Bignews କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ OPA Mar 15, 2020 0 ଭୁବନେଶ୍ୱର: ରାଜ୍ୟରେ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ । ଏହି ସଂକ୍ରମଣରୁ କିଭଳି ନଜକୁ ରକ୍ଷା କରିବେ ସେ ନେଇ ଟୁଇଟ କରି ପରାମର୍ଶ ଦେଇଛନ୍ତି । ତେବେ କୋରୋନାକୁ ରୋକିବାକୁ ହେଲେ… Read More...
Odisha କୋରୋନା ପାଇଁ ପର୍ଯ୍ୟଟକଙ୍କୁ ପୁରୀ ମନା OPA Mar 14, 2020 0 ପୁରୀ: କୋରୋନା ପାଇଁ ଆଲର୍ଟ । ପୁରୀ, କୋଣାର୍କ, ସାତପଡା, ଅଂଚଳକୁ ବୁଲି ଯିବା ନେଇ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । କୌଣସୀ ଟୁର୍ ଅପରେଟର ପର୍ଯ୍ୟଟକଙ୍କୁ ନେଇ ଭ୍ରମଣରେ ଯାଇପାରିବେ ନାହିଁ । ପୁରୀ ପର୍ଯ୍ୟଟନ… Read More...
Odisha ପୁରୀ ମେଡିକାଲରେ ବିଦେଶୀ କୋରୋନା ସନ୍ଦିଗ୍ଧ ଭର୍ତି OPA Mar 14, 2020 0 ପୁରୀ: ଦେଶରେ କୋରୋନା କାୟା ମେଲାଇଥିବା ବେଳେ ପୁରୀ ମେଡିକାଲରେ ଭର୍ତି ହୋଇଛନ୍ତି ଜଣେ କୋରୋନା ସନ୍ଦିଗ୍ଧ । ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ କୋରୋନା ଆକ୍ରାନ୍ତ ସନ୍ଦେହରେ ମେଡିକାଲରେ ଭର୍ତି କରାଯାଇଛି । ବିଦେଶୀ ପର୍ଯ୍ୟଟକ… Read More...
Bignews ସୁବ୍ରତ ବାଗଚୀ ସରକାରଙ୍କ ମୁଖପାତ୍ର OPA Mar 14, 2020 0 ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ୱ । ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ବିଭାଗର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦିଆଯାଇଛି ।କୋରୋନା ସମ୍ପର୍କରେ… Read More...
Politics ବିଧାନସଭା ବନ୍ଦ କରିବା ନେଇ ବିଜେପି କରିଥିବା ପ୍ରଶ୍ନର ଉତର ରଖିଲା ବିଜେଡି OPA Mar 14, 2020 0 ଭୁବନେଶ୍ୱର: କୋରୋନାକୁ ନେଇ ବିଧାନସଭା ବନ୍ଦ ରଖିବା ନେଇ ଆଜି ବିଜେପି ପ୍ରଶ୍ନ କରିଛି । ଏହାସହ ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲା । ତେବେ ବିଜେପିର ଏହି ପ୍ରଶ୍ନର ଉତର ଦେଇଛି… Read More...
Politics ଜଗନ୍ନାଥଙ୍କ ଅର୍ଥ ଆତ୍ମସାତ୍ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରାଯାଇଛି:ବିଜେପି OPA Mar 14, 2020 0 ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କାକୁ ବୁଡାଇ ଦେବାର ଚକ୍ରାନ୍ତ ରଚିଥିବା ବିଜୁ ଜନତା ଦଳର ସରକାର ବିଧାନସଭାରେ ଜବାବ ଦେଇପାରିଲେ ନାହିଁ । ଗୃହରେ ବିରୋଧୀ ସରକାରଙ୍କୁ ୟେସ ବ୍ୟାଙ୍କ କେଳେଙ୍କାରି… Read More...
Odisha କୋରୋନା ଭୟ: ୧୫ଦିନ ବନ୍ଦ ରହିବ ନନ୍ଦନକାନନ OPA Mar 14, 2020 0 ବାରଙ୍ଗ: କୋରୋନାକୁ ନେଇ ନନ୍ଦନକାନନକୁ ୧୫ଦିନ ଯାଏଁ ବନ୍ଦ ଘୋଷଣା କରାଯାଇଛି । ପର୍ଯ୍ୟଟକମାନଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାରଙ୍ଗର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ ବୋଲି… Read More...
Odisha ଖାନନଗରରେ ପ୍ରତିଷ୍ଠା ହେବ ବସଷ୍ଟାଣ୍ଡ; ପ୍ରସ୍ତାବିତ ଅଂଚଳ ପରିଦର୍ଶନ କଲେ କଟକ ଜିଲ୍ଲାପାଳ OPA Mar 14, 2020 0 କଟକ: ବାଦାମବାଡି ବସଷ୍ଟାଣ୍ଡ ଉଠି ଖାନନଗରରେ ନୂତନ ବସଷ୍ଟାଣ୍ଡ ହେବା ନେଇ ପୂର୍ବରୁ ଘୋଷଣା ହୋଇଥିଲା । ଯାହାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନୀ,… Read More...
Odisha ଗିରଫ ହେଲା କୋରୋନା ଗୁଜବକାରୀ ଯୁବକ OPA Mar 14, 2020 0 ରାୟଗଡ଼ା: ସୋସିଆଲ ମିଡିଆରେ କୋରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରସାରଣ କରି ଯୁବକ ଗିରଫ । ସମ୍ପୃକ୍ତ ଯୁବକ ହେଲେ ସତ୍ୟନାରାୟଣ ସାମଲ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳର ବୋଲି ଜଣାପଡିଛି । ଉକ୍ତ ଯୁବକକୁ ଅମ୍ବାଦଳା ପୋଲିସ… Read More...
National ମାଇକ୍ରୋସଫ୍ଟ ବୋର୍ଡ ଅଫ୍ ଡାଇରେକ୍ଟର୍ସରୁ ଇସ୍ତଫା ଦେଲେ ବିଲ ଗେଟ୍ସ OPA Mar 14, 2020 0 ୱାଶିଂଟନ: ବିଲ ଗେଟ୍ସ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସରୁ ଇସ୍ତଫା ଦେଇଛନ୍ତି । କଂପାନୀର କହିବା ଅନୁସାରେ ସେ ନିଜର ଅଧିକାଂଶ ସମୟକୁ ସାଧାରଣ ଲୋକଙ୍କ ମଙ୍ଗଳ କାମରେ ନିୟୋଜିତ କରିବେ । ଏକ ବୟାନରେ କୁହାଯାଇଛି ଯେ, ଗେଟ୍ସ… Read More...