Browsing Tag

national news

ପାକିସ୍ତାନ ସଂସଦରେ ଆଗତ ହେଲା ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ପ୍ରତି ବିପଦ ମାଡ଼ି ଆସୁଛି । ଦେଶର ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି ମଧ୍ୟରେ ଆଜି ବିରୋଧୀଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…
Read More...

ଆଗକୁ ଆଉ ରହିବନି ଟୋଲ ପ୍ଲାଜା

ଆଗକୁ ଆଉ ରହିବନି ଟୋଲ ପ୍ଲାଜା, ରାସ୍ତାରେ ଛିଡା ହେବନି ଗାଡି । କିନ୍ତୁ ଟୋଲ ଟିକସ କଟିବ । ଆଉ ତାହା ବି ପୁଣି ଜିପିଏସ ଟେକ୍ନୋଲୋଜି ଜରିଆରେ । ଖୁବଶୀଘ୍ର ଏଭଳି ସୁବିଧା ପାଇବେ ଗାଡି ଚାଳକ । ଏନେଇ ସୂଚନା ଦେଇଛନ୍ତି…
Read More...

ଦିବଙ୍ଗତ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ସମ୍ମାନ ବିତରଣ ସମାରୋହ ରାଷ୍ଟ୍ରପତି…
Read More...

ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

ପ୍ରମୋଦ ସାୱନ୍ତ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେଇଛନ୍ତି। ଆଜି ପାଣାଜିରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ ।ନିକଟରେ ଗୋଆରେ…
Read More...

ମେକ୍ସିକୋରେ ୧୯ଜଣଙ୍କୁ ଗୁଳି କରି ହତ୍ୟା

ମେକ୍ସିକୋରେ ୧୯ଜଣଙ୍କୁ ହତ୍ୟା। ରବିବାର ଦିନ ସେଣ୍ଟ୍ରାଲ ମେକ୍ସିକୋରେ ୧୯ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ବିଷୟରେ ଷ୍ଟେଟ ଆଟର୍ଣ୍ଣି ଜେନେରାଲ ଅଫିସ…
Read More...

ରୁଷଠାରୁ କୋଇଲା ଆମଦାନୀ କରିବ ଭାରତ

ରୁଷ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଆଉ ଯୁଦ୍ଧକୁ ନେଇ ରୁଷ ଉପରେ ଆମେରିକା ସହ ପଶ୍ଚାତ୍ୟ ଦେଶଗୁଡ଼ିକ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଏହାକୁ ନେଇ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ରୁଷ ସହିତ…
Read More...

ସୁରକ୍ଷାରେ ତ୍ରୁଟି; ପୁଷ୍ପାଞ୍ଜଳି ଅର୍ପଣ ବେଳେ ନୀତିଶ କୁମାରଙ୍କୁ ଚାପୁଡ଼ା ମାରିଲେ ଯୁବକ

ରାଜଧାନୀରେ ମୁଖ୍ୟମନ୍ତ୍ରୀ ସୁରକ୍ଷାରେ ତ୍ରୁଟି । ପୁଷ୍ପାଞ୍ଜଳି ଅର୍ପଣ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଯୁବକ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପାଟଣାରେ ଆକ୍ରମଣ । ପାଟଣାରେ ନୀତିଶ ଏକ…
Read More...

ଜୁନ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ

୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା ।ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଆଜି ଅମରନାଥ ବୋର୍ଡ ସହ ଏକ ବୈଠକରେ ଜୁନ ୩୦ ରୁ ଯାତ୍ରା ଆରମ୍ଭ ହେବ ବୋଲି ରାଜ୍ୟପାଳଙ୍କ…
Read More...

ଏପ୍ରିଲ ୨୬ରୁ ଆରମ୍ଭ ହେବ ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା

ସିବିଏସ୍ଇ ପକ୍ଷରୁ ଘୋଷଣା ହୋଇଛି ପରୀକ୍ଷା ତାରିଖ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟର୍ମ-୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ସକାଳ…
Read More...

ଆସନ୍ତାକାଲିଠାରୁ ୨ଦିନ ଭାରତ ବନ୍ଦ

ଆସନ୍ତା କାଲି ଓ ତା'ପର ଦିନ ଭାରତ ବନ୍ଦ। ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଚି ଟ୍ରେଡ୍‌ ୟୁନିୟନ୍‌। ଏହି ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍‌…
Read More...

ଏପ୍ରିଲ୍‌ ୧ରୁ ବଢିବ ଔଷଧର ମୂଲ୍ୟ

ଦେଶରେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ଦାମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ୍‌ ୧ରୁ ବହୁ ଜରୁରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ।…
Read More...

କୃଷକ ଏବଂ ଯୁବ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରଶଂସା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟୋଜିତ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୮୭ ତମ ସଂସ୍କରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ତରଫରୁ କରାଯାଉଥିବା…
Read More...

ଆସନ୍ତାକାଲିଠାରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ବିମାନ ସେବା

କରୋନା ମହାମାରୀ ହେତୁ ମାର୍ଚ୍ଚ ୨୦୨୦ ଠାରୁ ବନ୍ଦ ହୋଇଥିବା ଆନ୍ତର୍ଜାତୀୟ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ବିମାନ ବନ୍ଦର ଏବଂ ବିମାନ ଉଡ଼ାଣରେ ଥିବା କୋଭିଡ୍‌-୧୯…
Read More...

ଦ୍ୱିତୀୟ ଇନିଂସ୍‌ରେ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା; ଆଉ ୩ ମାସ ମାଗଣା ମିଳିବ ରାସନ୍ ସାମଗ୍ରୀ

ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଦ୍ୱିତୀୟ ଥର ପାଇଁ ୟୁପିର ମଙ୍ଗ ଧରି ସେ ସୃଷ୍ଟି କରିଛନ୍ତି ରେକର୍ଡ। ତେବେ ୟୁପିରେ ନିଜ ଦ୍ୱିତୀୟ ଇନିଂସ୍‌ ଆରମ୍ଭ…
Read More...