ଶ୍ରୀମନ୍ଦିର ସଂସ୍କାର ନେଇ ୨ରେ ରିପୋର୍ଟ ଦାଖଲ; ୭ହେବ ଶୁଣାଣି

ପୁରୀ: ଶ୍ରୀମନ୍ଦିରର ସଂସ୍କାର ନେଇ ସମସ୍ତ ରିପୋର୍ଟ ଜାନୁୟାରୀ ୨ରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାର ଶୁଣାଣି ୮ରେ ହେବ । ତେବେ ଏଭଳି ନିଷ୍ପତି ନିଆଯାଇଥିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ…
Read More...

ରାଜ୍ୟ ବିଜେପିର ୩୪ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର  : ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ…
Read More...

ଫେବୃଆରୀରେ ସରିବ ବିଜେଡି ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର: ୫ଟି ପର୍ଯ୍ୟାୟରେ ଦୁଇମାସ ଧରି ଅନୁଷ୍ଠିତ ହେବ ବିଜେଡ଼ିର ସାଂଗଠନିକ ନିର୍ବାଚନ । ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଫେବୃଆରୀ ୨୬ରେ ସରିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ରାଜ୍ୟ ନିର୍ବାଚନ…
Read More...

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ କୁଲଦୀପଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଉତରପ୍ରଦେଶ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାକୁ ନେଇ ଦିଲ୍ଲୀର ତିସହଜାରୀ କୋର୍ଟ ଆଜି ଦଣ୍ଡ ଶୁଣାଇଛନ୍ତି । କୋର୍ଟ ତାଙ୍କର ରାୟ ପ୍ରକାଶ କରି କହିଛନ୍ତି ଯେ, ଦୋଷୀ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ…
Read More...

ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି

କଟକ: ୨୨ ତାରିଖରେ ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଆଜି ପୋଲିସ ଡିଜି ଅଭୟ ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୋଲିସ ଡିଜି ସମୀକ୍ଷା କରିବା ସମୟରେ…
Read More...

ଆଜି ବି ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱରର ୩ଟି ସରକାରୀ ଅନୁଷ୍ଠାନ ଶୁକ୍ରବାର ସାଇକେଲ କିମ୍ବା ଚାଲି ଚାଲି ଆସିବା ପାଇଁ କରିଥିବା ନିୟମକୁ ମଧ୍ୟ ଆଜି କାର୍ଯ୍ୟକାରୀ କରିଛନ୍ତି । ସପ୍ତାହର ଶୁକ୍ରବାର ଦିନ…
Read More...

ନାଗରିକତା ସଂଶୋଧନ ଆଇନକୁ ନେଇ ଏଭଳି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ବିରୋଧ ଚାଲିଥିବାବେଳେ ସରକାରଙ୍କ ଏଭଳି ପଦକ୍ଷେପକୁ ପରୋକ୍ଷରେ ସାହସିକତା ବୋଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍ୟୋଗୀମାନଙ୍କ ଏକ ସମ୍ମିଳନୀରେ…
Read More...

ବଜ୍ରକାପ୍ତା ଚୋରାଚାଲାଣର ମୁଖ୍ୟ ଅଭିଯୁକ୍ତ ଗିରଫ

ଆଠଗଡ: ବଜ୍ରକାପ୍ତା ଚୋରାଚାଲାଣର ମୁଖ୍ୟ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରାଯାଇଥିବା ଜଣାପଡିଛନ୍ତି । ତେବେ ଅଭିଯୁକ୍ତଙ୍କ ନାମ ମାଧବ ଚନ୍ଦ୍ର । କଟକ ଜିଲ୍ଲାର ମଣ୍ଡଳୀ ଅଂଚଳରୁ ତାଙ୍କୁ ଗିରଫ କରାଯାଇଛି । ଏହି ରାକେଟରେ…
Read More...

ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାକୁ ସ୍ୱର୍ଣ୍ଣ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୌସଲା-୨୦୧୯ର ପ୍ରଥମ ଦିନରେ ଚେସ୍‌ ପ୍ରତିଯୋଗିତାରେ ବାଳକ ବିଭାଗରେ ଓଡ଼ିଶାକୁ ସ୍ୱର୍ଣ୍ଣ…
Read More...

ରାଜ୍ୟ ଚଳଚ୍ଚିତ୍ର ଆୱାର୍ଡ: ଜୟଦେବ ପୁରସ୍କାରରେ ସମ୍ମାନିତ ହେଲେ ବିଜୟ ମିଶ୍ର

ଭୁବନେଶ୍ୱର: ୩୦ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଂଳାପକାର, ଚିତ୍ରନାଟ୍ୟ, ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରକୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି ।…
Read More...