National ବିପିନ ରାୱତ୍ ହେଲେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ OPA Dec 30, 2019 0 ନୂଆଦିଲ୍ଲୀ: ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତ୍ ହେଲେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ(ସିଡିଏସ୍) । ଆଜି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି । ସେନାମୁଖ୍ୟ ଭାବେ ଜେନେରାଲ ରାୱତ୍ ୩ବର୍ଷର କାର୍ଯ୍ୟକାଳ ଶେଷ… Read More...
Odisha ନୂଆବର୍ଷ ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର OPA Dec 30, 2019 0 ପୁରୀ : ଆଉ ମାତ୍ର ଗୋଟିଏ ଦିନ ପରେ ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ପୁରୀରେ ଏବେଠାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି।ନୂଆ ବର୍ଷ ନିମନ୍ତେ… Read More...
Odisha ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ OPA Dec 30, 2019 0 ଜଗତସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ସେସୁର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।ଆଜି ସକାଳେ ଦିପ୍ତୀ ପ୍ରକାଶଙ୍କ… Read More...
Odisha ୧ ରୁ ବର୍ଷିବ, ୩ରୁ ଥରେଇବ OPA Dec 30, 2019 0 ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଶୀତର ମାତ୍ରା ଏତେ ରହିଛି ଯେ, ଲୋକମାନେ ଘରୁ ମଧ୍ୟ ବାହାରିବା ହୋଇଯାଇଛି ଅସମ୍ଭବ । କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହାର ମାତ୍ରା ଆହୁରି ବଢ଼ିବ ବୋଲି ଜଣାପଡିଛି ।… Read More...
Odisha ମହାପ୍ରଭୁଙ୍କୁ ଦର୍ଶନ କେଲ ଗଜପତି ମହାରାଜ; ସାଙ୍ଗରେ ଥିଲେ ଝିଅ, ଜ୍ୱାଇ ଓ ପରିବାରବର୍ଗ OPA Dec 30, 2019 0 ପୁରୀ: ଗଜପତି ମହାରାଜ ଆଜି ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ଦର୍ଶନରେ ମହାରାଜଙ୍କ ସହ ଝିଅ, ଜ୍ୱାଇଁ ସମେତ ନାତୁଣୀ, ସମୁଦି ଓ ସମୁଦୁଣୀ ମଧ୍ୟ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା… Read More...
Odisha ଶୀତରେ ଥରୁଛି ଓଡ଼ିଶା; ଆଜି ବି ସବୁଠାରୁ ଥଣ୍ଡା ସହର ସୋନପୁର OPA Dec 30, 2019 0 ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା । ଚାରିଆଡେ ଶୀତର ପରିମାଣ ଏତେ ମାତ୍ରାରେ ରହିଛି ଯେ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଭଳି ଆଜିର ସ୍ଥିତି ମଧ୍ୟ ସମାନ ରହିଥିଲା । ଆଜି ୧୦ଟି ସହରରେ ତାପମାତ୍ରା ୧୦… Read More...
Odisha ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡିବ ବିମାନ OPA Dec 30, 2019 0 ଭୁବନେଶ୍ୱର: ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡିବ ବିମାନ । ଫଳରେ ଗୁଜୁରାଟରେ ରହୁଥିବା ପ୍ରବାସୀ ଓଡ଼ିଆ ଯାତାୟତରେ କୌଣସି ଅସୁବିଧା ରହିବ ନାହିଁ । ଏନେଇ ବେସାମରିକ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ୱିଟ ଯୋଗେ ସୂଚନା… Read More...
Entertainment ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଂଟିଆଙ୍କ ପରଲୋକ OPA Dec 30, 2019 0 ଭୁବନେଶ୍ୱର: ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ପୂର୍ଣ୍ଣ ଖୁଂଟିଆଙ୍କର ଆଜି ପରଲୋକ ଘଟିଛି । ଭୋର ୩ଟାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।ପରିବାର… Read More...
National କୋଟା ହସ୍ପିଟାଲ୍ରେ ଶିଶୁ ମଡ଼କ: ପରିଦର୍ଶନ କଲେ ବାଚସ୍ପତି ଓମ୍ ବିର୍ଲା OPA Dec 29, 2019 0 କୋଟା: ଲୋକସଭା ବାଚସ୍ପତି ଓମ୍ ବିଲ୍ଲା ଆଜି ରାଜସ୍ଥାନର କୋଟା ଠାରେ ଥିବା ଜେ.କେ ଲୋନ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହି ହସ୍ପିଟାଲରେ ଶିଶୁ ମଡକ ଘଟଣା ସାମ୍ନାକୁ ଆସିବା ପରେ ସେ ହସ୍ପିଟାଲ ପରିଦର୍ଶନ କରିଛନ୍ତି ।… Read More...
National ଜାନୁଆରି ୧୦ରେ ମୋଦିଙ୍କ ଆସାମ ଗସ୍ତକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଲା ଆସାମ ଛାତ୍ରସଂଘ OPA Dec 29, 2019 0 ଗୌହାଟୀ: ଜାନୁଆରି ୧୦ରେ ଆସାମରେ ହେବାକୁ ଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଅଛି । ତେବେ ଏହା ପୂର୍ବରୁ ଆସାମ ଛାତ୍ରସଂଘ(ଏଏଏସୟୁ) ମୋଦିଙ୍କ ଗସ୍ତ ଦିନ ବଡ଼ ଧରଣର ବିକ୍ଷୋଭ… Read More...