ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଗଡିବ ୨ୟ ତେଜସ୍ ଏକ୍ସପ୍ରେସ୍

ମୁମ୍ବାଇ: ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୨ୟ ତେଜସ୍ ଏକ୍ସପ୍ରେସ୍ ଚଳାଚଳ ହେବ । ତେବେ ଜାନୁଆରି ୧୭ରୁ ଏହି ଟ୍ରେନ୍ ଗଡିବ ବୋଲି ପଶ୍ଚିମ ରେଳବାଇର ମୁଖ୍ୟ ପ୍ରବକ୍ତା ରବିନ୍ଦର ଭାକଡ଼ କହିଛନ୍ତି।ତେବେ ବାଣିଜ୍ୟିକ ଚଳାଚଳ…
Read More...

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି ସାଜ୍ଜସଜ୍ଜା; ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା

ପୁରୀ: ଆଉ କେଇଟି ଦିନରେ ନୂଆବର୍ଷ । ତେବେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ସମୟରେ ଶ୍ରୀମନ୍ଦିରରେ ପର୍ଯ୍ୟଟକମାନଙ୍କର ଭିଡ ଦେଖିବାକୁ ମିଳିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ସହ କିଭଳି ପର୍ଯ୍ୟଟକମାନେ ଠିକ୍…
Read More...

ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା

ଭୁବନେଶ୍ୱର : ଏଣିକି ରାଜ୍ୟର ସବୁ ଜିଲ୍ଲାରେ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା  କାର୍ଯ୍ୟକାରୀ ହେବ। ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର…
Read More...

ଆଜି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ହେମନ୍ତ ସୋରେନ

ରାଂଚି : ଆଜି  ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିବେ । ତାଙ୍କୁ ରାଜ୍ୟପାଳ ଦୌପଦୀ ମୁର୍ମୁ ଶପଥ ଗ୍ରହଣ କରାଇବେ । ଶପଥ ଗ୍ରହଣ ପାଇଁ ଝାଡ଼ଖଣ୍ଡର ରାଜଧାନୀ…
Read More...

ଇଜିପ୍ଟରେ ବସ୍ ଦୁର୍ଘଟଣା;୧୬ ଭାରତୀୟ ଆହତ

ନୂଆଦିଲ୍ଲୀ:ଇଜିପ୍ଟର ଆଇନ୍ ସୋଖନାଠାରେ ଏକ ବସ୍ ଦୁର୍ଘଟଣାରେ ୧୬ ଜଣ ଭାରତୀୟ ଆହତ ହୋଇଛନ୍ତି । ଆହତ ପର୍ଯ୍ୟଟକମାନେ ସୁଏଜ୍‌ ସିଟି ଏବଂ କାଇରୋରେ ଥିବା ଡାକ୍ତରଖାନାମାନଙ୍କରେ ଭର୍ତି ହୋଇଛନ୍ତି। ଦୂତାବାସ କର୍ମଚାରୀମାନେ…
Read More...

ରାଜନୀତିକୁ ଆସିପାରନ୍ତି ସୁରଙ୍କ ପୁଅ !

ଭୁବନେଶ୍ୱର: ଯିଏ ପିଲାଦିନରୁ ରାଜନୀତିରେ କେବେ ବି ପାଦ ଦେବନି କହୁଥିଲେ, ସେ ଏବେ ସେହି ରାସ୍ତାରେ ବାଟ ଚାଲିବାକୁ ଇଚ୍ଛା କରିଥିବା ଆଶା କରାଯାଉଛି ।ବାପାଙ୍କ ବୟସ ହୋଇଗଲାଣି । ଯଦି ବାପା ଆମକୁ କହିବେ, ଓଡ଼ିଶାକୁ…
Read More...

ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ,ଏଣିକି ମୋବାଇଲ୍ ଆପ୍ ମାଧ୍ୟମରେ ଜମି ଖଜଣା, ଅନଲାଇନରେ ମିଳିବ ସାର୍ଟିଫିକେଟ୍

ଭୁବନେଶ୍ୱର : ଏଣିକି ମୋବାଇଲ ଆପ୍ ମାଧ୍ୟମରେ ଘରେ ବସି ଜମିଜମା ଖଜଣା ପୈଠ କରି ପାଉତି ହାସଲ କରିହେବ। ତହସିଲ ଅଫିସ୍ ନଦୌଡ଼ି ସ୍ୱଘୋଷିତ(ସେଲଫ୍ ସାର୍ଟିଫିକେସନ) ତଥ୍ୟ ମାଧ୍ୟମରେ ମାଗଣାରେ ଆୟ ଓ ବାସସ୍ଥାନ ସାଟିଁଫିକେଟ୍ ମଧ୍ୟ…
Read More...

ଧନୁଯାତ୍ରା ଓ ବରଗଡ ଭୌଗଳିକ ଦୃଷ୍ଟିପଟ

ବରଗଡ,(ପ୍ରଭାତ ତ୍ରିପାଠୀ): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାପୌରାଣିକ କଥାବସ୍ତୁକୁନେଇ ଖୋଳାରଙ୍ଗମଞ୍ଚରେନାଟକ ହେଲେ ମଧ୍ୟ ଖାଳି ଚରିତ୍ର ନୁହେଁ ସ୍ଥାନ ମଧ୍ୟ ଏଠି ନାଟକୀୟ ରୂପ ନିଏ । ବରଗଡ ସହର ମଧୁରା ନଗରୀ ହେଲେ…
Read More...

ଏକାମ୍ର କ୍ଷେତ୍ର ପାଇଁ ଆଉ ୫କୋଟି ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବା ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ପ୍ୟାକେଜରେ ଲିଙ୍ଗରାଜ ମନ୍ଦିରର ବିକାଶ…
Read More...