Odisha ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନିତ ହେବେ ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତି OPA Mar 2, 2020 0 ଭୁବନେଶ୍ୱର: ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତି ଓଡ଼ିଆ ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି । ଆଜି ଏ ନେଇ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ… Read More...
National ଆସନ୍ତାକାଲି ଫାଶୀ ପାଇବେନି ୪ ନିର୍ଭୟା ଦୋଷୀ OPA Mar 2, 2020 0 ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀ ଆସନ୍ତାକାଲି ଫାଶୀ ପାଇବା ନେଇ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ତାହା ଟଳିଯାଇଥିବା ଜଣାପଡିଛି । ଫଳରେ ମୃତ୍ୟୁ ପରୱାନା ଉପରେ ରୋକ ଲାଗିଛି ।ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ… Read More...
Odisha କରୋନା ଭାଇରସ୍କୁ ନେଇ ସମ୍ରେ ସଚେତନତା କାର୍ଯ୍ୟକ୍ରମ OPA Mar 2, 2020 0 ଭୁବନେଶ୍ୱର: ସାରା ବିଶ୍ୱ ଏବେ କରୋନା ଭାଇରସ୍କୁ ନେଇ ଆତଙ୍କିତ । ବଢ଼ିବାରେ ଲାଗିଛି କରୋନା ଭାଇରସ୍ ଆକ୍ରାନ୍ତଙ୍କର ମୃତ୍ୟୁ ସଂଖ୍ୟା । ତେବେ ଏଦିଗରେ ସମସ୍ତେ ସଚେତନ ହେବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ଓ… Read More...
Bignews ୨୨ ହଜାର ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଛି ପକ୍କାଘର: ମୁଖ୍ୟମନ୍ତ୍ରୀ OPA Mar 2, 2020 0 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ପରିଚାଳିତ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ରାଜ୍ୟରେ ଆଜିଠାରୁ ଅର୍ଥାତ୍ ୨ ଠାରୁ ୮ପର୍ଯ୍ୟନ୍ତ… Read More...
Odisha ମାର୍ଚ୍ଚ ୧୮ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ OPA Mar 2, 2020 0 କଟକ: ଆଜି ସରିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପରୀକ୍ଷା । ସେପଟେ ଚଳିତ ମାସ ୧୮ ତାରିଖରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଛି… Read More...
Odisha ଦାୟିତ୍ବ ଗ୍ରହଣ କଲେ ସଞ୍ଜୟ ଦାସବର୍ମା OPA Mar 2, 2020 0 ଭୁବନେଶ୍ବର: ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସଞ୍ଜୟ ଦାସବର୍ମା । ଦାୟିତ୍ବ ଗ୍ରହଣ କରିବା ପରେ ଯୋଜନା ବୋର୍ଡର ରୂପରେଖ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହା ସହ ଏହାର… Read More...
Odisha ନୂତନ ମୋଟର ଯାନ ଆଇନ: ୨୪ ଘଂଟାରେ ୧କୋଟି ୬ଲକ୍ଷ ଫାଇନ ଆଦାୟ OPA Mar 2, 2020 0 ଭୁବନେଶ୍ବର: ରାଜ୍ୟରେ କଡାକଡି ହୋଇଛି ନୂତନ ମୋଟର ଯାନ ଆଇନ । ଏନେଇ ଗତ ୨୪ ଘଂଟା ଭିତରେ ୩୮୭୦ ଜଣଙ୍କ ପାଖରୁ ଆଦାୟ ହୋଇଛି ମୋଟ ୧ କୋଟି ୬ ଲକ୍ଷ ଟଙ୍କା। ରବିବାରଠାରୁ ନୂଆ ମୋଟର ଯାନ ଆଇନ କଡାକଡି ହେବା ପରେ କଡାକଡି ହୋଇଛି… Read More...
National ଭାରତରେ କୋରୋନା ଭାଇରସ: ଦୁଇ ଆକ୍ରାନ୍ତ ଚିହ୍ନଟ OPA Mar 2, 2020 0 ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ଚିହ୍ନଟ । ଦୁଇ ଜଣ ଯାତ୍ରୀଙ୍କ ଠାରେ ଏହି ନମୁନା ରହିଥିବା ରିପୋର୍ଟ ହୋଇଛି । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏହି ସୂଚନା ।ଜଣଙ୍କୁ ଦିଲ୍ଲୀ ବିମାନବନ୍ଦରରେ… Read More...
National ପୱନର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ OPA Mar 2, 2020 0 ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପୱନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ । ଜଷ୍ଟିସ ଏନ.ଭି ରମଣଙ୍କ ୫ଜଣିଆ ଖଣ୍ଡପୀଠରେ ଏହି ମାମଲାର ରାୟ ଶୁଣାଇଛନ୍ତି । ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ… Read More...
Odisha ପୁଣିଥରେ ଓଡିଶାରେ ବର୍ଷା OPA Mar 2, 2020 0 ଭୁବନେଶ୍ୱର: ପୁଣିଥରେ ପାଗର ପରିବର୍ତନ ଆସିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ଗଜପତି ଓ… Read More...