National ସୁରକ୍ଷାବଳଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ OPA Jan 12, 2020 0 ପୁଲୱାମା: ଭାରତୀୟ ସେନାଙ୍କ କଡା କାର୍ଯ୍ୟାନୁଷ୍ଠାନରେ ଟଳିଲେ ୨ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ । ଯେଉଁଥିରେ… Read More...
Odisha ବାଲୁକାକଳାରେ ସୁଦର୍ଶନଙ୍କ ‘ଭୋଟ୍ ଫର ରାନୀ’ OPA Jan 12, 2020 0 ପୁରୀ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କୁ ଭୋଟ ଦେବା ଲାଗି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ କଳାକୃତି ତିଆରି କରିଛନ୍ତି । ସୂଚନାଥାଉକି ରାନୀ ୨୦୧୯ ଓ୍ବାର୍ଲ୍ଡ… Read More...
Politics ଜାନୁଆରୀ ୧୯ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜେ ପି ନଡ୍ଡା! OPA Jan 12, 2020 0 ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ୧୯ ତାରିଖରେ ଦାୟିତ୍ୱ ନେଇପାରନ୍ତି ଜେ ପି ନଡ୍ଡା ବୋଲି ସୂଚନା ମିଳିଛି । ଏବେ ସେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅଛନ୍ତି ।ସୂଚନାଯୋଗ୍ୟ, ବିଜେପିର ରାଷ୍ଟ୍ରୀୟ… Read More...
Odisha ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ପରଲୋକ OPA Jan 12, 2020 0 ଭୁବନେଶ୍ୱର: ସୁନ୍ଦରଗଡର ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ବଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ… Read More...
National ଆଜି ଜାତୀୟ ଯୁବ ଦିବସ OPA Jan 12, 2020 0 ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦଙ୍କୁ ଯୁବ ଶକ୍ତିର ପ୍ରତୀକ ଭାବେ କୁହାଯାଏ ।ତେବେ ତାଙ୍କର ଆଜି ଜୟନ୍ତୀ୍କୁ ପ୍ରତିବର୍ଷ ଯୁବ ଦିବସ ରୂପେ ପାଳନ କରାଯାଏ ।ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମ ଜାତୀୟ ଯୁବ ଦିବସ ପାଳନ… Read More...
National ମହାରାଷ୍ଟ୍ରର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୮ମୃତ OPA Jan 12, 2020 0 ମୁମ୍ବାଇ: ଗତକାଲି ମହାରାଷ୍ଟ୍ରର ବୋଇସାରଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଯାହାଫଳରେ ୮ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।ଆଙ୍କ ଫାର୍ମାର ଏହି ନିର୍ମାଣାଧୀନ ପ୍ଲାଂଟ ମହାରାଷ୍ଟ୍ର… Read More...
National ମୋଦିଙ୍କୁ ଭେଟିବା ପରେ ଅଡୁଆରେ ମମତା OPA Jan 12, 2020 0 କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିବା ପରେ ଅଡୁଆରେ ପଡିଛନ୍ତି । ଶନିବାର ସନ୍ଧ୍ୟାରେ ଯୁବ ସଂଗଠନର ଧାରଣାସ୍ଥଳରେ ଏହାକୁ ନେଇ କିଛି ବାମପନ୍ଥୀ ଛାତ୍ରଛାତ୍ରୀ… Read More...
National କାଶ୍ମୀରରେ ୨ ଆତଙ୍କବାଦୀ ସହ ଜଣେ ଡିଏସପି ଗିରଫ OPA Jan 12, 2020 0 ଅନନ୍ତନାଗ: କାଶ୍ମୀରର କୁଲଗାମ ଜିଲ୍ଲାରେ ୨ଜଣ ଆତଙ୍କବାଦୀଙ୍କ ସହ ଜଣେ ପୋଲିସ ଡେପୁଟି ସୁପରିଂଟେଣ୍ଡେଂଟ(ଡିଏସପି) ଜମ୍ମୁ-କାଶ୍ମୀର ପୋଲିସ ହାତରେ ଗିରଫ ହୋଇଥିବା ଜଣାପଡିଛି ।ଡିଏସ୍ପି ସହ ତାଙ୍କ ମାରୁତି କାର୍ରେ ଦୁଇ… Read More...
Odisha ପୁଣି ଫେରିଲା ଶୀତ: ଆସନ୍ତାକାଲି ଯାଏଁ ରାଜ୍ୟରେ ରହିବ ଥଣ୍ଡା OPA Jan 12, 2020 0 ଭୁବନେଶ୍ୱର: ପୁଣିଥରେ ଶୀତ ଲେଉଟିଛି । ଆଜି ରାଜ୍ୟର ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ରହିଥିବା ଜଣାପଡିଛି । ସୋନପୁରରେ ସର୍ବନିମ୍ନ ତାପମାତ୍ରାରେ ୬.୮ ଡିଗ୍ରୀ ରହିଥିବାବେଳେ ଅଭ୍ୟନ୍ତରୀଣ ଓ ଉତର ଓଡ଼ିଶାରେ ପ୍ରବଳ… Read More...
Entertainment ଆଜି ପରଦାରେ ରିଲିଜ୍ ହେଉଛି “ବାବୁ ଭାଇଜାନ୍” OPA Jan 12, 2020 0 ଭୁବନେଶ୍ୱର: ଆଜି ପରଦାରେ ରିଲିଜ୍ ହେଉଛି ଓଡ଼ିଆ ଫିଲ୍ମ “ବାବୁ ଭାଇଜାନ୍” । ଏକ ସତ୍ୟ ଘଟଣା ଉପରେ ଆଧାରିତ ହେଉଛି ଏହି ଫିଲ୍ମର କାହାଣୀ । ଏହି ଫିଲ୍ମ ଜରିଆରେ ଦୀର୍ଘ ଦେଢ଼ ବର୍ଷ ପରେ ପରଦାକୁ ଫେରୁଛନ୍ତି ଅରିନ୍ଦମ ରାୟ । ଏହି… Read More...