ହନୁମାନ ଜୟନ୍ତୀରେ ୧୧ ହଜାର କେଜିର ଲଡୁ ହେବ ଭୋଗ

ଭୋପାଳ: ଆପଣ ବିଭିନ୍ନ ପ୍ରକାରର ଲଡୁ ଖାଇଥିବେ ଆଉ ଦେଖିଥିବେ ମଧ୍ୟ। ହେଲେ ଆମେ ଆପଣଙ୍କୁ ଏପରି ଏକ ଲଡୁ ବିଷୟରେ କହିବାକୁ ଯାଉଛୁ ହୁଏତ ଆପଣ କେବେ ଦେଖିନଥିବେ। ତେବେ ସେହିଭଳି ଏକ ଲଡୁ ପ୍ରସ୍ତୁତ ହେବାକୁ ଯାଉଛି ମଧ୍ୟପ୍ରଦେଶର…
Read More...

କୋଲକାତାରେ ୨ କୋରୋନା ରୋଗୀ

କୋଲକତା: ଚୀନରୁ ଉତ୍ପତି ହୋଇଥିବା କୋରୋନା ଭାଇରସ୍ କୁ ନେଇ ବିଶ୍ୱବ୍ୟାପି ଚିନ୍ତା ଲାଗିରହିଛି । ତେବେ ଏହି ଭାଇରସ୍ ଏବେ ଭାରତରେ ମଧ୍ୟ ଆରମ୍ଭ ହେବାରେ ଲାଗିଛି । କିଛିଦିନ ପୂର୍ବେ କୋରୋନା ଭାଇରସର ରୋଗୀ କେରଳରେ ଚିହ୍ନଟ…
Read More...

ରାଷ୍ଟ୍ରପତିଙ୍କୁ ଭେଟିଲେ ବନ୍ଧୁ ତଥା ପୂର୍ବତନ ସାଂସଦ ବୀରଭଦ୍ର

ଭୁବନେଶ୍ବର: ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ । ରାଷ୍ଟ୍ରପତିଙ୍କୁ ଭେଟିଲେ ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂହ । ଗତ ୪ ତାରିଖରେ ବୀରଭଦ୍ର ସିଂହ ରାଷ୍ଟ୍ରପତି ଭବନ ଯାଇ ସପରିବାର ରାଷ୍ଟ୍ରପତି…
Read More...

କାଶ୍ମୀରରେ ହେବ ଖେଲୋ ଇଣ୍ଡିଆ

ନୂଆଦିଲ୍ଲୀ: ନୂଆକରି କେନ୍ଦ୍ରଶାସିତ ଅଂଚଳ ହୋଇଥିବା ଜାମ୍ମୁକାଶ୍ମୀର ଓ ଲଦାଖରେ ଅନୁଷ୍ଠିତ ହେବ ଖେଲୋ ଇଣ୍ଡିଆର ଶୀତକାଳୀନ କ୍ରୀଡା ପ୍ରତିଯୋଗିତା । ଏନେଇ କ୍ରୀଡା ମନ୍ତ୍ରଣାଳୟ ପ୍ରସ୍ତୁତି ଚଳାଇଛି । ଫେବୃଆରୀ ୩ୟ…
Read More...

ହତ୍ୟା ମାମଲାରେ ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ଗିରଫ

ଝାରସୁଗୁଡା: ବ୍ରଜରାଜ ନଗରରର ପୂର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଅନୁପ କୁମାର ସାଏଙ୍କୁ ଏକ ହତ୍ୟା ମାମଲରେ ଗିରଫ କରିଛି ଛତିଶଗଡ ପୋଲିସ । ଖବର ଅନୁଯାୟୀ, ଛତିଶଗଡର ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନା…
Read More...

ସୋସିଆଲ ମିଡିଆରେ ଅପଲୋଡ ହେବ ଅପରାଧି ନେତାଙ୍କ ତଥ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜନୀତିରେ ଅପରାଧି ନେତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଅପରାଧିଯୁକ୍ତ ବ୍ୟକ୍ତିଙ୍କୁ କେଉଁ କାରଣରୁ ଟିକେଟ ଦିଆଯାଇଛି ସେ ନେଇ ରାଜନୈତିକ ଦଳ…
Read More...

ମା’ ପରେ ଲେଖିକା ସାଜିଲେ ଈଶା

ମୁମ୍ବାଇ: ଅଭିନେତ୍ରୀ ଈଶା ଦେଓଲ ବିବାହ ପରେ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି । ସେ ଦୁଇ ସନ୍ତାନଙ୍କ ମା' ମଧ୍ୟ। ହେଲେ ବର୍ତମାନ ସେ ଲେଖିବା କ୍ଷେତ୍ରରେ ପଦାର୍ପଣ କରିଛନ୍ତି । ସେ ନିଜର ପ୍ରଥମ ବହି ‘ଅମ୍ମା ମିୟା’ ସହ ଲେଖିକା…
Read More...

ଯୋଗାଣ ଅଧିକାରୀଙ୍କ ଗାଡିରୁ ମିଳିଲା ୧.୧୦ ଲକ୍ଷ ଟଙ୍କା

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୌରା । ଗାଡିରୁ ଜବତ୍ ହେଲା ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା । ଗାଡିରେ ଥିବା ଟଙ୍କା କାହାର ବୋଲି ପ୍ରଶ୍ନ କରାଯିବାରୁ ଯୋଗାଣ ଅଧିକାରୀଙ୍କ ପାଖରେ ଉତର…
Read More...

ଭୁଶୁଡିଲା ଭୋପାଳ ରେଳଷ୍ଟେସନ ଫୁଟ ଓଭର ବ୍ରିଜ, ୧୨ରୁ ଊର୍ଦ୍ଧ୍ବ ଆହତ

ଭୋପାଳ: ଭୋପାଳ ରେଳଷ୍ଟେସନରେ ବଡ ଦୁର୍ଘଟଣା । ଫୁଟ ଓଭର ବ୍ରିଜର ସିଡି ଭୁଶୁଡି ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପ୍ଲାର୍ଟଫର୍ମ ନମ୍ବର ୨ରେ ଏହି ଦୁର୍ଘଟଣା…
Read More...

ନିର୍ମାଣାଧୀନ ହରିଦାସପୁର ପାରାଦୀପ ରେଳପଥ ବନ୍ଧ ଦବିଲା

କେନ୍ଦ୍ରାପଡା: ଦବିଲା ନିର୍ମାଣାଧୀନ ହରିଦାସପୁର ପାରାଦୀପ ରେଳପଥର ବନ୍ଧ । କେନ୍ଦ୍ରପଡା ମାର୍ଶାଘାଇ ଥାନା ଗୋସେଇଁ ବନ୍ଧ ନିକଟରେ ଦୁଇ ଶହ ମିଟର ବନ୍ଧ ଦବିଥିବା ସୂଚନା ରହିଛି । ଏଥିରେ ୪ ପରିବାର ପ୍ରଭାବିତ ହୋଇଥିବା ବେଳେ…
Read More...