ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି ବିହାର ବନ୍ଦ ଡାକରା ଦେଲେ ଆରଜେଡି ନେତା ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆର୍‌ସିକୁ ବିରୋଧ କରି ଆଜି ଆରଜେଡି ନେତା ତେଜସ୍ୱୀ ଯାଦବ ବିହାରରେ ବନ୍ଦ ଡାକରା ଦେଇଛନ୍ତି ।ଏନ୍‌ଆର୍‌ସି କୁ ବିରୋଧ କରି ସେ କହିଛନ୍ତି ଯେ ଯଦି ଏହା ଲାଗୁ କରାଯାଏ…
Read More...

ରୀଜ୍ୟରେ ୨ଦିନ ପ୍ରବଳ ଶୀତ

ଭୁବନେଶ୍ୱର: ଆଜି ଏବଂ ଆସନ୍ତାକାଲି ୨ଦିନ ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ରହିବ । ତାପମାତ୍ରାର ପରିମାଣ ୨ ରୁ ୪ ଡିଗ୍ରୀ ଖସିବା ସହ କିଛିସ୍ଥାନରେ ୫ ଡିଗ୍ରୀକୁ ଖସିଯିବାର ସମ୍ଭାବନା ରହିଛି ।୨୧ ତାରିଖ‌ରେ…
Read More...

ଦିଲ୍ଲୀରେ ଘନକୁହୁଡି: ୪୬ ବିମାନର ଗତପଥ ପରିବର୍ତନ ଓ ୧୭ ଟ୍ରେନ ଚଳାଚଳରେ ବିଳମ୍ବ

ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ୪୬ଟି ବିମାନର ଗତପଥ ପରିବର୍ତନ କରାଯାଇ୍ଥିବାବେଳେ ୧୭ଟି ଟ୍ରେନ ବିଳମ୍ବରେ ଯାତ୍ରା କରିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ…
Read More...

୧୦ଟଙ୍କାରେ ମିଳିବ ବୃହନ ମହାନଗର ନିଗମ କ୍ୟାଂଟିନରେ ମଧ୍ୟାହ୍ନ ଭୋଜନ

ମୁମ୍ବାଇ: ଏଥର ବୃହନ ମହାନଗର ନିଗମ(ବିଏମସି) କର୍ମଚାରୀମାନେ ନିଜ କ୍ୟାଂଟିନରେ ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନର ଲାଭ ଉଠାଇପାରିବେ । ଯେଉଁଥିରେ ସେମାନେ ଭାତ, ଡାଲି ଓ ୨ଟି ତରକାରି ଖାଇପାରିବେ । ବିଏସିର କର୍ମଚାରୀଙ୍କ ସମେତ…
Read More...

ଗର୍ଲି ବୟ-ଦୀପିକାଙ୍କ ରୋମାନ୍ସ

ମୁମ୍ୱାଇ: ଦୀପିକା ପାଦୁକୋନ ଏବେ ନିଜର ଆଗାମୀ ଫିଲ୍ମ “ଛପାକ୍” ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମରେ ଦୀପିକାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ତେବେ ଏହି ଫିଲ୍ମ…
Read More...

ଉତରପ୍ରଦେଶରେ ସିଏଏ ହିଂସା: ଆଜି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତରପ୍ରଦେଶରେ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହି କାରଣରୁ ୬ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମାତ୍ର ପୋଲିସ ହିଂସା କାରଣରୁ ଏହି ମୃତ୍ୟୁ ହୋଇଥିବା…
Read More...

ଭୀମ୍ ଆର୍ମିର ମୁଖ୍ୟଙ୍କୁ ହାଜତକୁ ନେଲା ପୋଲିସ

ନୂଆଦିଲ୍ଲୀ: ଆଜି ସକାଳୁ ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ପୋଲିସ ହାଜତକୁ ନେଇଛି । ତେବେ ସେ ଗତକାଲି ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ । ତେବେ ପୋଲିସ ତାଙ୍କୁ ହାଜତକୁ ନେବା ପାଇଁ…
Read More...

୨୨ ଦିନିକିଆ ମ୍ୟାଚ୍ ପାଇଁ ବାରବାଟୀରେ ଆଜି ଅଭ୍ୟାସ

କଟକ: ୨୨ ତାରିଖରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ବାରବାରଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ଭାରତୀୟ ଖେଳାଳି ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ । ସେହିଭଳି…
Read More...

ଜୟପୁର ସିରିଏଲ ବିସ୍ଫୋରଣ ଘଟଣା: ୪ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ

ଜୟପୁର: ଜୟପୁର ସିରିଏଲ ବିସ୍ଫୋରଣ ଘଟଣାରେ ୪ ଅଭିଯୁକ୍ତଙ୍କୁ ଆଜି ଜୟପୁରର ଏକ ଅଦାଲତ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ବୁଧବାର ଏହି ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଅଦାଲତ ।ପ୍ରକାଶ ଯେ, ୨୦୦୮ ମେ’ ୩୧…
Read More...

ଦିଲ୍ଲୀ, ହରିୟାଣା, ପଞ୍ଜାବ ସମେତ ଉତର ଭାରତରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୫ଟା ୧୨ରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ସମେତ ଉତର ଭାରତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହା ବ୍ୟତୀତ ପଡୋଶୀ ଦେଶ ଆଫଗାନିସ୍ଥାନରେ ମଧ୍ୟ ଏଭଳି ଝଟକା ଅନୁଭୂତ ହୋଇଥିଲା ।୨୫ ସେକେଣ୍ଡ…
Read More...