Browsing Tag

national news

ରାହୁଲ ଗାନ୍ଧି ଆରମ୍ଭ କଲେ ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’

'ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା' । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଯୋଜନା ବିଷୟରେ ସୋମବାର ଅବଗତ କରିଛନ୍ତି । ରାହୁଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଗ୍ରାଫିକ ଚିତ୍ର ସହ ଏହି ଯୋଜନା ବିଷୟରେ…
Read More...

ଏବେ ପିଞ୍ଜରାବଦ୍ଧ ଶୁଆ ନୁହେଁ ସିବିଆଇ

କେନ୍ଦ୍ର ଆଇନମନ୍ତ୍ରୀ କରେଣ ରିଜ୍ଜୁ ସିବିଆଇକୁ ନେଇ ରବିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥାନ ଏବେ ନିଜ କାମ ସଠିକ କରିପାରୁଛନ୍ତି। ଏକ ସମୟ ଥିଲା ଯେତେବେଳେ ସରକାରରେ ବସିଥିବା…
Read More...

ଇମ୍ରାନଙ୍କୁ ଝଟକା; ବିରୋଧୀଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ବିରୋଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦାଖଲ ହୋଇଥିବା ଆବେଦନ ମାମଲାରେ ଶୁଣାଣି ଆସନ୍ତାକାଲି ହେବ ବୋଲି ପାକିସ୍ତାନର…
Read More...

ଲୋକମାନ୍ୟ ତିଲକ ଟର୍ମିନିୟସ(ଏଲଟିଟି)-ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ

ମହାରାଷ୍ଟ୍ରର ନାସିକ ନିକଟରେ ଲୋକମାନ୍ୟ ତିଲକ ଟର୍ମିନିୟସ(ଏଲଟିଟି)-ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ପାଖାପାଖି ୧୦ଟି କୋଚ ଟ୍ରାକ ବାହାରକୁ ଖସିଯାଇଛି। ଦୁର୍ଘଟଣା ଯୋଗୁ କେତେକ ଟ୍ରେନ୍‌ର ଗତିପଥ ବଦଳାଯାଇଛି। ସେହିପରି…
Read More...

ଭାରତ ବାୟୋଟେକକୁ ଝଟକା; କୋଭାକ୍ସିନର ଯୋଗାଣକୁ ସ୍ଥଗିତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନକୁ ଲାଗିଛି ଝଟକା । ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି ମାଧ୍ୟମରେ କୋଭାକ୍ସିନର ଯୋଗାଣକୁ ସ୍ଥଗିତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଯାଞ୍ଚରେ ସାମ୍ନାକୁ ଆସିଥିବା ତ୍ରୁଟି…
Read More...

ହାରିବା ବାଜି ଜିତିଲେ ଇମ୍ରାନ; କହିଲେ ଦେଶଦ୍ରୋହୀଙ୍କ ଷଡଯନ୍ତ୍ର ହେଲା ବିଫଳ

ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମସ୍ତଙ୍କୁ ଚକିତ କରିଛନ୍ତି। ଅବିଶ୍ୱାସ ପ୍ରସ୍ତାବକୁ ପାକିସ୍ତାନ ସଂସଦର ବାଚସ୍ପତି ଖାରଜ କରିଦେଇଛନ୍ତି। ଏହିପରି ଭାବରେ ଇମ୍ରାନ ଖାନ ତାଙ୍କ ଆସନକୁ ବଞ୍ଚାଇବାରେ ସଫଳ…
Read More...

ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ.ଅନ୍ନାମଲାଇଙ୍କୁ Y ଶ୍ରେଣୀର ସୁରକ୍ଷା

ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ.ଅନ୍ନାମଲାଇଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ…
Read More...

ରୁଷ ଉପରେ ଏୟାର ଷ୍ଟ୍ରାଇକ କରିଛି ୟୁକ୍ରେନ; ଉଡ଼ାଇଦେଲା ତୈଳ ଡିପୋ

ରୁଷ ମାଟିରେ ପ୍ରବେଶ କରି ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ୟୁକ୍ରେନ। ପଶ୍ଚିମ ରୁଷରେ ଥିବା ତୈଳ ଡିପୋକୁ ୟୁକ୍ରେନ ସେନା ଏୟାର ଷ୍ଟ୍ରାଇକରେ ଉଡ଼ାଇ ଦେଇଥିବା ଭିଡିଓ ସାମ୍ନାକୁ ଆସିଛି। ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରୁଷିଆର ବୈଦେଶିକ ମନ୍ତ୍ରୀ

ଭାରତ ଗସ୍ତରେ ଆସିଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଉଭୟ ନେତା ପ୍ରାୟ ୪୦ ମିନିଟ୍‌ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକ ବେଳେ…
Read More...

ଏଣିକି ଚାରିଚକିଆ ଯାନରେ ଲାଗିବ ୬ଟି ଏୟାରବ୍ୟାଗ

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଗତ ୩୦ ତାରିଖ ଅର୍ଥାତ ବୁଧବାର ରାଜ୍ୟସଭାରେ କହିଛନ୍ତିକି "ଦେଶରେ ନ୍ୟୁ ହ୍ୱିଲର ସେଫଟି ଆସେସମେଣ୍ଟ ପ୍ରୋଗ୍ରାମ 'Bharat NCAP ନାଁରେ ଜଣାଯାଏ । ଯାହାର ନୋଟିଫିକେସନ…
Read More...

ଆକ୍ସନରେ ମୋଡରେ ଯୋଗୀ ଆଦିତ୍ୟନାଥ; ୧୦୦ ଦିନରେ ୧୦ ହଜାର ପୋଲିସ ପଦବୀ ଭର୍ତ୍ତି ହେବେ

ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନରେ ମୋଡରେ ଯୋଗୀ ଆଦିତ୍ୟନାଥ। ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୁଲଡୋଜୋର ଚଲାଇବା ଆରମ୍ଭ କରିଛନ୍ତି । ଏହାସହ…
Read More...

ପୁଣି ୨% ବୃଦ୍ଧି ପାଇଲା ବିମାନ ଇନ୍ଧନ ମୂଲ୍ୟ

ପେଟ୍ରୋଲ, ଡିଜେଲ ଓ ଏଲପିଜି ଭଳି ବିମାନ ଇନ୍ଧନର ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଆଜି ବିମାନ ଇନ୍ଧନ ମୂଲ୍ୟ ୨% ବଢ଼ି ସର୍ବକାଳୀନ ରେକର୍ଡ କରିଛି। ଏହାକୁ ମିଶାଇ ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌ ବା ବିମାନ ଇନ୍ଧନ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ମୁମ୍ବାଇ ଜାତୀୟ ଅନୁସନ୍ଧାନ ଏଜେନ୍ସିକୁ ଏନେଇ ଏକ ମେଲ ଆସିଛି । ତେବେ ଏହି ମେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦ ଜଣ ସ୍ଲିପର ସେଲ ହତ୍ୟା କରିବା ପାଇଁ…
Read More...

ଇମ୍ରାନ ଖାନଙ୍କ ସ୍ଥାନ ନେଇପାରନ୍ତି ସେହବାଜ୍‌ ସରିଫ୍‌

ପାକିସ୍ତାନରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି । ଏହାରି ମଧ୍ୟରେ ପାକିସ୍ତାନର ସମ୍ଭାବ୍ୟ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆରମ୍ଭ…
Read More...