SCB ମେଡିକାଲ କଲେଜ ଓ ହସପିଟାଲ୍ ପୁନର୍ବିନ୍ୟାସ୍ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟ ମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : କଟକ ଏସ୍ ସିବି ମେଡିକାଲ୍ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଏସସିବିର ପୁନର୍ବିନ୍ୟାସ୍ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ୟାକେଜ୍ ଅନୁଯାୟୀ …
Read More...

ତୁର୍କୀରେ ଭୂମିକମ୍ପ: ୧୮ ମୃତ, ୫୫୦ ଆହତ

ଆଙ୍କରା: ପୂର୍ବ ତୁର୍କୀରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ସର୍ବାଧିକ ତୀବ୍ରତା ୬.୮ ରହିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ କୋଠା ଭୁଷୁଡି ପଡିବାରୁ ୧୮ ଜଣ ଲୋକ…
Read More...

ଭୁଶୁଡିଲା ଭୁବନେଶ୍ବର ବିମାନବନ୍ଦର ଛାତ; ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ୱର: ଭୁଶୁଡିଲା ବିମାନବନ୍ଦର ଛାତ । ଭୁବନେଶ୍ବର ବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନବନିର୍ମିତି…
Read More...

ଭାଙ୍ଗିଲା କଲେଜ ପରିଚାଳନା କମିଟି, ଉପଜିଲ୍ଲାପାଳ ହେବେ କମିଟି ସଭାପତି

ଭୁବନେଶ୍ବର: ଭାଙ୍ଗିଲା ସମସ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି । କମିଟିରୁ ବିଧାୟକଙ୍କୁ ହଟାଇ ଦିଆଯାଇଛି । ଓଡିଶା ଶିକ୍ଷା ଆଇନ ୧୯୬୯ ବଳରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ତେବେ…
Read More...

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ତ୍ୱରିତ କ୍ରିୟାନ୍ୱୟନରେ ସହାୟକ ହେବ: ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତବର୍ଷ ‘ପ୍ରଗତି’ର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କରି ଏହି ପ୍ରକଳ୍ପକୁ ଗତିଶୀଳ କରିବା ପାଇଁ ପଦକ୍ଷେପ ନେଇଥିବାରୁ…
Read More...

ବଦଳିଲା “ମନ୍ କି ବାତ୍‌” ପ୍ରସାରିତର ସମୟ; ଜାଣନ୍ତୁ କେତେବେଳେ ହେବ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ମନ୍ କି ବାତ୍‌” କାର୍ଯ୍ୟକ୍ରମର ପ୍ରସାରଣ ସମୟ ପରିବର୍ତନ ହୋଇଛି । ତେବେ ଏଥର ଏହି କାର୍ଯ୍ୟକ୍ରମ ଦିନ ୧୧ଟା ପରିବର୍ତେ ସନ୍ଧ୍ୟା ୬ଟାରେ ପ୍ରସାରିତ ହେବ । ଜାନୁୟାରୀ ମାସରେ…
Read More...

ରାଜ୍ୟ ସରକାରଙ୍କର ନିଷ୍ପତ୍ତି: ଏପ୍ରିଲ୧ରୁ ଘଣ୍ଟାଏରେ ମିଳିବ ଜମି ପଟ୍ଟା

ଭୁବନେଶ୍ୱର : ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆସନ୍ତା ଏପ୍ରିଲ ପହିଲାରୁ ମାତ୍ର ଏକ ଘଣ୍ଟା ମଧ୍ୟରେ ଜମିର ପଟ୍ଟା ମିଳିବ । ଜମି ରେଜଷ୍ଟେସନ ଦିନ ହିଁ ସବୁ ଜମିବାଡ଼ି…
Read More...

ଭାରତ-ନ୍ୟୁଜିଲାଣ୍ଡ ଟି-୨୦: ୬ ୱିକେଟରେ ଜିତିଲା ଭାରତ

ଅକଲାଣ୍ଡ: ସ୍ଥାନୀୟ ଇଡେନ ପାର୍କରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୬ ୱିକେଟରେ ବାଜିମାତ୍ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦୩ ରନ କରିଥିଲା । ଏହାକୁ ପିଛା କରି ଭାରତ ୧୯ ଓଭରରେ ୪ ୱିକେଟ ହରାଇ…
Read More...

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଭଦ୍ରକ: ଆଜି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ରାଉତଙ୍କର ପରଲୋକ ହୋଇଛି। ସେ ଭୁବନେଶ୍ବରର କେୟାର ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।…
Read More...

ବିଜେବି କଲେଜରେ ୬୦୦ ଓ ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରାବାସ-ଛାତ୍ରୀ ନିବାସ ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେବି କଲେଜର ନବୀକରଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବା ସହ ନୂତନ କ୍ୟାଂଟିନର ଉଦଘାଟନ କରିଛନ୍ତି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରି ଅରୁଣ ସାହୁ ଓ ଭିନ୍ନକ୍ଷମ…
Read More...