Bignews ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ପବନଙ୍କ ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ OPA Dec 19, 2019 0 ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟ ଅଭିଯୁକ୍ତ ପବନ କୁମାର ଗୁପ୍ତାଙ୍କ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଆଜି ଖାରଜ କରିଛନ୍ତି । ଏଥିସହ ଓକିଲ ଜରିମାନାରେ ୨୫ ହଜାର ଟଙ୍କା ଗଣିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।… Read More...
Odisha ଓଟିଡିସିର ନୂଆ ପ୍ରୟାସ: ବିବାହ ଆୟୋଜନ ପାଇଁ ଦେବ ପ୍ୟାକେଜ୍ OPA Dec 19, 2019 0 ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ନୂଆ ପ୍ରୟାସ ଆରମ୍ଭ ହୋଇଛି । ଏହି ଅନୁଯାୟୀ, ରାଜ୍ୟର ପ୍ରମୁଖ ପାନ୍ଥନିବାସରେ ବିବାହ ଆୟୋଜନ ପାଇଁ ପ୍ୟାକେଜ୍ ଦେବା ନେଇ ଘୋଷଣା କରିଛି । ତେବେ ବିବାହ ଉତ୍ସବର… Read More...
Odisha “ଅହିଂସା” ଶବ୍ଦ ସମ୍ବିଧାନ ମୁଖବନ୍ଧରେ ରଖିବା ଦାବୀ ଦୋହରାଇଲେ ମୁଖ୍ୟମନ୍ତ୍ରୀ OPA Dec 19, 2019 0 ଭୁବନେଶ୍ୱର: ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତା । ଅହିଂସା ହିଁ ଆମ ସ୍ୱାଧିନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମ ଠାରୁ ନିଆରା କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି… Read More...
Bignews ସୁନ୍ଦରୀ ଫେରିବ ବାନ୍ଧବଗଡ, ମୁଖ୍ୟ ଶାସନ ସଚିବଙ୍କୁ ଏନଟିସିଏର ଚିଠି OPA Dec 19, 2019 0 ଭୁବନେଶ୍ବର : ଫେରିଯିବ ବାଘୁଣି ସୁନ୍ଦରୀ । ସାତକୋଶିଆରୁ ନିଜ ବାସସ୍ଥାନ କାହ୍ନା ଅଭୟାରଣ୍ୟକୁ ଫେରାଇ ନେବାକୁ ନିସ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହ ଓଡିଶାରେ ପ୍ରୋଜେକ୍ଟ ଟାଇଗର ଟ୍ରାନ୍ସଲୋକେସନ ସ୍ଥଗିତ… Read More...
National ରାମ ମନ୍ଦିର ନିର୍ମାଣ ପାଇଁ ଜାନୁୟାରୀରେ ଟ୍ରଷ୍ଟ ଗଠନ OPA Dec 19, 2019 0 ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜାନୁୟାରୀରେ ଟ୍ରଷ୍ଟ ଗଠନ କରାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।ଟ୍ରଷ୍ଟ ଗଠନ ବାବଦରେ ଅଯୋଧ୍ୟାର କେତେ… Read More...
Odisha ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ OPA Dec 19, 2019 0 କେନ୍ଦୁଝର: କେନ୍ଦୁଝରର ଜଣେ ୩ ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଜିଲ୍ଲା ଏଡିଜେ କୋର୍ଟ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।ପୋକ୍ସୋ ଆଇନ ଆଧାରରେ ଆଜି କେନ୍ଦୁଝର ଏଡିଜେ କୋର୍ଟ… Read More...
Odisha ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ୨୦ଟି ଟାର୍ଗେଟ: ମନ୍ତ୍ରୀ ଅରୁଣ ସାହୁ OPA Dec 19, 2019 0 ଭୁବନେଶ୍ୱର: ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ୨୦ଟି ଟାର୍ଗେଟ ରଖିଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ମୋ ସରକାର ସମ୍ପର୍କିତ କର୍ମଶାଳାରେ ଯୋଗ ଦେଇ ଏଭଳି ସୂଚନା ହେଉଛନ୍ତି ମନ୍ତ୍ରୀ ଅରୁଣ ସାହୁ ।… Read More...
Odisha ତ୍ରିଦିବସୀୟ ‘ସର୍ଗିଫୁଲ-୨୦୧୯’ ଉତ୍ସବ ଉଦ୍ଘାଟିତ OPA Dec 19, 2019 0 ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟ ନେଇ ‘ସରଗିଫୁଲ’ ମହୋତ୍ସବ, ୨୦୧୦ ମସିହାଠାରୁ ବିଭାଗ… Read More...
Odisha ଭୁବନେଶ୍ୱରରେ ଭାରତୀୟ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ OPA Dec 19, 2019 0 ଭୁବନେଶ୍ୱର: ୨୨ ତାରିଖରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ କୁ ନେଇ ଆଜି ଭୁବନେଶ୍ୱରରେ ଭାରତୀୟ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ ଟିମ୍ ପହଂଚିଛନ୍ତି । ଉଭୟ ଟିମ୍ ବିମାନ ବନ୍ଦରରେ ପହଂଚିବା କ୍ଷଣି ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା… Read More...
National ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ପବନଙ୍କ ଯାଚିକାର ଶୁଣାଣି ୨୪ରେ ନ ହୋଇ ଆଜି ହେବ OPA Dec 19, 2019 0 ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ନେଇ ଅନ୍ୟ ଅଭିଯୁକ୍ତ ପବନ କୁମାର ଗୁପ୍ତା କରିଥିବା ଯାଚିକାର ଶୁଣାଣୀ ୨୪ରେ ହେବ ବୋଲି ଦିଲ୍ଲୀ ହାଇକୋର୍ଟ ଜଣାଇଥିଲେ । ମାତ୍ର ଦିଲ୍ଲୀ ହାଇକୋର୍ଟ ପୁଣିଥରେ ନିଜ ଆଦେଶକୁ… Read More...