ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଭୁବନେଶ୍ୱର: ୭୧ତମ ସାଧାରଣତନ୍ତ୍ର ସ୍ତରୀୟ ଜାତୀୟ ପତାକା ଉତୋଳନ ଓ ପ୍ୟାରେଡ୍‌ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପତାକା ଉତୋଳନ କରି ଅଭିବାଦ କରାଯାଇଥିଲା । ପ୍ରଥମ ଥର କରି ସାଧାରଣତନ୍ତ୍ର ଦିବସ ଉତ୍ସବରେ…
Read More...

ଗଣତନ୍ତ୍ର ଦିବସ ଅବସରରେ ଦେଶବ୍ୟାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୧ତମ ଗଣତନ୍ତ୍ର ଦିବସ । ଏ ନେଇ ଦେଶବ୍ୟାପି ହେଉଛି ପାଳିତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟରରେ ଏହି ଶୁଭେଚ୍ଛା ବାର୍ତା…
Read More...

ଆଜି ୭୧ତମ ଗଣତନ୍ତ୍ର ଦିବସ; ବିଭିନ୍ନ ସ୍ଥାନରେ ହେଉଛି ପାଳିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୧ତମ ଗଣତନ୍ତ୍ର ଦିବସ । ଦେଶର ରାଜଧାନୀ ନୂଆଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ଏହି ଉତ୍ସବ ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିରକ୍ଷା…
Read More...

୧୦ ଓଡିଆଙ୍କୁ “ପଦ୍ମଶ୍ରୀ’ ସମ୍ମାନ, ସାହିତ୍ୟିକ ମନୋଜ ଦାସଙ୍କୁ ‘ପଦ୍ମ ଭୂଷଣ’

ନୂଆଦିଲ୍ଲୀ:   ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଦେଶର ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧି  ଲାଗି ବିଶିଷ୍ଠ ବ୍ୟକ୍ତି ମାନଙ୍କ ତାଲିକା ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇଁ ଘୋଷଣା…
Read More...

ସାଧାରଣ ନିର୍ବାଚନ ସୁପରିଚାଳନା ଲାଗି ରାଜ୍ୟ ସରକାରଙ୍କ ସଚିବ ସୁରେନ୍ଦ୍ର କୁମାରଙ୍କୁ ରାଷ୍ଟ୍ରପତିଙ୍କ ପୁରସ୍କାର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ପାଇଁ ଓଡ଼ିଶାର ତତ୍କାଳୀନ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବର୍ତମାନର ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର…
Read More...

ବିମାନବନ୍ଦର ଛାତ ଭୁଷୁଡିବା ଘଟଣାରେ ବିଜେପିର ମନ୍ତବ୍ୟ ହାସ୍ୟାସ୍ପଦ : ବିଜେଡି

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦର ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ବିଜେଡି ଦେଇଥିବା ମନ୍ତବ୍ୟକୁ ବିଜେପି ଠିକଣା ଭାବେ ବୁଝିପାରୁ ନାହିଁ । ଅଭ୍ୟାସଗତ ଭାବେ ବିଜେପି ଦୁର୍ଘଟଣାକୁ ନେଇ ରାଜନୀତି କରିବା…
Read More...

କରୋନା ଭାଇରସ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସ ବ୍ୟାପିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ।…
Read More...

ଜନସାଧାରଣ ହିଁ ଗଣତନ୍ତ୍ରର ବାସ୍ତବ ଶକ୍ତି -ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ

ନୂଆଦିଲ୍ଲୀ : ଜନସାଧାରଣ ହିଁ ଗଣତନ୍ତ୍ରର ବାସ୍ତବ ଶକ୍ତି । ଲୋକମାନେ ଆମ ଗଣତନ୍ତ୍ରର ମୁଖ୍ୟ ମୂଲ୍ୟବୋଧ ବିବିଧତା ଓ ସମାନତାକୁ ରକ୍ଷା କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ୭୧ ଗଣତନ୍ତ୍ର ଦିବସର…
Read More...

ଭାରତ ଏବଂ ବ୍ରାଜିଲର ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ଠାରେ ଶନିବାର ବ୍ରାଜିଲର ରାଷ୍ଟ୍ରପତି ଜେଏର୍ ବୋଲସୋନାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ-ବ୍ରାଜିଲ ସମ୍ମିଳନୀ ବୈଠକ ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ଯଥା…
Read More...

କରୋନା ଭାଇରସ ଭୟ : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି

ଭୁବନେଶ୍ବର :  ଘାତକ କରୋନା ଭାଇରସ ବ୍ୟାପୁଥିବାବେଳେ ଏହାକୁ ମୁକାବିଲା କରିବା ଲାଗି ରାଜ୍ୟ ସରକାର ନିର୍ଦେଶାବଳୀ ଜାରି କରିଛନ୍ତି । ଏନେଇ ସ୍ବାଶ୍ଥ୍ୟ ବିଭାଗ ପକ୍ଷରୁ ୯ଟି ବିଷୟରେ ଆଡଭାଇଜରି ଜାରି କରିଛି ସ୍ବାସ୍ଥ୍ୟ ବିଭାଗ…
Read More...