ଆଜି ପୁରୀରେ ରଥ କାଠ ପୂଜାର୍ଚ୍ଚନା

ପୁରୀ: ପବିତ୍ର ଶ୍ରୀପଂଚମୀ ତିଥିରେ ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ରଥ ଖଳାରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ ।

Leave A Reply

Your email address will not be published.