Browsing Tag

national news

ଏହି ୨ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଉପରୁ ହଟିଲା କଟକଣା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଅନେକ ରାଜ୍ୟ କରୋନା କଟକଣା କୋହଳ କରିବା ଆରମ୍ଭ କରିଛନ୍ତି। ସବୁ କିଛି ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି। ଏହାରି ଭିତରେ ଗୁରୁବାର ଦିଲ୍ଲୀ ଏବଂ ମହାରାଷ୍ଟ୍ର…
Read More...

ମହିଳାଙ୍କୁ ଷ୍ଟାଡିୟମ ମନା

ଆଫଗାନିସ୍ତାନ ପରେ ଏବେ ଇରାନ୍‌ରେ ବି ଆରମ୍ଭ ହୋଇଗଲାଣି ଏକଛତ୍ରବାଦ ଶାସନ । କ୍ଷୁର୍ଣ୍ଣ ହେବାରେ ଲାଗିଛି ମାନବାଧିକାର । ଫଳସ୍ବରୂପ ମହିଳାଙ୍କ ଉପରେ ଲାଗୁ ହେଉଛି ବିଭିନ୍ନ ପ୍ରତିବନ୍ଧକ । ପୂର୍ବରୁ ଇରାନ୍‌ରେ ମହିଳାମାନଙ୍କ…
Read More...

କ୍ଷମତାଶାଳୀ ବ୍ୟକ୍ତି ତାଲିକାର ଆଗରେ ପ୍ରଧାନମନ୍ତ୍ରୀ; ୪ ଜଣ ଓଡ଼ିଆ ସାମିଲ

ଇଂରାଜୀ ଖବର କାଗଜ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଦେଶର ୧୦୦ ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିମାନଙ୍କ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି । କରୋନା ମହାମାରୀ, କୃଷକ…
Read More...

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଇମ୍ରାନ ଖାନ

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାଗି ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ସଂକଟଜନକ ବୋଲି ଏବେ ବିଚାର କରାଯାଉଛି। ଗୋଟିଏ ପଟେ ନ୍ୟାସନାଲ ଆସେମ୍ବ୍ଲିରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିବା ବିରୋଧୀ ଦଳ ଭୋଟିଂ…
Read More...

ବାପା-ମା’ଙ୍କ ଠାରୁ ବାହାଘର ଖର୍ଚ୍ଚ ଦାବି କରିପାରିବେ ଅବିବାହିତ ଝିଅ

ଆମ ସମାଜରେ ପରିବାରରେ ଝିଅ ଟିଏ ରହିଲେ ବାପା-ମା ତାର ବିବାହକୁ ନେଇ ଟିକେ ଚିନ୍ତାରେ ରହିଥାନ୍ତି। ମଧ୍ୟବିତ୍ତ ଘରେ ତ ଝିଅ ବିବାହ ପାଇଁ ପିତାମାତା ବହୁ ଆଗରୁ ଟଙ୍କା ସଞ୍ଚୟ ଆରମ୍ଭ କରିଦିଅନ୍ତି। ଝିଅକୁ କିପରି ଭଲ ଘରେ ଗୋଟିଏ…
Read More...

ଏହି ୩ ରାଜ୍ୟରେ ଆଂଶିକ କୋହଳ ହେଲା ଆଫସା ନିୟମ

କେନ୍ଦ୍ର ସରକାର ଆଜି ନାଗାଲାଣ୍ଡ, ଆସାମ ଏବଂ ମଣିପୁରରେ ସଶସ୍ତ୍ର ବଳ ସ୍ୱତନ୍ତ୍ର ଅଧିକାର ଆଇନ (ଆଫସା)କୁ ଆଂଶିକ ଭାବେ କୋହଳ କରିଛନ୍ତି । ଉତରପୂର୍ବ ରାଜ୍ୟରେ ଉଗ୍ରବାଦୀର ଅନ୍ତ ଘଟିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି…
Read More...

ଏଣିକି ଟଙ୍କା ନଥିଲେ ବି କରିପାରିବେ ଟ୍ରେନ ଟିକେଟ ବୁକିଂ

ପ୍ରାୟତଃ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏବେ ଟଙ୍କା ନଥିଲେ ବି ଆପଣ ଟ୍ରେନ ଟିକେଟ ବୁକ କରିପାରିବେ ଏବଂ ଯାତ୍ରା କରିପାରିବେ । ତେବେ ଏହାର ପେମେଣ୍ଟ ଆପଣଙ୍କୁ ପରେ ଦେବାକୁ ପଡିବ ।…
Read More...

କେନ୍ଦ୍ର ସରକାରଙ୍କ ନିଷ୍ପତି; ୩ ପ୍ରତିଶତ ବଢାଇଲେ ମହଙ୍ଗା ଭତ୍ତା

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ବଢିଲା ମହଙ୍ଗା ଭତ୍ତା । ନୂଆ ଆର୍ଥିକ ବର୍ଷ ଆରମ୍ଭ ନହେଉଣୁ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା କର୍ମଚାରୀଙ୍କୁ ସରକାର ଦେଇଛନ୍ତି ଖୁସି ଖବର । ନରେନ୍ଦ୍ର ମୋଦୀଙ୍କ ସରକାର…
Read More...

ଇମ୍ରାନ ଖାନଙ୍କୁ ଝଟକା; ଦଳରୁ ଇସ୍ତଫା ଦେଲେ ୨ ମନ୍ତ୍ରୀ

ପାକିସ୍ତାନରେ ଏକ ରାଜନୈତିକ ଅସ୍ଥିରତା ଜାରି ରହିଛି। ଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଦେଶକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ତାଙ୍କୁ ବଡ଼ ଝଟ୍‌କା ଲାଗିଛି।…
Read More...

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବଡ଼ ନିଷ୍ପତ୍ତି; ଘରୋଇ ସ୍କୁଲ୍‌ଗୁଡ଼ିକରେ ଫିସ୍‌ ବୃଦ୍ଧି କରିବା ଦିଗରେ…

ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ସରକାର ଗଠନ କରିବା ପରେ ଧଡ଼ା ଧଡ଼ ଗୋଟିଏ ପରେ ଗୋଟିଏ ଫୈସଲା ନେଇ ଚାଲିଛି। ପୂର୍ବରୁ ୬ ମାସ ଭିତରେ ୨୫ ହଜାର ନିଯୁକ୍ତି ଦେବା ନେଇ ଘୋଷଣା କରି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ…
Read More...

ଅରବିନ୍ଦ କେଜରିୱାଲ୍‌ଙ୍କ ସରକାରୀ ବାସଭବନ ଉପରେ ଆକ୍ରମଣ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଉପରେ ଆକ୍ରମଣ। ସିସିଟିଭି ଭାଙ୍ଗିଲେ। ଗେଟ୍‌ ଗେରୁଆ ରଙ୍ଗ ବୋଳିବା ସହିତ ଭଙ୍ଗାରୁଜା କଲେ। କାଶ୍ମୀର ପଣ୍ଡିତଙ୍କ ଉପରେ ଦେଇଥିବା ବୟାନ ଉପରେ…
Read More...

ନେହେରୁ ସଂଗ୍ରହାଳୟର ନାମ ପିଏମ୍‌ ସଂଗ୍ରହାଳୟ ନାମରେ ହେଲା ନାମିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ଏହା ପିଏମ୍‌(ପ୍ରଧାନମନ୍ତ୍ରୀ) ସଂଗ୍ରହାଳୟ ଭାବରେ ନାମିତ ହେବ। ଏଠାରେ ଦେଶର…
Read More...

ଥରିଲା ଲେହ ଅଞ୍ଚଳ

ଆଜି ସକାଳୁ ଜମ୍ମୁ କଶ୍ମୀର ଓ ଲଦ୍ଦାଖର ଲେହ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ଝଟକାର ତୀବ୍ରତା ୪.୩ ରହିଥିବା ବେଳେ ସକାଳ ପାଖାପାଖି ୭.୩୦ରେ ଏହା ଦେଖିବାକୁ ମିଳିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ…
Read More...

ପ୍ରତି ପରିବାରକୁ ବାର୍ଷିକ ମାଗଣାରେ ମିଳିବ ୩ଟି ଏଲପିଜି ସିଲିଣ୍ଡର

ରାଜ୍ୟରେ ବଡ଼ ଘୋଷଣା କରିଛନ୍ତି ଗୋଆ ସରକାର । ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ଗୋଆ ସରକାର ବଡ଼ ନିଷ୍ପତ୍ତି ନେଇ କହିଛନ୍ତି ଯେ, ରାଜ୍ୟର ପ୍ରତି ପରିବାରକୁ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ, ଯେପରିକି ଭାରତୀୟ ଜନତା…
Read More...