Odisha କୋରୋନା ପାଇଁ କୋଣାର୍କ ମନ୍ଦିରରେ ପ୍ରବେଶ ମନା OPA Mar 15, 2020 0 ପୁରୀ: କୋରୋନା ପାଇଁ କୋଣାର୍କ ମନ୍ଦିରରେ ପ୍ରବେଶ ମନା । କୋରୋନାର ଭୟାବହତାକୁ ଦେଖି କୋଣାର୍କ ମନ୍ଦିର ଏକ ସପ୍ତାହ ପାଇଁ ବନ୍ଦ କରାଯାଇଛି। କୋରୋନା ଭାଇରସରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ନେଇ ପୁରୀ ଜିଲ୍ଲାପ୍ରଶାସନ ରାଜ୍ୟ… Read More...
Odisha କୋରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତ ହେଲେ ୪ ଅଫିସର OPA Mar 15, 2020 0 ଭୁବନେଶ୍ୱର: ଦେଶରେ କାୟା ମେଲୁଛି କୋରୋନା । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍ କରିଥିବା ବେଳେ ଏହାକୁ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗରେ ୪ଜଣ ସ୍ୱତନ୍ତ୍ର… Read More...
Odisha ଏଯାବତ୍ ଓଡ଼ିଶାରେ ପଜେଟିଭ୍ କେସ୍ ଆସିନି: ସୁବ୍ରତ ବାଗଚୀ OPA Mar 15, 2020 0 ଭୁବନେଶ୍ୱର: କୋରୋନା ଭାଇରସ୍ ର ସଂକ୍ରମଣକୁ ରୋକିବା ପାଇଁ ୬ମାସ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବା ଉଚିତ୍ । ଏଯାବତ୍ ଓଡ଼ିଶାରେ କୋରୋନା ଭାଇରସ୍ ର କୌଣସି ପଜେଟିଭ୍ କେସ୍ ଆସିନି ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ… Read More...
Bignews କୋରୋନା ଭୟ; ଏଥର ମାସ୍କ ପିନ୍ଧି ସେବାୟତ କରିବେ ପୂଜା OPA Mar 15, 2020 0 ପୁରୀ: ଏଥର ମାସ୍କ ପିନ୍ଧି ସେବାୟତ କରିବେ ପୂଜା । ଶ୍ରୀମନ୍ଦିର ଭିତରେ ସଂକୀର୍ତନ ଜରିଆରେ ପୂଜାପାଠକୁ ବାରଣ କରାଯାଇଛି । ଏହାବ୍ୟତୀତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଚାହିଁଲେ ତା’ ପୂର୍ବରୁ ଦର୍ଶନାର୍ଥୀଙ୍କୁ ନିର୍ଦ୍ଦିଷ୍ଟ… Read More...
Odisha ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ଚିଠି, ମାସ୍କ ଓ ସାନିଟାଇଜର ଉପରେ ରଖ କଡା ନଜର OPA Mar 15, 2020 0 ଭୁବନେଶ୍ୱର: ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ଘୋଷଣା କରିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ନିଷ୍ପତି ପରେ ରାଜ୍ୟ ଯୋଗାଣ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।ସବୁ ଜିଲ୍ଲାପାଳଙ୍କୁ ଚିଠି… Read More...
Odisha କୋରୋନା ପ୍ରଭାବରେ ରାଜ୍ୟରେ କୋଚିଂ ସେଂଟର ବନ୍ଦ OPA Mar 15, 2020 0 ଭୁବନେଶ୍ୱର: ଏଣିକି କୋରୋନା ପାଇଁ ପାଠପଢା ସହ ବନ୍ଦ ହେବ ଡ୍ୟାନ୍ସ । କାରଣ କୋରୋନା କବଳରୁ ମୁକ୍ତି ପାଇଁ ରାଜ୍ୟରେ କୋଚିଂ ସେଂଟର ସହ ବନ୍ଦ ହେବ ଡ୍ୟାନ୍ସ କ୍ଲାସ । ନିକଟରେ ରାଜ୍ୟ ସରକାର କୋରୋନାକୁ ରାଜ୍ୟ ପାଇଁ ବିଜ୍ଞପିତ… Read More...
National କୋରୋନା ଭୟ: ମାର୍ଚ୍ଚ ୩୧ ଯାଏଁ ବନ୍ଦ ‘ଇଣ୍ଡିଆନ ମ୍ୟୁଜିୟମ’ OPA Mar 15, 2020 0 କୋଲକାତା: ସାରା ଦେଶରେ ଏବେ ବଢୁଛି ମାରାତ୍ମକ ମହାମାରୀ କୋରୋନା ଭୟ । ଅନେକ ସହରରେ ପ୍ରତିବନ୍ଧକ, ବିଦ୍ୟାଳୟ ଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ସବୁଠାରେ କୋରୋନା ଆତଙ୍କ କାରଣରୁ କଡା କଟକଣା । କୋରୋନା ସଂକ୍ରମଣ ଭୟ… Read More...
Odisha ଶ୍ରୀମନ୍ଦିରରେ କୋରୋନା ମୁକାବିଲା ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ OPA Mar 15, 2020 0 ପୁରୀ: ଶ୍ରୀମନ୍ଦିରରେ କୋରୋନା ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଛତିଶା ନିଯୋଗ ଓ ନୀତି ସବ କମିଟିଙ୍କ ସ୍ୱତନ୍ତ୍ର ବୈଠକ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ… Read More...
Odisha ଏଥର ଅଧିକ ଟଙ୍କା ଖର୍ଚ୍ଚ କରି କରିବେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର OPA Mar 15, 2020 0 ଭୁବନେଶ୍ୱର: ଏଥର ଚାଳକମାନେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରମାଣପତ୍ର କରିବାପାଇଁ ହେଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଗ୍ରାହକଙ୍କୁ ଏବେ ପୂର୍ବ ନିର୍ଦ୍ଧାରିତ ଉପରେ ୧୮ପ୍ରତିଶତ ଜିଏସ୍ଟି ଦେବାକୁ ପଡ଼ିବ। ଆସନ୍ତା ୧୬… Read More...
Odisha କୋରୋନା ଭୟ; ତାରା ତାରିଣୀ ପୀଠରେ ଚୈତ୍ର ଯାତ୍ରା ନେଇ କଟକଣା ଜାରି OPA Mar 15, 2020 0 ବ୍ରହ୍ମପୁର: କୋରୋନା ସଂକ୍ରମଣ ମୁକାବିଲା ଲାଗି ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠରେ ମଙ୍ଗଳବାର ହେବାକୁ ଥିବା ଚୈତ୍ର ଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଏହି ଯାତ୍ରାରେ ସାମିଲ ହେବାକୁ ଜିଲ୍ଲା ଓ ରାଜ୍ୟ… Read More...