ଲଟେରି ଜିତି କୋଟିପତି ହେଲେ ଶ୍ରମିକ

କନ୍ନୁର: ଜଣେ ଶ୍ରମିକ ଲଟେରି ଜିତି କୋଟିପତି ହୋଇଛନ୍ତି । ତେବେ କେରଳର କନ୍ନୁର ଜିଲ୍ଲାର ଜଣେ ଶ୍ରମିକ ଫେବୃଆରି ୧୦ରେ ଅନୁଷ୍ଠିତ “କେରଳ ନିୟୁ ଇୟର କ୍ରିସମାସ୍ ବମ୍ପର” ଲଟେରି ଉଠାଣରେ ୧୨କୋଟି ଟଙ୍କାର ପ୍ରଥମ ପୁରସ୍କାର…
Read More...

ଆରମ୍ଭ ହୋଇଛି କିଷାନ କେଡ୍ରିଟ୍ କାର୍ଡ ବଂଟନ ଅଭିଯାନ

ନୂଆଦିଲ୍ଲୀ: ପିଏମ କିଷାନ୍ ହିତାଧିକାରୀ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ୍ କାର୍ଡ(କେସିସି) ବଂଟନ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ୧୦ ଫେବୃଆରିଠାରୁ ଆରମ୍ଭ ହୋଇଥିବାବେଳେ ଏହା ୧୫ଦିନ ଚାଲୁ ରହି…
Read More...

ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ: ଆଜି ରନ୍ଧନ ଗ୍ୟାସ(ଏଲପିଜି) ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ୧୪.୨ କିଲୋ ଓଜନର ଏଲପିଜି ସିଲିଣ୍ଡର ପିଛା ୧୪୪.୫୦ ପଇସା ବୃଦ୍ଧି ପାଇ ୮୫୮.୫୦ ପଇସା ହୋଇଯାଇଛି ।୨୦୧୪ ଜାନୁଆରି ପରେ ଏଲପିଜି ସିଲିଣ୍ଡରର…
Read More...

ପୋଲିସ ନିକଟରେ ଆତ୍ମସମର୍ପଣ କଲା ମାଓ ନେତା ଜିପ୍ରୋ

ମାଲକାନଗିରି: ପୋଲିସ ନିକଟରେ ଆତ୍ମସମର୍ପଣ କଲା ଟପ୍ ମାଓ ନେତା ଜିପ୍ରୋ ହିକ୍‌କା । ଉପାନ୍ତରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଦେଖି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।…
Read More...

ଆତଙ୍କବାଦୀ ହାଫିଜ୍ ସଇଦକୁ ୫ବର୍ଷ କାରାଦଣ୍ଡ

ଇସଲାମାବାଦ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସଇଦକୁ ୫ବର୍ଷ କାରାଦଣ୍ଡ ମିଳିଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରିବା ମାମଲାରେ…
Read More...

୨୦୦କୋଟି ବ୍ୟୟରେ ରାଉଲକେଲାରେ ହେବ ଟୁଲରୁମ୍ ଟ୍ରେନିଂ ସେଂଟର

ଭୁବନେଶ୍ବର: ଓଡ଼ିଶାର ରାଉରକେଲାରେ ହେବ ଟୁଲରୁମ ଟ୍ରେନିଂ ସେଂଟର । ୨୦୦କୋଟି ଟଙ୍କା ଖର୍ଚ୍ଚ କରିବା ସହ କେନ୍ଦ୍ର ସରକାର ଜମି ମଧ୍ୟ ଯୋଗାଇ ଦେବେ । ରାଜ୍ୟର ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ବରରେ ହେବ…
Read More...

୧୬ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମି ପାର୍ଟିକୁ ଜବରଦସ୍ତ ସଫଳତା ମିଳିଛି। ଏଥିସହ ଦିଲ୍ଲୀରେ ଆଉ ୫ ବର୍ଷ ଶାସନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି କେଜ୍ରିୱାଲ । ତୃତୀୟ…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୪ ଘଂଟା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଏହି ନୀତି ଅନୁସାରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ବନକଲାଗି ନୀତି ହୋଇଥିବାରୁ ସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ରାତି ୮ଟା…
Read More...

ତାରା ତାରିଣୀ ପୀଠରେ ଅଘଟଣ; ଦକ୍ଷିଣା ନ ଦେବାରୁ ଖଣ୍ଡାରେ ହାଣିଲେ ସେବାୟତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରା ତାରିିଣୀ ପୀଠରେ ଅଭାବନୀୟ ଘଟଣା । ମୋଟା ଅଙ୍କର ଦକ୍ଷିଣା ନ ଦେବାରୁ ୨ ଜଣ ଭକ୍ତଙ୍କୁ ଖଣ୍ଡାରେ ହାଣିଲେ କିଛି ସେବାୟତ । ଗୁରୁତର ଅବସ୍ଥାରେ ୨ଜଣ ଭକ୍ତଙ୍କୁ ବ୍ରହ୍ମପୁର ଏମକେସିଜି…
Read More...

ପୁଣିଥରେ ଚର୍ଚ୍ଚାରେ ସାରା-କାର୍ତିକ ଯୋଡି; ଫଟୋ ଭାଇରାଲ

ମୁମ୍ବାଇ: ଅନସ୍କ୍ରିନ ଲଭ କପଲ କାର୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ ବେଷ୍ଟ କପଲ ଗୋଲ୍ସ ସେଟ କରୁଥିବାର ସବୁବେଳେ ନଜର ଆସନ୍ତି । ଦୁଇଜଣଙ୍କ ଆଗାମୀ ଫିଲ୍ମ ‘ଲଭ ଆଜକଲ’କୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ । କାରଣ ପ୍ରଥମ ଥର…
Read More...