Odisha ଓଜେଇଇ ପରୀକ୍ଷା ହେବ ଅନଲାଇନରେ OPA Jan 31, 2020 0 ଭୁବନେଶ୍ୱର: ଏଥର ଓଜେଇଇ ପରୀକ୍ଷା ଅନଲାଇନରେ ହେବ । ଚଳିତ ବର୍ଷ ଓଜେଇଇ କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ ହେବ। ଏନେଇ ଓଜେଇଇ ଆପେକ୍ସ କମିଟି… Read More...
Odisha ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ; ପାଟକୁରାର ସ୍ଥିତି ପରଖିଲେ ଅଧିକାରୀ OPA Jan 31, 2020 0 ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାର୍ଯ୍ୟ । ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଗଠିତ ୩ଟି… Read More...
Odisha ସିଏଏକୁ ନେଇ କଂଗ୍ରେସ ତା’ର ଏଜେଣ୍ଡା ସ୍ପଷ୍ଟ କରିବା ଦରକାର:ବିଜେପି OPA Jan 31, 2020 0 ନୟାଗଡ/ଭୁବନେଶ୍ୱର: ଦେଶର ବିଭାଜନ ଧର୍ମ ଆଧାରରେ ହେବା କଥା ନୁହେଁ କିନ୍ତୁ କଂଗ୍ରେସ ଧର୍ମ ଆଧାରରେ ଦେଶକୁ ବିଭାଜନ କରିଛି । ଆଉ ଏବେ କ୍ଷମତା ହାସଲ କରିବା ପାଇଁ ନାଗରିକତା ସଂଶୋଧନ ଆଇନ ନାଁରେ ହୀନ ରାଜନୀତି କରି ଦେଶର… Read More...
National ନିର୍ଭୟା ମାମଲା: ଆସନ୍ତାକାଲି ଫାଶୀ ପାଇବେନି ୪ ଦୋଷୀ OPA Jan 31, 2020 0 ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ଭୟା ମାମଲାର ୪ ଦୋଷୀ ପାଇବେନି ଫାଶୀ। ପରବର୍ତୀ ନିଷ୍ପତି ଆସିବା ଯାଏଁ ଶନିବାର ହେବାକୁ ଥିବା ଫାଶି ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଦୋଷୀ ବିନୟର ଦୟା ଯାଚିକାର… Read More...
Sports ୪ର୍ଥ ଟି-୨୦ ମ୍ୟାଚ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ OPA Jan 31, 2020 0 ୱେଲିଂଟନ: ୪ର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୧୬୬ ରନର ଟାର୍ଗେଟ ଦେଇଥିଲା । ୧୬୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୫ ରନରେ ଅଟକି… Read More...
Entertainment ଅଜୟଙ୍କ ପ୍ରେମିକା ଶ୍ରୀୟା OPA Jan 31, 2020 0 ମୁମ୍ବାଇ: ଭାରତୀୟ ଫିଲ୍ମ ଜଗତକୁ “ବାହୁବଲୀ” ଭଳି ସୁପରହିଟ୍ ସିନେମା ଦେବା ପରେ ନିର୍ଦ୍ଦେଶକ ଏସ.ଏସ ରାଜାମୌଲୀ ତାଙ୍କର ଆଗାମୀ ଫିଲ୍ମ “ତ୍ରିପଲ ଆର”କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହି ଫିଲ୍ମଟି ଏକ ବଡ଼ ବଜେଟ ଫିଲ୍ମ । ଏହି… Read More...
Odisha ନୀତି ଆୟୋଗ ଢ଼ାଂଚାରେ ଗଠନ ହେବ ରାଜ୍ୟ ଯୋଜନା ବୋର୍ଡ OPA Jan 31, 2020 0 ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡର ରୂପରେଖ ପରିବର୍ତନ କରାଯିବ । ନୀତି ଆୟୋଗ ଢ଼ାଂଚାରେ ଗଠନ ହେବ ରାଜ୍ୟ ଯୋଜନା ବୋର୍ଡ । ପୁନର୍ଗଠନ କାମ ଏକ ପ୍ରକାର ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଂଚି ଯାଇଛି । ଖୁବ୍ଶୀଘ୍ର ଏ ନେଇ ଚୂଡ଼ାନ୍ତ… Read More...
National ବିରୋଧ ନାଁରେ ହିଂସା ଦେଶକୁ ଦୁର୍ବଳ କରୁଛି : ରାଷ୍ଟ୍ରପତି OPA Jan 31, 2020 0 ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ବଜେଟ ଆରମ୍ଭ ପୂର୍ବରୁ ନିଜର ଅଭିଭାଷଣ ରଖିଛନ୍ତି । ଏଥିରେ ରାଷ୍ଟ୍ରପତି ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ମଧ୍ୟରେ ଜନହିତକର ଯୋଜନାକୁ ବଖାଣିବା ସହ ତାର ଉପଲବ୍ଧିକୁ… Read More...
National ନିର୍ଭୟା ମାମଲା: ପୁଣିଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ଦୋଷୀ ପୱନ OPA Jan 31, 2020 0 ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଖୁଂଟରେ ଝୁଲାଯିବ । ଏନେଇ କୋର୍ଟଙ୍କ ପକ୍ଷରୁ ଡେଥ ୱାରେଂଟ ମଧ୍ୟ ଜାରି ହୋଇସାରିଛି । ହେଲେ ଶେଷ ମୂହୁର୍ତରେ ମଧ୍ୟ ଫାଶୀରୁ… Read More...
Odisha କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ; କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା OPA Jan 31, 2020 0 ଭୁବନେଶ୍ବର:ବିଶ୍ବବ୍ୟାପୀ କୋରୋନା ଭାଇରସ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି କରିଛି। ତେବେ ଏନେଇ ୩ ଜଣିଆ କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲ ଗସ୍ତ କରି କରୋନା ଓ ବାର୍ଡଫ୍ଲୁ… Read More...