National ହଟାଯାଉ ମୋର ସୁରକ୍ଷା OPA Dec 28, 2019 0 ମୁମ୍ୱାଇ: ସମାଜସେବୀ ଆନ୍ନା ହଜାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ନିଜକୁ ମିଳିଥିବା Z+ ସୁରକ୍ଷା ଫେରାଇ ନେବାକୁ ଅପିଲ କରିଛନ୍ତି । ଚିଠିରେ ଆନ୍ନା ହଜାରେ ଲେଖିଛନ୍ତି… Read More...
Odisha ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇଥିବା ୩ ଭଉଣୀଙ୍କ ମୃତ୍ୟୁ OPA Dec 28, 2019 0 ବ୍ରହ୍ମପୁର:ଗଞ୍ଜାମ ଦିଗପହଣ୍ଡିରେ ଅଭାବନୀୟ ଘଟଣା। ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ୩ ଭଉଣୀଙ୍କ ମୃତ୍ୟୁ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ତିନି ଭଉଣୀ। ଏହି ୩ ଭଉଣୀ ହେଲେ… Read More...
Odisha ଜିରୋ ନାଇଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି OPA Dec 28, 2019 0 ଭୁବନେଶ୍ୱର: ଆସୁଛି ନୂଆବର୍ଷ। ନୂଆବର୍ଷ ଜିରୋ ନାଇଟ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ସ୍ମାର୍ଟସିଟିରେ ଆରମ୍ଭ ହୋଇଛିସାରିଛି ପ୍ରସ୍ତୁତି । ଜିରୋ ନାଇଟ ସେଲିବ୍ରେସନରେ ଯେପରି କୈାଣସି ସମସ୍ୟ ନ ହୁଏ; ସେଥିପାଇଁ… Read More...
Odisha ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ; ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵରେ ସମ୍ବିଧାନ ବଞ୍ଚାଅ ରାଲି OPA Dec 28, 2019 0 ଭୁବନେଶ୍ଵର: କଂଗ୍ରେସର ଆଜି ୧୩୫ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଓଡିଶା କଂଗ୍ରେସ ପକ୍ଷରୁ ଆଜି ରାଲି ଅନୁଷ୍ଠିତ ହୋଇଛି। ସିଏଏକୁ ବିରୋଧ କରି ସମ୍ଵିଧାନ ବଞ୍ଚାଅ, ଭାରତ ବଞ୍ଚାଅ ବାର୍ତ୍ତା ଦେଇ ରାଲି ହେଉଛି। କଂଗ୍ରେସ… Read More...
National ସିଏଏ ହିଂସାକୁ ନେଇ କ୍ଷତିପୂରଣ ରାଶି ମାଗିବା ପୂର୍ବରୁ ପ୍ରଶାସନକୁ ୬ ଲକ୍ଷ ଟଙ୍କା ଦେଲେ ଜନତା OPA Dec 28, 2019 0 ବୁଲନ୍ଦଶହର: ନାଗରିକତା ଆଇନକୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଯୋଗୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କ୍ଷତିପୂରଣ ରାଶି ପାଇଁ ହିଂସା ଘଟାଇଥିବା ଲୋକଙ୍କୁ ନୋଟିସ ପଠାଇଛି… Read More...
Odisha ବିବାଦୀୟ ମନ୍ତବ୍ୟକୁ ନେଇ ଉତ୍ତର ରଖିଲେ ପ୍ରଦୀପ ମାଝୀ OPA Dec 28, 2019 0 ଭୁବନେଶ୍ୱର: “ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାରୀମାନଙ୍କ ଇଜ୍ଜତ ଲୁଟ୍ ହେଉଛି। ତେଣୁ ଧୈର୍ଯ୍ୟଚ୍ୟୁତ ହେବାରୁ ଏଭଳି ମନ୍ତବ୍ୟ ଦେଇଥିଲି । ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି।” ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ବେଳେ… Read More...
Odisha କିଡ୍ନି ଚୋରି ମାମଲା; ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିସନଙ୍କ… OPA Dec 28, 2019 0 ଭୁବନେଶ୍ୱର: କିଡ୍ନି ଚୋରି ମାମଲାରେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଆପୋଲୋ ବିରୋଧରେ… Read More...
Odisha ଆଜିଠୁ ସବୁଦିନ ଚାଲିବ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ OPA Dec 28, 2019 0 ଭୁବନେଶ୍ୱର: ରେଳଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୮ରୁ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ(୧୮୧୧୭/୧୮୧୧୮)କୁ ସପ୍ତାହର ସବୁଦିନ ଚଳାଚଳ କରିବା ନେଇ ସ୍ଥିର… Read More...
National ମୁମ୍ବାଇରେ ଅଗ୍ନିକାଣ୍ଡ; ୨ ମୃତ OPA Dec 28, 2019 0 ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଗତକାଲି ରାତିରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା… Read More...
National ଫେବୃୟାରୀ ଯାଏଁ ଅଯୋଧ୍ୟାରେ ୧୪୪ ଧାରା OPA Dec 28, 2019 0 ଅଯୋଧ୍ୟା: ନାଗରିକତା ସଂଶୋଧନ ଆଇନକୁ ଦେଶର କୋଟି କୋଟି ଜନତା ସମର୍ଥନ ଜଣାଉଥିବା ବେଳେ କିଛି ସ୍ଥାନରେ ଏହାକୁ ବିରୋଧ କରାଯାଉଛି । ଉତ୍ତର ପ୍ରଦେଶ ବ୍ୟତୀତ ଜାତୀୟ ରାଜଧାନୀର ଜାମିୟା ନଗରରେ ମଧ୍ୟ ନାଗରିକତା ଆଇନକୁ ବିରୋଧ… Read More...