ଫାଶୀ ପୂର୍ବରୁ ଦୋଷୀଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଲେ ଜେଲ କର୍ତୃପକ୍ଷ

ନୂଆଦିଲ୍ଲୀ: ଫେବୃଆରି ୧ରେ ଫାଶୀ ପାଇବେ ନିର୍ଭୟା ୪ ଦୋଷୀ । ଏହା ପୂର୍ବରୁ ତିହାର ଜେଲ କର୍ତୃପକ୍ଷ ୪ ଦୋଷୀଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଛନ୍ତି ।ଜାନୁଆରି ୨୩ ତାରିଖ ଦିନ ତିହାର ଜେଲ୍‌ ପ୍ରଶାସନର ଅଧିକାରୀମାନେ…
Read More...

ଭାରତ-ନ୍ୟୁଜିଲାଣ୍ଡ ଟି-୨୦: କୋହଲିଙ୍କ ବୋଲିଂ ନିଷ୍ପତି

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଇଡେନ ପାର୍କରେ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚ ହୋଇଥିବାରୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛନ୍ତି । ଟସ…
Read More...

ସାଧାରଣତନ୍ତ ଦିବସ; କିଏ କେଉଁଠାରେ ଉଡାଇବେ ପତାକା ଜାଣନ୍ତୁ……

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତୋଳନ ସେନେଇ ଗୃହ ବିଭାଗର ନିଷ୍ପତି ପରେ ପ୍ରକାଶ ପାଇଛି ଚୂଡାନ୍ତ ତାଲିକା । ଭୁବନେଶ୍ବରରେ ରାଜ୍ୟପାଳ ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ ଏବଂ…
Read More...

ଜେଲରୁ ବାହାରିଲେ ପୁଞ୍ଜିଲାଲ

ବଲାଙ୍ଗୀର: ଜେଲରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ତାଙ୍କୁ ଗତ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସର୍ତମୂଳକ ଅନ୍ତରୀଣ ଜାମିନ୍ ଦେବା ପରେ ସେ ଜେଲରୁ ବାହାରିଛନ୍ତି।…
Read More...

ପୁଣିଥରେ ପରଦାକୁ ଫେରିବେ ଏହି ରୋମାଂଟିକ୍ ଯୋଡି

ମୁମ୍ୱାଇ: ଶାହାରୁଖ୍ ଖାନ୍ ଙ୍କ ହାତରେ ଏବେ କୌଣସି ଫିଲ୍ମ ନ ଥିଲେ ବି ମଧ୍ୟ ସେ ଭାବି ଚିନ୍ତି କାମ କରିବାକୁ ମନ ସ୍ଥିର କରିଛନ୍ତି । କାରଣ ଲଗାତାର ଫିଲ୍ମ ଫ୍ଲପ ହେବା ପରେ ସେ ଏଭଳି ନିଷ୍ପତି ନେଇଛନ୍ତି । ଏଥିପାଇଁ ତାଙ୍କ…
Read More...

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଳଜୋନାରୋ । ଜାନୁଆରି ୨୪ ରୁ ୨୭ ତାରିଖ ଯାଏଁ ସେ ଭାରତ ଗସ୍ତରେ ରହିବେ। ବୋଲ୍‌ଜୋନାରୋଙ୍କ ସହ ଆସୁଛନ୍ତି ୮ଜଣ ମନ୍ତ୍ରୀ,…
Read More...

ଭିଆଇପି ଗ୍ୟାଲେରିରେ ବସି ଦିଲ୍ଲୀର ପରେଡ୍ ଦେଖିବେ ୨ ସାନ୍ତାଳୀ ଆଦିବାସୀ

ନୂଆଦିଲ୍ଲୀ: ଏଥର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଭିଆଇପି ଗ୍ୟାଲେରିରେ ବସି ମୟୁରଭଞ୍ଜ ଜିଲ୍ଲାର ୨ ସାନ୍ତାଳୀ ଆଦିବାସୀ ଦେଖିବେ ପରେଡ୍ । ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକ୍ ଅଧୀନସ୍ଥ ଧାନଘେରା ଗ୍ରାମପଂଚାୟତର…
Read More...

୧ ରୁ ଖଣ୍ଡଗିରି ମେଳା

ଭୁବନେଶ୍ୱର: ଫେବୃଆରୀ ୧ ରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଥିବାବେଳେ ୫ ରୁ ଆରମ୍ଭ ହେବ ଯାତ୍ରା । ଏଥର ଖଣ୍ଡଗିରି ଯାତ୍ରାରେ ୧୨ଟି ଯାତ୍ରା ମଇଦାନକୁ ଓହ୍ଲାଇବାକୁ ଥିବାବେଳେ ୬ଟି ସ୍ଥାନରେ ଯାତ୍ରା ମଂଚସ୍ଥ ହେବ ।ମାତ୍ର…
Read More...

କଳ୍ପନା ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ

ଭୁବନେଶ୍ବର: କଳ୍ପନା ଫଳ ଭେଣ୍ଡି ଜୋନରେ ଭୟଙ୍କର ଅଗ୍ନିକାଣ୍ଡ। ସମ୍ପୂର୍ଣ୍ଣ ପାଉଁଶ ହୋଇଛି ମା’ ତାରିଣି ଭେଣ୍ଡିଂ ଜୋନ। ଗୁରୁବାର ବିଳମ୍ବିତ ରାତିରେ ହଠାତ କଳ୍ପନା ଫଳ ଭେଣ୍ଡି ଜୋନରେ ହୁ ହୁ ହୋଇ ନିଆଁ ଲାଗିଥିବାର ଖବର…
Read More...

୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗିର:  ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଗଠନ ନେଇ ଓକିଲମାନେ ଦୀର୍ଘଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ସମସ୍ତ ବାରର ଓ ଓକିଲ…
Read More...