ଭାରତରେ କୋରୋନା ଭାଇରସ୍ ରେ ୨ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ଯୋଗୁଁ ୨ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜନକପୁରୀ ଅଂଚଳ ର ଜଣେ ୬୯ ବର୍ଷୀୟ ମହିଳା ଶୁକ୍ରବାର ରାତି…
Read More...

୧୮ରୁ ବର୍ଷିବ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଏହାପରେ ବର୍ଷାର ପରିମାଣ କମିବା ସହ ତାପମାତ୍ରା ବଢ଼ିବ କିନ୍ତୁ ପୁଣି ୧୮ରୁ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ…
Read More...

କୋରୋନା ଯୋଗୁଁ ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ

ୱାଂଶିଟନ: କୋରୋନା ଭାଇରସ ଯୋଗୁଁ ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାବ୍ୟତୀତ ରାଜ୍ୟଗୁଡ଼ିକୁ ଏହି ମହାମାରୀ ମୁକାବିଲା ପାଇଁ ୫୦ ମିଲିୟନ ଡଲାର ଦିଆଯିବ । ସେ…
Read More...

ବିଜେପି ପକ୍ଷରୁ ରାଜ୍ୟସଭାର ପ୍ରାର୍ଥୀପତ୍ର ଦାଖଲ କଲେ ସିନ୍ଧିଆ

ଭୋପାଳ: କିଛିଦିନ ପୂର୍ବେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୋପାଳ ରାଜ୍ୟସଭା ପ୍ରାର୍ଥ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଶୁକ୍ରବାର ମଧ୍ୟପ୍ରଦେଶର…
Read More...

ହାତ ଧୋଇଲେ, ସଚେତନତା ବାର୍ତା ଦେଲେ

ଭୁବନେଶ୍ୱର: କୋରୋନା ଭାଇରସ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହାତ ଧୋଇ ସଚେତନତା ବାର୍ତା ଦେଇଛନ୍ତି । ବିଧାନସଭା ସମ୍ମିଳନୀକକ୍ଷରେ ସମସ୍ତ ବିଧାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ…
Read More...

୩୧ ଯାଏଁ ପ୍ଲାନେଟୋରିୟମ୍ ବନ୍ଦ

ଭୁବନେଶ୍ୱର: କୋରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଆଜି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମାହଲ, ସୁଇମିଂପୁଲ ଓ ଜନଗମାଗମସ୍ଥଳୀ ବନ୍ଦ…
Read More...

ୟେସ ବ୍ୟାଙ୍କରେ ଜଗା ଟଙ୍କା ପ୍ରସଙ୍ଗ; ଗଠନ ହେଲା ଗୃହ କମିଟି

ଭୁବନେଶ୍ୱର: ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ୟେସ ବ୍ୟାଙ୍କରେ ରଖିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ପରେ ଗୃହ କମିଟି ଗଠନ କରିଛନ୍ତି ବାଚସ୍ପତି । ବିରୋଧୀ ତଦନ୍ତ ପାଇଁ ଗୃହ କମିଟି ଦ୍ୱାରା ତଦନ୍ତ…
Read More...

କୋରୋନାକୁ ଉତରପ୍ରଦେଶରେ “ମହାମାରୀ” ଘୋଷଣା; ମାର୍ଚ୍ଚ ୨୨ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ

ଲକ୍ଷ୍ନୌ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋରୋନାକୁ ମହାମାରୀ ଘୋଷଣା କରିବା ପରେ ଦିଲ୍ଲୀ ସରକାର ମଧ୍ୟ ଏହାକୁ ମହାମାରୀ ଘୋଷଣା କରିଛନ୍ତି । ଆଜି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହାକୁ ମହାମାରୀ…
Read More...

ଇରାନରେ ଫସି ରହିଛନ୍ତି ୮୫୦ ଭାରତୀୟ; ଉଦ୍ଧାର କରିବା ପାଇଁ ଦୂତାବାସ ନିକଟରେ ବିକ୍ଷୋଭ

ତେହେରାନ: କୋରୋନା ନେଇ ବିଶ୍ୱବ୍ୟାପି ଚିନ୍ତା ଥିବାବେଳେ ଏହାର ଅଧିକ ପ୍ରଭାବ ଚୀନ ପରେ ଇଟାଲି ଓ ଇରାନରେ ଦେଖିବାକୁ ମିଳିଛି । ତେବେ ଇରାନରେ ୮୫୦ ଭାରତୀୟ ଥିବାବେଳେ ତାଙ୍କୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ…
Read More...

କୋରୋନା ସଂକ୍ରମଣକୁ ରୋକିବାକୁ କମିସନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋରୋନା ସଂକ୍ରମଣ ରୋକିବା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପ୍ରଥମ ପଦକ୍ଷେପ ଭାବେ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଚାଲିଥିବା ଧାରଣାକୁ ବନ୍ଦ କରିଛି । ଏହାବ୍ୟତୀତ…
Read More...