ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନୀ

ଭୁବନେଶ୍ୱର : ଓଡିଶାରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନୀ । ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ସେଠାରୁ ଶହିଦନଗର ଯାଇ ବୁଣାକାରକେନ୍ଦ୍ର ପରିଦର୍ଶନ କରିବେ । ଏହା ସହ ହୋଟେଲ ନ୍ୟୁ ମାରିୟନ ଠାରେ ଆୟୋଜିତ ଏକ ବୁଦ୍ଧିଜିବୀ ସମ୍ମଳନୀରେ ଯୋଗଦେବେ । ପରେ ଦିନ ୧ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିବା ସହ ଅପରାହ୍ନରେ‘ସମ୍ପର୍କ ସେ ସମର୍ଥନ ’କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।

Leave A Reply

Your email address will not be published.