ଆସାମରେ ଆରମ୍ଭ ହେଲା ଇଂଟରନେଟ୍ ସେବା

ଗୌହାଟୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସାମରେ ଲାଗିଥିବା ହିଂସା କାରଣରୁ ମୋବାଇଲ ଇଂଟରନେଟ୍ ସେବା ବନ୍ଦ କରି ଦିଆଯାଇଥିଲା । ମାତ୍ର ହିଂସାର ପରିସ୍ଥିତି ସ୍ୱାଭାବିକ କାରଣରୁ ପୁନର୍ବାର ଶୁକ୍ରବାର ଅର୍ଥାତ୍ ଆଜି…
Read More...

କ୍ରୀତିଙ୍କୁ ଡେଟ୍ କରୁଛନ୍ତି ପୁଲକିତ୍

ମୁମ୍ବାଇ: କିଛିଦିନ ପୂର୍ବେ ପୁଲକିତ୍ ସମ୍ରାଟଙ୍କ ଫିଲ୍ମ ‘ପାଗଲପନ୍ତୀ’ ରିଲିଜ୍ ହୋଇଛି । ଯେଉଁଥିରେ ପୁଲକିତ୍ ଙ୍କ ଅପୋଜିଟରେ ଥିଲେ କ୍ରୀତି ଖରବନ୍ଧା । ତେବେ ଏହି ଫିଲ୍ମ ସୁଟିଂ ସମୟରେ ଉଭୟଙ୍କ ମଧ୍ରରେ ସମ୍ପର୍କ ବୃଦ୍ଧି…
Read More...

ଝାଡଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି

ରାଂଚି: ଝାଡଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ୨୩୭ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ…
Read More...

ଲକ୍ଷେ୍ନøରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ: ୭୫ ଆହତ, ୧୧୨ ଜଣ ଅଟକ

ଲକ୍ଷେ୍ନø: ଉତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆରମ୍ଭ ହୋଇଛି ହିଂସା । ତେବେ ଏହି ହିଂସାକାଣ୍ଡ ଫଳରେ ୭୫ଜଣ ଆହତ ହୋଇଥିବାବେଳେ ୧୧୨ ଜଣ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି । ଆହତ…
Read More...

ନୂଆଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍‌‌କୁ ସକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତାର ଫାଇନାଲରେ ବିଜୟ ହାସଲ କରିବା ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍‌‌ଙ୍କୁ…
Read More...

ନାଗରିକତା ସଂଶୋଧନ ଆଇନ, ଏକ ସକାରତ୍ମକ ବିଶ୍ଲେଷଣ

 ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ମଧ୍ଯ। ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଲୋକ ଏଠାକୁ ଆସିଛନ୍ତି। ଆମକୁ ଶାସନ କରିଛନ୍ତି। ସମୟକ୍ରମେ ଦୁଃଖଦ ପରିସ୍ଥିତିରେ ଆମ ଦେଶ ବିଭାଜନ ହୋଇଛି ।…
Read More...

ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ବି.ଜେ.ବି କଲେଜ୍‌ରେ ଲ୍ୟାପ୍‌ଟପ୍‌ ବାଣ୍ଟିଲେ ମନ୍ତ୍ରୀ

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କ ସ୍ୱପ୍ନ ଓ ସମ୍ଭାବନାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଯନି ଓ ତତ୍ପରତା ଉଲ୍ଲେଖଯୋଗ୍ୟ ହୋଇଥିବାବେଳେ ବଶ୍ୱ ଶିକ୍ଷା ମାନଚିତ୍ରରେ ଓଡ଼ିଆ ବିଦ୍ୟାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର…
Read More...

ନାଗରିକତା (ସଂଶୋଧନ) ଆଇନ, ୨୦୧୯ ବିଷୟରେ ବିସ୍ତୃତ ସୂଚନା

୧. ନାଗରିକତା ଆଇନ, ୧୯୫୫ରେ ଭାରତୀୟ ନାଗରିକତ୍ୱ ଗ୍ରହଣ, ବିବେଚନା ଓ ସମାପ୍ତି ପାଇଁ ବ୍ୟବସ୍ଥା ରହିଛି । ଭାରତୀୟ ନାଗରିକତ୍ୱ ଜନ୍ମ ଆଧାରରେ (ଧାରା-୩), ବଂଶ ଆଧାରରେ (ଧାରା ୪), ପଞ୍ଜିକରଣ ଆଧାରରେ (ଧାରା ୫), ନାଗରିକତା…
Read More...

ଡିଆରଡିଓ ଦ୍ୱାରା ଓଡ଼ିଶା ଉପକୂଳରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର :ଗୁରୁବାର (ଡିସେମ୍ବର ୧୯) ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଏହି ପରୀକ୍ଷଣ ଓଡ଼ିଶା ଉପକୂଳ…
Read More...

ଭୁବନେଶ୍ୱରରେ ଫ୍ଲେକ୍ସଷ୍ଟୋନର ପ୍ରଥମ ଏକ୍ସକ୍ଲୁସିଭ ଗ୍ୟାଲେରୀ ଉଦଘାଟିତ

ଭୁବନେଶ୍ୱର : ଦେଶରେ କ୍ଲାଡିଙ୍ଗ ସାମଗ୍ରୀ କ୍ଷେତ୍ରରେ ଲୋକପ୍ରିୟ କମ୍ପାନି ଫ୍ଲେକ୍ସଷ୍ଟୋନ ପକ୍ଷରୁ ଭୁବନେଶ୍ୱରରେ ନିଜର ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲାଯାଇଛି । ଏହାକୁ କମ୍ପାନିର ଫ୍ରାଞ୍ଚାଇଜି ଲିଙ୍ଗରାଜ ଗ୍ରାନାଇଟ୍ ପକ୍ଷରୁ…
Read More...