National ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ରଖିଲେ ଏଭଳି ପ୍ରତିକ୍ରିୟା OPA Feb 1, 2020 0 ନୂଆଦିଲ୍ଲୀ: ଲୋକସଭାରେ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବା ସହ ଏହା… Read More...
Odisha ବସ୍ ଭଡା କମିଲା OPA Feb 1, 2020 0 ଭୁବନେଶ୍ୱର: ବସ୍ ଭଡା କମିଲା । କିଲୋମିଟର ପିଛା ୧ ରୁ ୨ ପଇସା ହ୍ରାସ ପାଇଛି । ସାଧାରଣ ବସ୍ ଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଛି। ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧ ପଇସାରୁ ୯୯… Read More...
Odisha ବଜେଟ ୨୦୨୦ ଦେଶର ସମସ୍ତ ବର୍ଗଙ୍କ ଆଶା, ଆକାଂକ୍ଷାକୁ ପୁରା କରିବା ଭଳି ବଜେଟ :ବିଜେପି OPA Feb 1, 2020 0 ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତୀୟ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ । ସଂସଦରେ ଅର୍ଥ… Read More...
Odisha ଓଡ଼ିଶାକୁ କୋରୋନା ଭୟ : ୫ରକ୍ତ ନମୁନାକୁ ପଠାଗଲା ପୁନେ OPA Feb 1, 2020 0 ଭୁବନେଶ୍ବର: ଓଡ଼ିଶାରେ କୋରୋନା ଭୟ । ଏନଆଇଭି ପୁନେକୁ ପଠାଗଲା ୫ ଜଣଙ୍କ ରକ୍ତ ନମୁନା । ସେପଟେ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସସିବିରେ ଭର୍ତି କରାଯାଇଥିବାବେଳେ, ଅନ୍ୟ ୪ ଜଣକୁ ହୋମ ଆଇସୋଲେସନରେ ରଖାଯାଇଛି। ଏନେଇ… Read More...
National ଚଳିତ ବଜେଟରେ ଅଧିକ ସମୟ ଉପସ୍ଥାପନ କରି ରେକର୍ଡ କଲେ ଅର୍ଥମନ୍ତ୍ରୀ OPA Feb 1, 2020 0 ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ସମୟ ଧରି ବଜେଟ ଉପସ୍ଥାପନ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ସେ ୨ ଘଂଟା ୨୭ ମିନିଟ ଧରି ଏହି ବକ୍ତବ୍ୟ ଦେଇ ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି ।… Read More...
National ବଜେଟ ୨୦୨୦: ପ୍ରତିରକ୍ଷା କ୍ଷେତ୍ରରେ ୬% କୁ ବୃଦ୍ଧି OPA Feb 1, 2020 0 ନୂଆଦିଲ୍ଲୀ: ଚଳିତ ବର୍ଷର ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ ୬% କୁ ବୃଦ୍ଧି ପାଇଛି । ଗତ ସାଧାରଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ ୩ ଲକ୍ଷ ୧୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଏଥର ତାହା ୩ ଲକ୍ଷ ୩୭… Read More...
National ବଜେଟ ୨୦୨୦: ଆଧାରରେ ତତକ୍ଷଣାତ ମିଳିବ ପାନ୍ OPA Feb 1, 2020 0 ନୂଆଦିଲ୍ଲୀ: ଏବେ ଖୁବଶୀଘ୍ର ମିଳିବ ପାନ କାର୍ଡ । ଆଧାର କାର୍ଡ ଦ୍ବାରା ଏହା ଖୁବ ଶୀଘ୍ର ଉପଲବ୍ଧ ହୋଇପାରିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଭାଷଣରେ ଉଲ୍ଲେଖ କରିଛନ୍ତି ।ସେହିପରି ଜିଏସଟି… Read More...
National ବଜେଟ ୨୦୨୦: କୃଷକଙ୍କ ପାଇଁ ୨.୮୩ଲକ୍ଷ କୋଟି OPA Feb 1, 2020 0 ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି । କୃଷକଙ୍କ ପାଇଁ ୧୬ ସୂତ୍ରୀୟ ଫର୍ମୁଲା ଯୋଜନା ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।ନିର୍ମଳା… Read More...
National ବଜେଟ-୨୦୨୦: ୫ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଉପରେ ଗ୍ୟାରେଂଟି OPA Feb 1, 2020 0 ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେକ୍ଟରକୁ ଅର୍ଥମନ୍ତ୍ରୀଙ୍କ ଫୋକସ । ତେବେ ସରକାରୀ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ସାଢେ ୩ ଲକ୍ଷ କୋଟି ଟଙ୍କା ନିବେଶ ହେବ । ସେପଟେ ବ୍ୟାଙ୍କ ଜମାକର୍ତାଙ୍କୁ ଆଶ୍ବସ୍ତି । ୫ ଲକ୍ଷ ଟଙ୍କା… Read More...
National ବଜେଟ ୨୦୨୦: ପର୍ଯ୍ୟଟନ ଓ ସଂସ୍କୃତି ପାଇଁ ୫ହଜାର ୬ଶହ କୋଟି OPA Feb 1, 2020 0 ନୂଆଦିଲ୍ଲୀ: ଆଜି ୨୦୨୦-୨୧ ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ପର୍ଯ୍ୟଟନ ପାଇଁ ୨ହଜାର ୫ଶହ କୋଟି… Read More...