ବିଗ୍ ବିଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ

ନୂଆଦିଲ୍ଲୀ: ଆଜି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଗ୍ ବିଙ୍କୁ ପ୍ରଦାନ କରିଛନ୍ତି । ସମ୍ମାନିତ ହେବା ପରେ ବିଗ୍ ସମସ୍ତଙ୍କୁ…
Read More...

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍

ରାଂଚି: ଆଜି ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍ । ରାଜ୍ୟପାଳ ଦୌପଦୀ ମୁର୍ମୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହେମନ୍ତଙ୍କ ପରେ ମେଂଟ ସରକାରରେ ସାମିଲ ଥିବା…
Read More...

ଭାଙ୍ଗିଲା ନିର୍ମାଣାଧୀନ ରେଳବାଇ ଓଭରବ୍ରିଜ୍

ବାଲେଶ୍ୱର: ଆଜି ବାଲେଶ୍ୱରରୁ ଭଦ୍ରକ ଯିବା ବାଟରେ ପଡୁଥିବା ନିର୍ମାଣାଧୀନ ରେଳବାଇ ଓଭର୍‌ବ୍ରିଜ୍‌ (ଶୋଭାରାମପୁର ଓଭର୍‌ବ୍ରିଜ୍‌ ଭାବେ ସୁପରିଚିତ) ଭାଙ୍ଗି ପଡିଛି । ଫଳରେ ସେ ବାଟେ ଅନିର୍ଦ୍ଦିଷ୍ଟ କାଳଯାଏଁ ସମସ୍ତ ରେଳଗାଡ଼ି…
Read More...

କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣା: ଏସପ୍ଲାନେଡର ୨ ସୁରକ୍ଷାକର୍ମୀ ଗିରଫ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣାରେ ଆଜି ପୋଲିସ ଏସପ୍ଲାନେଡର ୨ ସୁରକ୍ଷାକର୍ମୀଙ୍କୁ ଗିରଫ କରିଛି । ସେମାନେ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ…
Read More...

ଦେଶର ଯୁବବର୍ଗ ଅରାଜକତାକୁ ପସନ୍ଦ କରନ୍ତି ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମନ୍-କୀ-ବାତ୍ କାର୍ଯ୍ୟକ୍ରମରେ ନିକଟରେ ହୋଇଥିବା ସିଏଏ ହିଂସା ବାବଦରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଯଦିଓ ସିଏଏ ବାବଦରେ ସିଧାସିଧା କହିନାହାନ୍ତି ହେଲେ ପରୋକ୍ଷରେ…
Read More...

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକଙ୍କ ବିକ୍ଷୋଭ

ଭୁବନେଶ୍ୱର: ଏସପ୍ଲାନେଡ ମଲରେ ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଦୁର୍ବବ୍ୟବହାର ଏବଂ ମାଡମରା ଘଟଣାକୁ ନେଇ ଆଜି ସାମ୍ବାଦିକମାନେ ଧାରଣାରେ ବସିଛନ୍ତି । ଏହି ଘଟଣାରେ ସାମିଲ ଥିବା ମଲ କର୍ମଚାରୀଙ୍କ ଗିରଫ ସହ କାର୍ଯ୍ୟାନୁଷ୍ଠାନ…
Read More...

ରାଜନୀତି ପରେ ଗୀତ ଗାଇ କମାଲ କରିବେ ବିଧାୟକ ତାରା ବାହିନୀ ପତି

ଭୁବନେଶ୍ୱର: ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନାଁ । ମାତ୍ର ଖବରଟି ସତ । କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କର ଏକ ନୂଆ ରୂପ ଦେଖିବାକୁ ମିଳିବ । ସେ ଏଥର ରାଜନୀତି ପରେ କଳା ଜଗତରେ ପାଦ ଥାପିଛନ୍ତି । ବର୍ତମାନର…
Read More...

ରାଜ୍ୟରେ ଥମୁନି ଶୀତର ପ୍ରକୋପ: ବିଭିନ୍ନ ସ୍ଥାନରେ ତୁଷାରପାତ

ଭୁବନେଶ୍ୱର: ଆଜି ରାଜ୍ୟରେ ଶୀତ ପରିମାଣ କମି ନ ଥିବା ଜଣାପଡିଛି । ଏ ନେଇ କିଛି ସ୍ଥାନରେ ତୁଷାରପାତ ଅନୁଭୁତ ହୋଇଥିବା ମଧ୍ୟ ଜଣାପଡିଛି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗିବାଡ଼ି ଓ ସିମନବାଡ଼ିରେ ତୁଷାରପାତ ହୋଇଛି । …
Read More...

ଉତର ଭାରତରେ ପ୍ରବଳ ଶୀତ; ୬ ରାଜ୍ୟରେ ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ: ଉର ଭାରତରେ ଶୀତର ପରିମାଣ ଥମିବାର ନାଁ ନେଉନି । ଦିନକୁ ଦିନ ଶୀତ ପରିମାଣ ଏତେ ମାତ୍ରାରେ ବଢ଼ୁଛି ଯେ, ସାଧାରଣ ଜୀବନ ଯାପନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପଟେ ଦିଲ୍ଲୀରେ ଏଥର ଶୀତର ମାତ୍ରା…
Read More...

କିଆରାଙ୍କ ଜାଗା ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ:କବୀର ସିଂହର ହିରୋଇନ କିଆରା ଆଡଭାନୀଙ୍କୁ ରିପ୍ଲେସ କଲେ ଧଡକ ଅଭିନେତ୍ରୀ ଜାହ୍ନବୀ କପୁର । ତେବେ ଜାହ୍ନବୀ ଏବେ ତାଭ୍କର ଆଗାମୀ ଫିଲ୍ମ “ଗୁଞ୍ଜନ ସକସେନା: ଦି କାରଗିଲ ଗାର୍ଲ”ର ସୁଟିଂ ଶେଷ କରିଛନ୍ତି । ଏହାପରେ ସେ…
Read More...