱର: କୋରୋନା ପାଇଁ ସବୁଠି ସଚେତନତା ଆଉ ସତର୍କତା ଅବଲମ୍ବନ କରାଯାଇଛି। କୌଣସି ବି ସ୍ଥାନରେ ଏକତ୍ରିତ ନହେବାକୁ ବାରଣ କରାଯାଇଛି। ଏଭଳି ସମୟରେ ପୁରୀ କାକଟପୁର ମା ମଙ୍ଗଳାଙ୍କ ଝାମୁ ଯାତ୍ରା ଉପରେ କଟକଣା ଲାଗୁ କରିଛି…
Read More...